ଶନିବାର ରାଶିଫଳ ( ୧୫ – ୦୭ – ୨୦୨୩ )

The Sakala Picture
Published On

ମେଷ: ମନ ବିଚଳିତ ହୋଇପାରେ। ପରିବାର ଲୋକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ଅଧିକ ବଢ଼ିବ। ଆତ୍ମବିଶ୍ବାସ ହରାନ୍ତୁନି। କଥାହେବା ସମୟରେ ସଂଯମତା ରଖା ରଖନ୍ତୁ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନଦେବେ। ବୃଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହଯୋଗରେ ଆୟରେ ବୃଦ୍ଧି ଘଟିବ। କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। ବିବାଦରୁ ଦୂରେଇ ରୁହନ୍ତୁ। ମିଥୁନ: କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାର ସହଯୋଗ […]

ମେଷ: ମନ ବିଚଳିତ ହୋଇପାରେ। ପରିବାର ଲୋକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ଅଧିକ ବଢ଼ିବ। ଆତ୍ମବିଶ୍ବାସ ହରାନ୍ତୁନି। କଥାହେବା ସମୟରେ ସଂଯମତା ରଖା ରଖନ୍ତୁ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନଦେବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ବୃଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହଯୋଗରେ ଆୟରେ ବୃଦ୍ଧି ଘଟିବ। କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। ବିବାଦରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାର ସହଯୋଗ ରହିବ। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ପୂଜାର୍ଚ୍ଚନା କରନ୍ତୁ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

କର୍କଟ: ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ମାନସିକ ଶାନ୍ତି ମିଳିବ। ଚାକିରି କ୍ଷେତ୍ରରେ ମତଭେଦ ଦେଖାଦେଇପାରେ।

ସିଂହ: ଯାନବାହନ କ୍ରୟ କରିପାରନ୍ତି। ପରିବାର ଲୋକଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

କନ୍ୟା: ପରିବାରରେ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ମନ ନିରାଶ ଏବଂ ଅସନ୍ତୋଷ ରହିବ। ବ୍ୟବସାୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ହଠାତ୍‌ କୌଣସି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ଶୈକ୍ଷିକ ଏବଂ ବୌଦ୍ଧିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ରହିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଧନୁ: ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ। ଆୟରେ ବୃଦ୍ଧି ଘଟିବ। ମାନସମ୍ମାନ ପ୍ରାପ୍ତି ହେବ। ଅଫିସ୍‌ କାର୍ଯ୍ୟରେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଅନ୍ୟମାନଙ୍କ ଉପରେ ଆଦୌ ରାଗନ୍ତୁନି। ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ହଠାତ୍‌ ଖୁସି ଖବର ପାଇପାରନ୍ତି। ଦୂରଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥା ଖର୍ଚ୍ଚ ବଢ଼ିବ।

କୁମ୍ଭ: ହଠାତ୍‌ କୌଣସି କଥାକୁ ନେଇ ନିରାଶ ରହିବେ। ଧନଯୋଗ ରହିଛି। ଆୟରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି। ପ୍ରେମ ବ୍ୟାପାରରେ ସଫଳ ହେବେ।

ମୀନ: ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବିଦ୍ୟାର୍ଥୀ ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

15 Jul 2023 By The Sakala

ଶନିବାର ରାଶିଫଳ ( ୧୫ – ୦୭ – ୨୦୨୩ )

ମେଷ: ମନ ବିଚଳିତ ହୋଇପାରେ। ପରିବାର ଲୋକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ଅଧିକ ବଢ଼ିବ। ଆତ୍ମବିଶ୍ବାସ ହରାନ୍ତୁନି। କଥାହେବା ସମୟରେ ସଂଯମତା ରଖା ରଖନ୍ତୁ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନଦେବେ।

ବୃଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହଯୋଗରେ ଆୟରେ ବୃଦ୍ଧି ଘଟିବ। କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ: କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାର ସହଯୋଗ ରହିବ। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ପୂଜାର୍ଚ୍ଚନା କରନ୍ତୁ।

କର୍କଟ: ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ମାନସିକ ଶାନ୍ତି ମିଳିବ। ଚାକିରି କ୍ଷେତ୍ରରେ ମତଭେଦ ଦେଖାଦେଇପାରେ।

ସିଂହ: ଯାନବାହନ କ୍ରୟ କରିପାରନ୍ତି। ପରିବାର ଲୋକଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

କନ୍ୟା: ପରିବାରରେ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ମନ ନିରାଶ ଏବଂ ଅସନ୍ତୋଷ ରହିବ। ବ୍ୟବସାୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ହଠାତ୍‌ କୌଣସି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

ବିଛା: ଆତ୍ମବିଶ୍ବାସ ଭରପୂର ରହିବ। ଶୈକ୍ଷିକ ଏବଂ ବୌଦ୍ଧିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ରହିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ଧନୁ: ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ। ଆୟରେ ବୃଦ୍ଧି ଘଟିବ। ମାନସମ୍ମାନ ପ୍ରାପ୍ତି ହେବ। ଅଫିସ୍‌ କାର୍ଯ୍ୟରେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଅନ୍ୟମାନଙ୍କ ଉପରେ ଆଦୌ ରାଗନ୍ତୁନି। ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ହଠାତ୍‌ ଖୁସି ଖବର ପାଇପାରନ୍ତି। ଦୂରଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥା ଖର୍ଚ୍ଚ ବଢ଼ିବ।

କୁମ୍ଭ: ହଠାତ୍‌ କୌଣସି କଥାକୁ ନେଇ ନିରାଶ ରହିବେ। ଧନଯୋଗ ରହିଛି। ଆୟରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି। ପ୍ରେମ ବ୍ୟାପାରରେ ସଫଳ ହେବେ।

ମୀନ: ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବିଦ୍ୟାର୍ଥୀ ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp