ଶୁକ୍ରବାର ରାଶିଫଳ ( ୨୩ – ୦୯ – ୨୦୨୨ )

The Sakala Picture
Published On

ମେଷ: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍‌ ହୋଇପଡ଼ିବେ। ଦାମ୍ପତ୍ୟ ଜୀବନରେ କଳହ ଉପୁଜିପାରେ । ବୃଷ: ଦିନିଟି ହର୍ଷୋଲ୍ଲାସରେ କଟିବ। ବନ୍ଧୁବାନ୍ଧବଙ୍କଠାରୁ ଖୁସିଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ ସଠିକ୍‌ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ସ୍ବାଧୀନମନା ହେବେ। ମିଥୁନ: ଅକସ୍ମାତ୍‌ କୌଣସି ଖବର ପାଇଁ ଉତ୍ସାହିତ ରହିବେ। ନୂତନ ନିବେଶ ଲାଭଦାୟକ ପ୍ରମାଣିତ ହେବ । ସନ୍ତାନସନ୍ତତି କିମ୍ବା ପ୍ରିୟଜନଙ୍କ […]

ମେଷ: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍‌ ହୋଇପଡ଼ିବେ। ଦାମ୍ପତ୍ୟ ଜୀବନରେ କଳହ ଉପୁଜିପାରେ ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ବୃଷ: ଦିନିଟି ହର୍ଷୋଲ୍ଲାସରେ କଟିବ। ବନ୍ଧୁବାନ୍ଧବଙ୍କଠାରୁ ଖୁସିଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ ସଠିକ୍‌ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ସ୍ବାଧୀନମନା ହେବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମିଥୁନ: ଅକସ୍ମାତ୍‌ କୌଣସି ଖବର ପାଇଁ ଉତ୍ସାହିତ ରହିବେ। ନୂତନ ନିବେଶ ଲାଭଦାୟକ ପ୍ରମାଣିତ ହେବ । ସନ୍ତାନସନ୍ତତି କିମ୍ବା ପ୍ରିୟଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

କର୍କଟ: ସାଙ୍ଗସାଥୀଙ୍କ ସହ ମନୋରଞ୍ଜ କରି ଦିନଟି କଟିବ। ସମସ୍ତଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ରଖି କଷ୍ଟ ପାଇପାରନ୍ତି। ପରିବାରବର୍ଗଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ।

ସିଂହ:କିଛି ଅବାଞ୍ଛିତ ସମସ୍ୟା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମହିଳାମାନେ ଅତି ଯତ୍ନର ସହ କାର୍ଯ୍ୟ କରିବେ।

କନ୍ୟା: କୌଣସି ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ମନ ଚିନ୍ତିତ ହେବ । ଅବସାଦ ଦେଖାଦେଇପାରେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରୁ ଦୂରେଇ ରୁହନ୍ତୁ।

ତୁଳା: ଅନ୍ୟ ଉପରେ ଅଧିକ ଭରସା କରି କଷ୍ଟ ପାଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ। ପାରିବାରିକ ଜୀବନ ଭଲ ରହିବ।

ବିଛା: ନିଜ ଜୀବନରେ ଆସିଥିବା ପରିବର୍ତ୍ତନ ପାଇଁ ଚିନ୍ତିତ ରହିବେ। ସହକର୍ମୀଙ୍କ ସହଯୋଗ ଓ ଉପଦେଶ ପାଇବେ। ମହିଳାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। କଳାକ୍ଷେତ୍ରରେ ରୁଚି ବଢ଼ିବ।

ଧନୁ: ଦିନଟି ହତାଶମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ମୀନ: ଦିନଟିରେ ସୁଖସମୃଦ୍ଧି ପ୍ରାପ୍ତି ହେବ। ଅନ୍ୟର ସହଯୋଗରେ କାର୍ଯ୍ୟ ପୂରଣ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

23 Sep 2022 By The Sakala

ଶୁକ୍ରବାର ରାଶିଫଳ ( ୨୩ – ୦୯ – ୨୦୨୨ )

ମେଷ: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍‌ ହୋଇପଡ଼ିବେ। ଦାମ୍ପତ୍ୟ ଜୀବନରେ କଳହ ଉପୁଜିପାରେ ।

ବୃଷ: ଦିନିଟି ହର୍ଷୋଲ୍ଲାସରେ କଟିବ। ବନ୍ଧୁବାନ୍ଧବଙ୍କଠାରୁ ଖୁସିଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ ସଠିକ୍‌ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ସ୍ବାଧୀନମନା ହେବେ।

ମିଥୁନ: ଅକସ୍ମାତ୍‌ କୌଣସି ଖବର ପାଇଁ ଉତ୍ସାହିତ ରହିବେ। ନୂତନ ନିବେଶ ଲାଭଦାୟକ ପ୍ରମାଣିତ ହେବ । ସନ୍ତାନସନ୍ତତି କିମ୍ବା ପ୍ରିୟଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି।

କର୍କଟ: ସାଙ୍ଗସାଥୀଙ୍କ ସହ ମନୋରଞ୍ଜ କରି ଦିନଟି କଟିବ। ସମସ୍ତଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ରଖି କଷ୍ଟ ପାଇପାରନ୍ତି। ପରିବାରବର୍ଗଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ।

ସିଂହ:କିଛି ଅବାଞ୍ଛିତ ସମସ୍ୟା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମହିଳାମାନେ ଅତି ଯତ୍ନର ସହ କାର୍ଯ୍ୟ କରିବେ।

କନ୍ୟା: କୌଣସି ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ମନ ଚିନ୍ତିତ ହେବ । ଅବସାଦ ଦେଖାଦେଇପାରେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରୁ ଦୂରେଇ ରୁହନ୍ତୁ।

ତୁଳା: ଅନ୍ୟ ଉପରେ ଅଧିକ ଭରସା କରି କଷ୍ଟ ପାଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ। ପାରିବାରିକ ଜୀବନ ଭଲ ରହିବ।

ବିଛା: ନିଜ ଜୀବନରେ ଆସିଥିବା ପରିବର୍ତ୍ତନ ପାଇଁ ଚିନ୍ତିତ ରହିବେ। ସହକର୍ମୀଙ୍କ ସହଯୋଗ ଓ ଉପଦେଶ ପାଇବେ। ମହିଳାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। କଳାକ୍ଷେତ୍ରରେ ରୁଚି ବଢ଼ିବ।

ଧନୁ: ଦିନଟି ହତାଶମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ମୀନ: ଦିନଟିରେ ସୁଖସମୃଦ୍ଧି ପ୍ରାପ୍ତି ହେବ। ଅନ୍ୟର ସହଯୋଗରେ କାର୍ଯ୍ୟ ପୂରଣ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

https://www.thesakala.in/horoscope/23-sept-2022-friday-rasiphala/article-15186
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp