ଶୁକ୍ରବାର ରାଶିଫଳ ( ୭-୦୪- ୨୦୨୩ )
ମେଷ: ପ୍ରିୟଜନଙ୍କ ପାଇଁ ଅନେକ କିଛି କରିବାର ସ୍ବପ୍ନ ପୂରଣ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସକାରାତ୍ମକ ଫଳାଫଳ ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ। ବୃଷ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ଅନ୍ୟ କଥାରେ ପଡ଼ି କାର୍ଯ୍ୟ ନ କରି ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ। ଜୀବନସାଥୀଙ୍କର ସହଯୋଗ ପାଇବେ। ମିଥୁନ: କୌଣସି ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ। ନୂତନ ବ୍ୟବସାୟ ପାଇଁ ମନବଳାଇବେ। ମହିଳାମାନଙ୍କ ପାଇଁ […]
ମେଷ: ପ୍ରିୟଜନଙ୍କ ପାଇଁ ଅନେକ କିଛି କରିବାର ସ୍ବପ୍ନ ପୂରଣ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସକାରାତ୍ମକ ଫଳାଫଳ ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ।
ବୃଷ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ଅନ୍ୟ କଥାରେ ପଡ଼ି କାର୍ଯ୍ୟ ନ କରି ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ। ଜୀବନସାଥୀଙ୍କର ସହଯୋଗ ପାଇବେ।
ମିଥୁନ: କୌଣସି ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ। ନୂତନ ବ୍ୟବସାୟ ପାଇଁ ମନବଳାଇବେ। ମହିଳାମାନଙ୍କ ପାଇଁ ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
କର୍କଟ: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଫଳରେ ପରିବାରକୁ ଅବହେଳା କରିପାରନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମହତ୍ତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହେବ। କର୍ମକ୍ଷେତ୍ରରେ ଉତ୍ତମ ସଫଳତାର ଅଧିକାରୀ ହେବେ।
ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେବେ। ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ। ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବ।
କନ୍ୟା: ଭବିଷ୍ୟତ ପାଇଁ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପୁରୁଣା ସମ୍ପର୍କରେ ଘନିଷ୍ଠତା ବଢ଼ିବ। ମନରେ ସକାରାତ୍ମକ ଚିନ୍ତାଧାରା ଆସିବ। ନୂତନ ନିଯୁକ୍ତି ସୁଯୋଗ ରହିଛି।
ତୁଳା: ଏକ ବିଶେଷ କାର୍ଯ୍ୟରେ ନିୟୋଜିତ ରହିବେ। ଦୀର୍ଘଦିନର ସ୍ବପ୍ନ ପୂରଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। ବିଦ୍ୟାର୍ଥୀଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ବିଛା: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କର୍ମକ୍ଷେତ୍ରରେ ଭଲ ଫଳାଫଳ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ସଫଳତା ପାଇବେ। । ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ଧନୁ: କୋର୍ଟକଚେରୀ ମାମଲାରେ ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପରିବାରବର୍ଗଙ୍କ ସ୍ବପ୍ନ ସାକାରା ପାଇଁ କଠିନ ପରିଶ୍ରମ କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମକର: ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ସାମିଲ ହେେବ। ଅତ୍ୟଧିକ ଆୟ ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବାକୁ ଲାଗିବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଅଧିକ ମାନସିକ ଚାପରେ ରହିପାରନ୍ତି। ସାବଧାନତାର ସହ କାର୍ଯ୍ୟ କରନ୍ତୁ।
ମୀନ: ପୂର୍ବରୁ କରିଥିବା ପରିଶ୍ରମରୁ ଫଳ ପାଇବେ। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ ଭଲ ମୁହୂର୍ତ୍ତ ବିତାଇବାର ସୁଯୋଗ ପାଇବେ।