ମଙ୍ଗଳବାର ରାଶିଫଳ ( ୦୮-୦୮-୨୦୨୩ )

The Sakala Picture
Published On

ମେଷ: ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆୟ ବଢ଼ିବ। ବିଦେଶ ଯାତ୍ରା କରିପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ। ବୃଷ: ସମସ୍ତଙ୍କ ସହ ନମ୍ର ବ୍ୟବହାର କରନ୍ତୁ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସମ୍ପର୍କ ବିସ୍ତାର ହେବ। ପାଠପଢ଼ାରେ ବିଦ୍ୟାର୍ଥୀଙ୍କ ମନ ଲାଗିବନି। ପତି-ପତ୍ନୀଙ୍କ ସମ୍ପର୍କ ଅଧିକ ମଜଭୁତ୍‌ ହେବ। ମିଥୁନ: ପରିବାରର କୌଣସି ସଦସ୍ୟଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ। […]

ମେଷ: ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆୟ ବଢ଼ିବ। ବିଦେଶ ଯାତ୍ରା କରିପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: ସମସ୍ତଙ୍କ ସହ ନମ୍ର ବ୍ୟବହାର କରନ୍ତୁ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସମ୍ପର୍କ ବିସ୍ତାର ହେବ। ପାଠପଢ଼ାରେ ବିଦ୍ୟାର୍ଥୀଙ୍କ ମନ ଲାଗିବନି। ପତି-ପତ୍ନୀଙ୍କ ସମ୍ପର୍କ ଅଧିକ ମଜଭୁତ୍‌ ହେବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ପରିବାରର କୌଣସି ସଦସ୍ୟଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ। ଅଧିକ ଖର୍ଚ୍ଚାନ୍ତ ହେବାର ଆଶଙ୍କା ରହିଛି। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ଧ୍ୟାନ ଦେବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ମାନସିକ ଅଶାନ୍ତି ଲାଗି ରହିବ। ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ସିଂହ: ଆଜି ଗମ୍ଭୀରତା ଏବଂ ବିବେକଶୀଳତାରେ କାମ କରିବେ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।

କନ୍ୟା: ଅଚାନକ କୌଣସି ଖୁସି ଖବର ପାଇବେ। କଠିନ କାର୍ଯ୍ୟ ପୂରା କରିବେ। ବ୍ୟବସାୟରେ କ୍ଷତି ସହିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପରିବାରର ହସଖୁସି ପାଇଁ ଆପଣଙ୍କ ପ୍ରୟାସ ପ୍ରଶଂସନୀୟ ହେବ। ଅଚିହ୍ନା ବ୍ୟକ୍ତିଙ୍କ ସହାୟତରେ ସମସ୍ୟାର ସମାଧାନ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସନ୍ତାନଙ୍କ ଉନ୍ନତି ଘଟିବ।

ବିଛା: ଆର୍ଥିକ ମାମଲାରେ ସୁଧାର ଆସିବ। ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ଲକ୍ଷ୍ୟ ପୂରା କରିବାକୁ କଠିନ ପରିଶ୍ରମ କରିବେ। ଭୁଲ୍‌ ସୁଧାରିବାକୁ ମଉକା ଖୋଜିବେ। ଉଚିତ ନିବେଶ କରିବାରେ ସକ୍ଷମ ହେବେ। ଅଫିସ୍‌ କାର୍ଯ୍ୟ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସମସ୍ୟାରେ ପଡ଼ିପାରନ୍ତି। ଅଫିସରେ ସମସ୍ତଙ୍କ ସହ ସମାନ ଆଚରଣ ଦେଖାନ୍ତୁ। ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ଅଫିସରେ କାର୍ଯ୍ୟ କରିପାରନ୍ତି। ଆର୍ଥିକ ବସ୍ଥା କମ୍‌ଜୋର ରହିବ। ପ୍ରେମ ବ୍ୟାପାରରେ ଅଧିକ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁନି।

ମୀନ: ଜମିଜମା ମାମଲାରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ବଢ଼ିଯିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

08 Aug 2023 By The Sakala

ମଙ୍ଗଳବାର ରାଶିଫଳ ( ୦୮-୦୮-୨୦୨୩ )

ମେଷ: ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆୟ ବଢ଼ିବ। ବିଦେଶ ଯାତ୍ରା କରିପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ବୃଷ: ସମସ୍ତଙ୍କ ସହ ନମ୍ର ବ୍ୟବହାର କରନ୍ତୁ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସମ୍ପର୍କ ବିସ୍ତାର ହେବ। ପାଠପଢ଼ାରେ ବିଦ୍ୟାର୍ଥୀଙ୍କ ମନ ଲାଗିବନି। ପତି-ପତ୍ନୀଙ୍କ ସମ୍ପର୍କ ଅଧିକ ମଜଭୁତ୍‌ ହେବ।

ମିଥୁନ: ପରିବାରର କୌଣସି ସଦସ୍ୟଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ। ଅଧିକ ଖର୍ଚ୍ଚାନ୍ତ ହେବାର ଆଶଙ୍କା ରହିଛି। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ଧ୍ୟାନ ଦେବେ।

କର୍କଟ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ମାନସିକ ଅଶାନ୍ତି ଲାଗି ରହିବ। ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ସିଂହ: ଆଜି ଗମ୍ଭୀରତା ଏବଂ ବିବେକଶୀଳତାରେ କାମ କରିବେ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।

କନ୍ୟା: ଅଚାନକ କୌଣସି ଖୁସି ଖବର ପାଇବେ। କଠିନ କାର୍ଯ୍ୟ ପୂରା କରିବେ। ବ୍ୟବସାୟରେ କ୍ଷତି ସହିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପରିବାରର ହସଖୁସି ପାଇଁ ଆପଣଙ୍କ ପ୍ରୟାସ ପ୍ରଶଂସନୀୟ ହେବ। ଅଚିହ୍ନା ବ୍ୟକ୍ତିଙ୍କ ସହାୟତରେ ସମସ୍ୟାର ସମାଧାନ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସନ୍ତାନଙ୍କ ଉନ୍ନତି ଘଟିବ।

ବିଛା: ଆର୍ଥିକ ମାମଲାରେ ସୁଧାର ଆସିବ। ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ଲକ୍ଷ୍ୟ ପୂରା କରିବାକୁ କଠିନ ପରିଶ୍ରମ କରିବେ। ଭୁଲ୍‌ ସୁଧାରିବାକୁ ମଉକା ଖୋଜିବେ। ଉଚିତ ନିବେଶ କରିବାରେ ସକ୍ଷମ ହେବେ। ଅଫିସ୍‌ କାର୍ଯ୍ୟ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସମସ୍ୟାରେ ପଡ଼ିପାରନ୍ତି। ଅଫିସରେ ସମସ୍ତଙ୍କ ସହ ସମାନ ଆଚରଣ ଦେଖାନ୍ତୁ। ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ଅଫିସରେ କାର୍ଯ୍ୟ କରିପାରନ୍ତି। ଆର୍ଥିକ ବସ୍ଥା କମ୍‌ଜୋର ରହିବ। ପ୍ରେମ ବ୍ୟାପାରରେ ଅଧିକ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁନି।

ମୀନ: ଜମିଜମା ମାମଲାରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ବଢ଼ିଯିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

https://www.thesakala.in/horoscope/tuesday-horoscope-08-08-2023/article-24238
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp