ଶୁକ୍ରବାର ରାଶିଫଳ ( ୦୫ – ୦୮ – ୨୦୨୨ )
ମେଷ: ଗୁରୁଜନଙ୍କ ସେବାରେ ଦିନଟି କଟିବ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କେତେକ ସ୍ଥଳେ ଭତ୍ତେଜନା ଦେଖାଦେବ। ବ୍ୟବସାୟରେ ଚଳଚଞ୍ଚଳ ରହିବେ । ନିଜ ପ୍ରତିଭା ପାଇଁ ପ୍ରଶଂସିତ ହେବେ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ବୃଷ: କେତେକ କାର୍ଯ୍ୟକୁ ନେଇ ବ୍ୟଥିତ ରହିବେ। ପୂର୍ବରୁ କରିଥିବା ଋଣ ଦ୍ବାରା ପ୍ରଭାବିତ ହୋଇପାରନ୍ତି। ରାଜନୀତିରେ ସମସ୍ୟା ଭିତ୍ତିକ ସ୍ଥିତି ରହିବ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ଅଳସୁଆ ରହିବେ। ମିଥୁନ: ସ୍ବପ୍ନ ସାକାର ହେବ। ପ୍ରେମ ଓ ସାଂସାରିକ […]
ମେଷ: ଗୁରୁଜନଙ୍କ ସେବାରେ ଦିନଟି କଟିବ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କେତେକ ସ୍ଥଳେ ଭତ୍ତେଜନା ଦେଖାଦେବ। ବ୍ୟବସାୟରେ ଚଳଚଞ୍ଚଳ ରହିବେ । ନିଜ ପ୍ରତିଭା ପାଇଁ ପ୍ରଶଂସିତ ହେବେ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ।
ବୃଷ: କେତେକ କାର୍ଯ୍ୟକୁ ନେଇ ବ୍ୟଥିତ ରହିବେ। ପୂର୍ବରୁ କରିଥିବା ଋଣ ଦ୍ବାରା ପ୍ରଭାବିତ ହୋଇପାରନ୍ତି। ରାଜନୀତିରେ ସମସ୍ୟା ଭିତ୍ତିକ ସ୍ଥିତି ରହିବ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ଅଳସୁଆ ରହିବେ।
ମିଥୁନ: ସ୍ବପ୍ନ ସାକାର ହେବ। ପ୍ରେମ ଓ ସାଂସାରିକ ସୁଖଶାନ୍ତି ଅତୁଟ ରହିବ। ବ୍ୟବସାୟରେ ଆୟ ଦ୍ବିଗୁଣିତ ରହିବ। ଆଦର୍ଶବାଦୀ ବ୍ୟକ୍ତିଙ୍କ ସହ ସମୟ ଅତିବାହିତ କରିପାରନ୍ତି।
କର୍କଟ: ଆୟର ପଥ ଉନ୍ମୁକ୍ତ ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ସୁନାମ ପାଇବେ। ମହିଳାମାନେ ଉଚ୍ଚମନା ରହିବେ। ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିପାରନ୍ତି।
ସିଂହ: ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ସମାଜରେ ଲୋକପ୍ରିୟତା ବଢ଼ିବ। ମହିଳାମାନେ ସଂସ୍କାରୀ ହେବେ। ବ୍ୟବସାୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ।
କନ୍ୟା: ଅନିଶ୍ଚିତତା କାରଣରୁ କ୍ଷତିରେ ପଡ଼ିପାରନ୍ତି। ନିଜ ବୁଦ୍ଧି ବଳରେ ଜଟିଳ ପରିସ୍ଥିତିର ମୁକାବିଲା କରିବେ। କର୍ମକ୍ଷେତ୍ରରେ ଅଭିଯୋଗ ଆସିପାରେ। ଛାତ୍ରଛାତ୍ରୀମାନେ ହତୋତ୍ସାହ ରହିବେ।
ତୁଳା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବହନ ଓ ବାଣିଜ୍ୟରେ ମନ ମୁତାବକ ଫଳ ପାଇବେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ।
ବିଛା: ବହୁ ଚେଷ୍ଟା କରି ସଫଳତା ପାଇବେ। ସହକର୍ମୀଙ୍କ ସହଯୋଗ ମିଳିବ। ନିଜ ସ୍ବଭାବ ପାଇଁ ଲୋକପ୍ରିୟତା ପାଇପାରନ୍ତି। ଆଶାଠାରୁ ଅଧିକ ଲାଭ ପାଇବେ। ସନ୍ତାନସନ୍ତତି ଆଜ୍ଞାଧୀନ ରହିବେ।
ଧନୁ: ଦିନଟିେର କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ବ୍ୟବସାୟରେ ପ୍ରତିକୂଳ ସ୍ଥିତି ଦେଖାଦେବ। ମହିଳାମାନେ ପଛକଥା ଭାବି ନିରାଶ ରହିବେ।
ମକର: ଦୀର୍ଘ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ। ଛାତ୍ରଛାତ୍ରୀ ନିଜ କ୍ୟାରିୟର ପାଇଁ ନୂତନ ପଥ ଖୋଜିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।
କୁମ୍ଭ: ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। କର୍ମକ୍ଷେତ୍ରରେ ନିଷ୍ଠାପର ରହିବେ। ଅସହାୟ ବ୍ୟକ୍ତିଙ୍କ ସେବାରେ ଦିନଟି ବିତିପାରେ । ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
ମୀନ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ପ୍ରଶାସନିକ ସୁନାମ ପାଇବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ମିଳିବ। ବନ୍ଧୁ ଆଗମନରେ ଉତ୍ସାହିତ ରହିବେ।