ସୋମବାର ରାଶିଫଳ ( ୦୭ – ୦୮ – ୨୦୨୩ )

The Sakala Picture
Published On

ମେଷ: ନୂତନ ସମ୍ପର୍କ ସ୍ଥାପନା ପୂର୍ବରୁ ବ୍ୟକ୍ତିଙ୍କୁ ଭଲଭାବେ ଜାଣନ୍ତୁ । ବ୍ୟବସାୟିକ କାଗଜପତ୍ରକୁ ସମ୍ଭାଳି ରଖିବା ଭଲ। ଦାମ୍ପତ୍ୟ ସମ୍ପର୍କ ମଜଭୁତ ରହିବ। ଡେଲି ରୁଟିନ୍‌ରେ ଶାରୀରିକ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ। ବୃଷ: ବ୍ୟବସାୟରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଅତିଥି ଚର୍ଚ୍ଚାରେ ସମୟ ବିତିବ। ପିଲାମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଆୟ ଅନୁସାରେ ବ୍ୟୟ ବଢ଼ିବ। ମିଥୁନ: ପିଲାମାନଙ୍କ ସହିତ ଦିନଟି ଭଲରେ କଟିବ। ରାଜନୈତିକ କାର୍ଯ୍ୟକ୍ରମରୁ […]

ମେଷ: ନୂତନ ସମ୍ପର୍କ ସ୍ଥାପନା ପୂର୍ବରୁ ବ୍ୟକ୍ତିଙ୍କୁ ଭଲଭାବେ ଜାଣନ୍ତୁ । ବ୍ୟବସାୟିକ କାଗଜପତ୍ରକୁ ସମ୍ଭାଳି ରଖିବା ଭଲ। ଦାମ୍ପତ୍ୟ ସମ୍ପର୍କ ମଜଭୁତ ରହିବ। ଡେଲି ରୁଟିନ୍‌ରେ ଶାରୀରିକ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: ବ୍ୟବସାୟରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଅତିଥି ଚର୍ଚ୍ଚାରେ ସମୟ ବିତିବ। ପିଲାମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଆୟ ଅନୁସାରେ ବ୍ୟୟ ବଢ଼ିବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମିଥୁନ: ପିଲାମାନଙ୍କ ସହିତ ଦିନଟି ଭଲରେ କଟିବ। ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରୁହନ୍ତୁ। କାମ ଚାପରେ ରହିବେ। ଶାରୀରିକ ଏବଂ ମାନସିକ ଥକ୍କା ଅନୁଭବ କରିବେ। ନିଜ ପାଇଁ ସମୟ କାଢ଼ନ୍ତୁ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

କର୍କଟ: ବନ୍ଧୁ ସାକ୍ଷାତ ଯୋଗ ରହିଛି । ପଡ଼ି ରହିଥିବା କାର୍ଯ୍ୟରୁ ସଫଳତା ମିଳିବ। ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ସହଯୋଗ କରିବେ। ବ୍ୟବସାୟ ନିଷ୍ପତ୍ତିକୁ ନିଜେ ନିଅନ୍ତୁ। ଛୋଟ ଛୋଟ କଥାରେ ଚିଡ଼ନ୍ତୁନି।

ସିଂହ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାଇବେ। ଜମି କିଣା-ବିକା ଯୋଗ ରହିଛି। ଅନ୍ୟ କାହା ଉପରେ ଭରସା କରନ୍ତୁନି। ପରିବାରର ସହଯୋଗ ରହିବ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

କନ୍ୟା: ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାର ସହିତ ସମୟ ବିତାଇବେ। ମୁଣ୍ଡବିନ୍ଧା ଏବଂ ଆଣ୍ଠୁଜନିତ ସମସ୍ୟା ରହିବ।

ତୁଳା: ଦିନଟି ବେଶ୍‌ ସୁଖମୟ ହେବ। ଯେକୌଣସି ପରିସ୍ଥିତିକୁ ସୁଧାରି ନେବେ। ବାଣିଜ୍ୟ ବେପାରରେ ଉନ୍ନତି ଘଟିବ। କଳହ ଯୋଗ ରହିଛି। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ।

ବିଛା: ଲୋକପ୍ରିୟତା ବଢ଼ିବ। ପାରିବାରିକ ସମସ୍ୟାକୁ ନେଇ ଆଦୌ ବିଚଳିତ ହୁଅନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିବେ। ପାରିବାରିକ ସୁଖ ଶାନ୍ତି ବଜାୟ ରହିବ। କାମ ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ଦୀର୍ଘ ଦିନରୁ ପଡ଼ି ରହିଥିବା କାମ ପୂରଣ ହେବ। ସନ୍ତାନଙ୍କ ଉନ୍ନତିରେ ପ୍ରଶଂସିତ ହେବେ। ବୟସ୍କ ଲୋକଙ୍କ ଦେଖାଶୁଣା କରନ୍ତୁ। ଚିନ୍ତା ଓ ଚିଡ଼ିଚିଡ଼ାପଣ ରହିବ। ନିଦ୍ରାହୀନତା ସମସ୍ୟା ରହିବ।

ମକର: ଅତିଥି ସତ୍କାରରେ ଦିନ ବିତିବ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। ଅଯଥା ଖର୍ଚ୍ଚ କରନ୍ତୁନି। ମନୋବଳ ଦୃଢ଼ କରି କାମ କରନ୍ତୁ। ବ୍ୟବସାୟରେ ବନ୍ଧୁ ସହଯୋଗ କରିବେ।

କୁମ୍ଭ: ଜରୁରି କାମ ପାଇଁ ଯୋଜନା ବନାନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ଝାମେଲା ହେବ। ନୂତନ କାମ କରିବା ପୂର୍ବରୁ ପୂଜାର୍ଚ୍ଚନା କରନ୍ତୁ। ଆରାମ କରିବା ସ୍ବାସ୍ଥ୍ୟପକ୍ଷେ ଫଳପ୍ରଦ। ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବ୍ୟବସାୟ କରୁଥିଲେ ଧ୍ୟାନ ଦିଅନ୍ତୁ।

07 Aug 2023 By The Sakala

ସୋମବାର ରାଶିଫଳ ( ୦୭ – ୦୮ – ୨୦୨୩ )

ମେଷ: ନୂତନ ସମ୍ପର୍କ ସ୍ଥାପନା ପୂର୍ବରୁ ବ୍ୟକ୍ତିଙ୍କୁ ଭଲଭାବେ ଜାଣନ୍ତୁ । ବ୍ୟବସାୟିକ କାଗଜପତ୍ରକୁ ସମ୍ଭାଳି ରଖିବା ଭଲ। ଦାମ୍ପତ୍ୟ ସମ୍ପର୍କ ମଜଭୁତ ରହିବ। ଡେଲି ରୁଟିନ୍‌ରେ ଶାରୀରିକ ବ୍ୟାୟାମ ଓ ଯୋଗ ସାମିଲ କରନ୍ତୁ।

ବୃଷ: ବ୍ୟବସାୟରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଅତିଥି ଚର୍ଚ୍ଚାରେ ସମୟ ବିତିବ। ପିଲାମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଆୟ ଅନୁସାରେ ବ୍ୟୟ ବଢ଼ିବ।

ମିଥୁନ: ପିଲାମାନଙ୍କ ସହିତ ଦିନଟି ଭଲରେ କଟିବ। ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରୁହନ୍ତୁ। କାମ ଚାପରେ ରହିବେ। ଶାରୀରିକ ଏବଂ ମାନସିକ ଥକ୍କା ଅନୁଭବ କରିବେ। ନିଜ ପାଇଁ ସମୟ କାଢ଼ନ୍ତୁ।

କର୍କଟ: ବନ୍ଧୁ ସାକ୍ଷାତ ଯୋଗ ରହିଛି । ପଡ଼ି ରହିଥିବା କାର୍ଯ୍ୟରୁ ସଫଳତା ମିଳିବ। ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ସହଯୋଗ କରିବେ। ବ୍ୟବସାୟ ନିଷ୍ପତ୍ତିକୁ ନିଜେ ନିଅନ୍ତୁ। ଛୋଟ ଛୋଟ କଥାରେ ଚିଡ଼ନ୍ତୁନି।

ସିଂହ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାଇବେ। ଜମି କିଣା-ବିକା ଯୋଗ ରହିଛି। ଅନ୍ୟ କାହା ଉପରେ ଭରସା କରନ୍ତୁନି। ପରିବାରର ସହଯୋଗ ରହିବ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

କନ୍ୟା: ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାର ସହିତ ସମୟ ବିତାଇବେ। ମୁଣ୍ଡବିନ୍ଧା ଏବଂ ଆଣ୍ଠୁଜନିତ ସମସ୍ୟା ରହିବ।

ତୁଳା: ଦିନଟି ବେଶ୍‌ ସୁଖମୟ ହେବ। ଯେକୌଣସି ପରିସ୍ଥିତିକୁ ସୁଧାରି ନେବେ। ବାଣିଜ୍ୟ ବେପାରରେ ଉନ୍ନତି ଘଟିବ। କଳହ ଯୋଗ ରହିଛି। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ।

ବିଛା: ଲୋକପ୍ରିୟତା ବଢ଼ିବ। ପାରିବାରିକ ସମସ୍ୟାକୁ ନେଇ ଆଦୌ ବିଚଳିତ ହୁଅନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିବେ। ପାରିବାରିକ ସୁଖ ଶାନ୍ତି ବଜାୟ ରହିବ। କାମ ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ଦୀର୍ଘ ଦିନରୁ ପଡ଼ି ରହିଥିବା କାମ ପୂରଣ ହେବ। ସନ୍ତାନଙ୍କ ଉନ୍ନତିରେ ପ୍ରଶଂସିତ ହେବେ। ବୟସ୍କ ଲୋକଙ୍କ ଦେଖାଶୁଣା କରନ୍ତୁ। ଚିନ୍ତା ଓ ଚିଡ଼ିଚିଡ଼ାପଣ ରହିବ। ନିଦ୍ରାହୀନତା ସମସ୍ୟା ରହିବ।

ମକର: ଅତିଥି ସତ୍କାରରେ ଦିନ ବିତିବ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। ଅଯଥା ଖର୍ଚ୍ଚ କରନ୍ତୁନି। ମନୋବଳ ଦୃଢ଼ କରି କାମ କରନ୍ତୁ। ବ୍ୟବସାୟରେ ବନ୍ଧୁ ସହଯୋଗ କରିବେ।

କୁମ୍ଭ: ଜରୁରି କାମ ପାଇଁ ଯୋଜନା ବନାନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ଝାମେଲା ହେବ। ନୂତନ କାମ କରିବା ପୂର୍ବରୁ ପୂଜାର୍ଚ୍ଚନା କରନ୍ତୁ। ଆରାମ କରିବା ସ୍ବାସ୍ଥ୍ୟପକ୍ଷେ ଫଳପ୍ରଦ। ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବ୍ୟବସାୟ କରୁଥିଲେ ଧ୍ୟାନ ଦିଅନ୍ତୁ।

https://www.thesakala.in/horoscope/7th-aug-2023-monday-rasiphala/article-24203
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp