ବୁଧବାର ରାଶିଫଳ ( ୨୪ – ୦୮ – ୨୦୨୨ )
ମେଷ: ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। କୋର୍ଟକଚେରୀ ମାମଲାର ରାୟ ଆପଣଙ୍କ ପକ୍ଷରେ ରହିବ। ବୃଷ: ବୈବାହିକ ଜୀବନରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ । ଅଧିକାରୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। କୌଣସି ପୁରଣା ବିବାଦର ସମାଧାନ ହୋଇପାରେ। ମିଥୁନ: ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ଅଧିକ ଦାୟିତ୍ବଭାର ତୁଲାଇ ଅସୁସ୍ଥ ମନେ କରିବେ। ମୂଲ୍ୟବାନ ବସ୍ତୁ କ୍ରୟ କରି ପାରନ୍ତି। ଦୂରସ୍ଥାନକୁ ଭମ୍ରଣ […]
ମେଷ: ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। କୋର୍ଟକଚେରୀ ମାମଲାର ରାୟ ଆପଣଙ୍କ ପକ୍ଷରେ ରହିବ।
ବୃଷ: ବୈବାହିକ ଜୀବନରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ । ଅଧିକାରୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। କୌଣସି ପୁରଣା ବିବାଦର ସମାଧାନ ହୋଇପାରେ।
ମିଥୁନ: ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ଅଧିକ ଦାୟିତ୍ବଭାର ତୁଲାଇ ଅସୁସ୍ଥ ମନେ କରିବେ। ମୂଲ୍ୟବାନ ବସ୍ତୁ କ୍ରୟ କରି ପାରନ୍ତି। ଦୂରସ୍ଥାନକୁ ଭମ୍ରଣ ଯୋଗ ରହିଛି।
କର୍କଟ: ହସଖୁସିରେ ଦିନଟି ଅତିବାହିତ ହେବ। ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ।
ସିଂହ: କିଛି ପୁରଣା କଥାକୁ ନେଇ ମାନସିକ ଅବସାଦରେ ରହିବେ। ଅକସ୍ମାତ୍ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। କୌଣସି ଐତିହାସିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।
କନ୍ୟା: ପୁରଣା ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ଅନ୍ୟର କଥା ଶୁଣି ନିଷ୍ପତ୍ତି ନେବାରୁ ଦୂରେଇ ରହନ୍ତୁ। ଜୀବନସାଥୀଙ୍କ ସହ ନିକଟତମ ସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି।
ବିଛା: ପ୍ରିୟପରିଜନଙ୍କ ଠାରୁ ସମସ୍ତ ସହଯୋଗ ପାଇବେ। କର୍ମକ୍ଷେତ୍ର ସମ୍ବନ୍ଧୀୟ ଦୂରଯାତ୍ରା କରିପାରନ୍ତି। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିପାରେ। ସାଙ୍ଗସାଥୀଙ୍କ ସହ ଖୁସିରେ ସମୟ କଟିବ।
ଧନୁ: ଦେହ ଓ ମନ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ଘଟିପାରେ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ ।
ମକର: କର୍ତ୍ତବ୍ୟନିଷ୍ଠର ପ୍ରମାଣ ଦେବାକୁ ଯାଇ ସମାଜ ସେବାରେ ନିୟୋଜିତ ରହିପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖସମ୍ମାନ ଲାଭ କରିବେ ।
କୁମ୍ଭ: ସେବା ପୂଜା ପ୍ରତି ମନ ବଳାଇବେ । ଆଶା ମୁତାବକ ଫଳ ପାଇବେ ନାହିଁ। ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଅତ୍ୟଧିକ ପରିଶ୍ରମୀ ହୋଇପାରନ୍ତି।
ମୀନ: କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ବଢ଼ାଇବାର ସୁଯୋଗ ପାଇପାରନ୍ତି।। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।