ଶନିବାର ରାଶିଫଳ ( ୨୬ – ୧୧ – ୨୦୨୨ )

The Sakala Picture
Published On

ମେଷ: ପରିବାର ସଦସ୍ୟମାନଙ୍କର ସହଯୋଗ ପାଇବେ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇପାରିବେ । ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୁର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରିବେ। ବୃଷ: ବନ୍ଧୁଙ୍କ ସହଯୋଗରେ ସମସ୍ୟାର ସମାଧାନ ବାଟ ପାଇବେ। ବିପଦପୂର୍ଣ୍ଣ ଓ ଦୁଃସାହସିକ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ। ଭାଇଭଉଣୀଙ୍କ ସହଯୋଗରେ ପାରିବାରିକ ଜୀବନରେ ସନ୍ତୁଳନ ରହିବ । ମିୁଥୁନ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା […]

ମେଷ: ପରିବାର ସଦସ୍ୟମାନଙ୍କର ସହଯୋଗ ପାଇବେ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇପାରିବେ । ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୁର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: ବନ୍ଧୁଙ୍କ ସହଯୋଗରେ ସମସ୍ୟାର ସମାଧାନ ବାଟ ପାଇବେ। ବିପଦପୂର୍ଣ୍ଣ ଓ ଦୁଃସାହସିକ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ। ଭାଇଭଉଣୀଙ୍କ ସହଯୋଗରେ ପାରିବାରିକ ଜୀବନରେ ସନ୍ତୁଳନ ରହିବ ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ମିୁଥୁନ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା ରହିଛି । କଳା କ୍ଷେତ୍ରରେ ଜଡ଼ିତ ଲୋକମାନଙ୍କୁ ଏକ ନୂତନ ନିଯୁକ୍ତିର ସୁଯୋଗ ମିଳିପାରେ ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

କର୍କଟ: କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବେ । ସ୍ଥିର କଥାବାର୍ତ୍ତା ଓ ସରଳ ସ୍ବଭାବ ପାଇଁ ହୃଦୟ ଜିତିପାରିବେ । ବୈବାହିକ ଜୀବନରେ ଶୁଭ ଫଳାଫଳ ପାଇପାରିବେ। ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ।

ସିଂହ: କୌଣସି ପରିସ୍ଥିତିରେ ପଡ଼ି ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟର ବିଶେଷ ଭାବରେ ଯତ୍ନ ନିଅନ୍ତୁ। ନୂତନ ନିବେଶରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ପାଇବେ।

କନ୍ୟା: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ। କୌଣସି ପଦକ୍ଷେପ ନେବା ପୂର୍ବରୁ ତଥ୍ୟଗୁଡ଼ିକ ଭଲ ଭାବରେ ଯାଞ୍ଚ୍‌ କରି ନିଅନ୍ତୁ।

ତୁଳା: କର୍ମକ୍ଷେତ୍ରରେ ଶୁଭ ଫଳାଫଳ ପାଇବେ। ସହକର୍ମୀଙ୍କଠାରୁ ସମସ୍ତ ପ୍ରକାର ସହଯୋଗ ପାଇବେ। ବ୍ୟବସାୟିକ କାର୍ଯ୍ୟରେ ବିଦେଶ ଯାତ୍ରା ଯୋଗ ରହିଛି। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାେର ।

ବିଛା: ଦାନଧର୍ମ କରି ଆତ୍ମସନ୍ତୋଷ ପାଇବେ। ବରିଷ୍ଠ ଉଚ୍ଚାଧିକାରୀଙ୍କ ସହ ଭେଟ ହୋଇପାରେ। ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିବେ। ଛାତ୍ରଛାତ୍ରୀମାନେ ପରିଶ୍ରମୀ ହେବେ।

ଧନୁ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ସାମାଜିକ ଗଣମାଧ୍ୟମରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ଉପଯୋଗ କରିବେ।

ମକର: କଠୋର ପରିଶ୍ରମର ଫଳ ପାଇବେ। ଜୀବନସାଥୀଙ୍କ ସହ ନିବିଡ଼ ସମୟ ଅତିବାହିତ କରିବେ। ପୁରୁଣା କଥା ଭାବି ମନ ଆନନ୍ଦିତ ହେବ। ନୂତନ ନିବେଶ କରି ଲାଭାନ୍ବିତ ହେବେ।

କୁମ୍ଭ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ନିବେଶ ପାଇଁ ନୂତନ ଅବସର ମିଳିପାରେ। ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିନିଅନ୍ତୁ। ଭାଇ ଭଉଣୀଙ୍କ ପାଇଁ ଚିନ୍ତିତ ରହିପାରନ୍ତି।

ମୀନ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହୋଇପାରେ। ପ୍ରିୟଜନଙ୍କ ପାଇଁ କଷ୍ଟପାଇପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

26 Nov 2022 By The Sakala

https://www.thesakala.in/horoscope/26th-nov-2022-saturday-rasiphala/article-16855
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp