ଶନିବାର ରାଶିଫଳ ( ୧୧ – ୦୨ – ୨୦୨୩ )
ମେଷ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ବୃଷ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। ସମ୍ପର୍କୀୟମାନଙ୍କ ସହ ମତଭେଦ ଦେଖାଦେଇପାରେ। ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। କର୍ମସ୍ଥଳୀରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। […]
ମେଷ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ।
ବୃଷ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। ସମ୍ପର୍କୀୟମାନଙ୍କ ସହ ମତଭେଦ ଦେଖାଦେଇପାରେ। ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। କର୍ମସ୍ଥଳୀରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାରକୁ ଅଣଦେଖା କରନ୍ତୁ ନାହିଁ। ବନ୍ଧୁଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
କର୍କଟ: କୌଣସି ପଦକ୍ଷେପ ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କଳା କ୍ଷେତ୍ରର ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ।
ସିଂହ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ। ସମାରୋହରେ ଯୋଗ ଦେଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
କନ୍ୟା: ଅଯଥା କଥା ଚିନ୍ତାକରି ଅବସାଦରେ ରହିପାରନ୍ତି। ପାରିବାରିକ ମାମଲା ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ମନ୍ଥର ଗତିରେ ପୂରା ହେବ।
ତୁଳା: ମହିଳାମାନଙ୍କର ସ୍ବପ୍ନ ସାକାର ହେବ। ପାରିବାରିକ ବୁଝାମଣା ଉତ୍ତମ ରହିବ। ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଆୟ ଦ୍ବିଗୁଣିତ ରହିବ।
ବିଛା: ଉଚ୍ଚ ଚିନ୍ତା ରଖି କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଉତ୍ସାହଜନକ ପରିସ୍ଥିତି ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ଧନୁ: ଅବସାଦ ମୁକ୍ତ ରହିବେ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ଶୁଭ ଖବର ପାଇବେ। ବିଭିନ୍ନ କାମରେ ନିଜ ଲୋକଙ୍ ଠାରୁ ସାହାଯ୍ୟ ପାଇବେ।
ମକର: ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ମହିଳାମାନେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ଉପରିସ୍ଥ ଅଧିକାରୀଙ୍କ ସହ ପରିଚୟ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
କୁମ୍ଭ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ପରିବାର ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।
ମୀନ: ଅଯଥା ଝାମିଲା ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରିବ। ସାଙ୍ଗସାଥୀଙ୍କ ସାହାଯ୍ୟରେ ସମସ୍ୟାରୁ ମୁକ୍ତି ପାଇବେ। ଜୀବନ ସାଥୀଠାରୁ ସର୍ବୋତ୍ତମ ପରାମର୍ଶ ପାଇବେ।