ଶନିବାର ରାଶିଫଳ ( ୦୯ – ୦୯ – ୨୦୨୩ )
ମେଷ: ସଫଳତା ହାସଲ କରିବେ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ପିଲାମାନଙ୍କ ପାଇଁ ଅଭିଭାବକ ଚିନ୍ତିତ ରହିବେ। ବୃଷ: ନିଜ ଉପରେ ଭରସା ରଖନ୍ତୁ। ସହକର୍ମୀ କିମ୍ବା ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ। ଶାରୀରିକ ଓ ମାନସିକ କଷ୍ଟ ପାଇପାରନ୍ତି। ଦୂରସ୍ଥାନ ଯାତ୍ରା କରିପାରନ୍ତି। ପିଲାମାନେ ପଢ଼ାପଢ଼ିରେ ସମୟ ବିତାଇବେ। ମିଥୁନ: ଆଜିର ଦିନଟି ବେଶ୍ ଭଲରେ ବିତିବ। ଆଧ୍ୟାତ୍ମିକ ପରିବେଶରେ […]
ମେଷ: ସଫଳତା ହାସଲ କରିବେ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ପିଲାମାନଙ୍କ ପାଇଁ ଅଭିଭାବକ ଚିନ୍ତିତ ରହିବେ।
ବୃଷ: ନିଜ ଉପରେ ଭରସା ରଖନ୍ତୁ। ସହକର୍ମୀ କିମ୍ବା ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ। ଶାରୀରିକ ଓ ମାନସିକ କଷ୍ଟ ପାଇପାରନ୍ତି। ଦୂରସ୍ଥାନ ଯାତ୍ରା କରିପାରନ୍ତି। ପିଲାମାନେ ପଢ଼ାପଢ଼ିରେ ସମୟ ବିତାଇବେ।
ମିଥୁନ: ଆଜିର ଦିନଟି ବେଶ୍ ଭଲରେ ବିତିବ। ଆଧ୍ୟାତ୍ମିକ ପରିବେଶରେ ଯୋଗ ଦେବେ। ମାନ ସମ୍ମାନ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହୋଇପାରନ୍ତି। ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ବ ପାଇପାରନ୍ତି। ଆର୍ଥିକ ସ୍ଥିତି ଠିକ୍ ରହିବ। ସ୍ବଭାବରେ ବିନମ୍ରତା ରଖନ୍ତୁ। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
ସିଂହ: ଆଜି ଯେକୌଣସି କାର୍ଯ୍ୟ କରି ସଫଳ ହେବେ। ନୂତନ ଯାନବାହନ କ୍ରୟ ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
କନ୍ୟା: ସମସ୍ୟାରେ ପଡ଼ିପାରନ୍ତି। ସତର୍କତା ସହିତ କାମ କରନ୍ତୁ। ଅଧିକ ଚିନ୍ତା କରନ୍ତୁନି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବର ପାଇ ଖୁସି ହେବେ। ସକରାତ୍ମକ ଲୋକଙ୍କ ସହ ସମୟ ବିତାନ୍ତୁ। ପୂଜାର୍ଚ୍ଚନା କରନ୍ତୁ।
ତୁଳା: ବର୍ତ୍ତମାନ କ୍ୟାରିୟର ପାଇଁ ଚିନ୍ତା କରିବାର ଉତ୍ତମ ସମୟ। ପରିଶ୍ରମର ଫଳ ମିଳିବ। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।
ବିଛା: କର୍ମକ୍ଷେତ୍ରରେ ଅସନ୍ତୋଷ ଦେଖାଦେବେ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ସମସ୍ୟାରେ ପଡ଼ିପାରନ୍ତି। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।
ଧନୁ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଅତିଥି ଚର୍ଚ୍ଚାରେ ଦିନ ବିତିବ। ଚାକିରି ପରିବର୍ତ୍ତନ କରିବାକୁ ଉପଯୁକ୍ତ ସମୟ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଇଚ୍ଚା ମୁତାବକ କାମ ହେବ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।
କୁମ୍ଭ: ଅଯଥା କଥାରେ ମୁଣ୍ଡ ପୁରାନ୍ତୁନି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହେବ।
ମୀନ: ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଆୟରେ ବୃଦ୍ଧି ଘଟିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।