ଶନିବାର ରାଶିଫଳ ( ୧୦- ୧୨ – ୨୦୨୨ )
ମେଷ: ଧ୍ୟାନର ସହିତ କାର୍ଯ୍ୟ ଆରମ୍ଭ କରନ୍ତୁ। ମନରେ ଆତୁର ଭାବ ସୃଷ୍ଟି ହୋଇପାରେ। ବିବାଦରେ ପଡ଼ିପାରନ୍ତି। କୌଣସି ନିକଟ ବନ୍ଧୁପରିଜନଙ୍କଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି। ବୃଷ: ମହିଳାମାନେ ଧର୍ମପରାୟଣ ହେବେ। ସ୍ବାଧୀନଚେତା ହୋଇ ସମସ୍ତ କାର୍ଯ୍ୟ ପୂରଣ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ । ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ମିଥୁନ: ବ୍ୟକ୍ତିଗତ ସମସ୍ୟା ମାନସିକ ଶାନ୍ତିକୁ ଭଙ୍ଗ କରିପାରେ । ଜମିଜମା କାମରେ ନିବେଶ […]
ମେଷ: ଧ୍ୟାନର ସହିତ କାର୍ଯ୍ୟ ଆରମ୍ଭ କରନ୍ତୁ। ମନରେ ଆତୁର ଭାବ ସୃଷ୍ଟି ହୋଇପାରେ। ବିବାଦରେ ପଡ଼ିପାରନ୍ତି। କୌଣସି ନିକଟ ବନ୍ଧୁପରିଜନଙ୍କଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି।
ବୃଷ: ମହିଳାମାନେ ଧର୍ମପରାୟଣ ହେବେ। ସ୍ବାଧୀନଚେତା ହୋଇ ସମସ୍ତ କାର୍ଯ୍ୟ ପୂରଣ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ । ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ।
ମିଥୁନ: ବ୍ୟକ୍ତିଗତ ସମସ୍ୟା ମାନସିକ ଶାନ୍ତିକୁ ଭଙ୍ଗ କରିପାରେ । ଜମିଜମା କାମରେ ନିବେଶ କରିବା ଲାଭଦାୟକ ରହିବ। ପରିବାର ସହ ନିକଟତମ ସ୍ଥାନକୁ ବୁଲାବୁଲା କରିବାକୁ ଯାଇପାରନ୍ତି।
କର୍କଟ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇପଡ଼ିବେ। ଜୀବନସାଥୀଙ୍କ ସହଯୋଗ ପାଇ କାର୍ଯ୍ୟରେ ସଫଳ ହେବେ। ଉପୁଜିଥିବା ଦ୍ବନ୍ଦ୍ବକୁ ସମାପ୍ତ କରିବେ। ନୂତନ ନିଯୁକ୍ତିର ଯୋଗ ରହିଛି।
ସିଂହ: କର୍ମଜୀବୀମାନଙ୍କ ପାଇଁ ସଫଳତାର ନୂତନ ପଥ ଉନ୍ମୋଚନ ହେବ। ସ୍ବାସ୍ଥ୍ୟ ପ୍ରତି ବିଶେଷଭାବେ ଧ୍ୟାନ ରଖନ୍ତୁ। ପାରିବାରିକ ବିବାଦ ଚିନ୍ତାର କାରଣ ପାଲଟିପାରେ।
କନ୍ୟା: ଆତ୍ମବିଶ୍ବାସର ଅଭାବ ଦେଖାଦେଇପାରେ । ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶୀକାର ହେବେ। ଅନେକ ପ୍ରକାର ବାଧାବିଘ୍ନ ସତ୍ତ୍ବେ ଆଗକୁ ବଢ଼ିବେ। ମହିଳାମାନେ ଶାରୀରିକ ପୀଡ଼ା ପାଇପାରନ୍ତି।
ତୁଳା: ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ପାରିବାରିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହଯୋଗ ପାଇବେ।
ବିଛା: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ମହିଳାମାନଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ।
ଧନୁ: ପ୍ରିୟଜନଙ୍କ ପାଇଁ ବ୍ୟଥିତ ହେବେ। ସାଙ୍ଗସାଥୀଙ୍କ ସହଯୋଗରେ କାର୍ଯ୍ୟକୁ ସୁଚାରରୂପରେ ସମାପନ କରିବେ। ସନ୍ତାନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ନୂତନ ନିବେଶ କରି ଲାଭବାନ ହେବେ।
ମକର: କୋର୍ଟ-କଚେରି ମାମଲାରେ ପଡ଼ିଯାଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବ।
କୁମ୍ଭ: କୌଣସି ସମସ୍ୟାର ସାମ୍ନା କରିପାରନ୍ତି। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା ଯୋଗ ରହିଛି। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପରିବାରିକ ସମସ୍ୟା ଉପୁଜିପାରେ।
ମୀନ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେବ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ିବେ।