ସୋମବାର ରାଶିଫଳ ( ୨୬- ୧୨ – ୨୦୨୨ )
ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହତ୍ତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ସଫଳତାର ଶୀର୍ଷରେ ପହଞ୍ଚିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ। ବୃଷ: ଆଜିର ଦିନରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ ମନ୍ଥରତା ପାଇଁ ଚିନ୍ତିତ ହେଇପାରନ୍ତି। ଜମିଜମା କାର୍ଯ୍ୟ ଅଟକି ଯାଇପାରେ। ଛାତ୍ରଛାତ୍ରୀମାନେ ବିଫଳତା ପାଇପାରନ୍ତି। ମିଥୁନ: ଆବଶ୍ୟକତାଠାରୁ ଅଧିକ କଥା କହିବାରୁ ଦୂରେଇ ରହନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସାଙ୍ଗସାଥୀଙ୍କ […]
ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହତ୍ତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ସଫଳତାର ଶୀର୍ଷରେ ପହଞ୍ଚିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ।
ବୃଷ: ଆଜିର ଦିନରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ ମନ୍ଥରତା ପାଇଁ ଚିନ୍ତିତ ହେଇପାରନ୍ତି। ଜମିଜମା କାର୍ଯ୍ୟ ଅଟକି ଯାଇପାରେ। ଛାତ୍ରଛାତ୍ରୀମାନେ ବିଫଳତା ପାଇପାରନ୍ତି।
ମିଥୁନ: ଆବଶ୍ୟକତାଠାରୁ ଅଧିକ କଥା କହିବାରୁ ଦୂରେଇ ରହନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି।
କର୍କଟ: ଅନେକ ଦିନ ତଳୁ କରିଥିବା କାର୍ଯ୍ୟ ପାଇଁ ଭଲ ଫଳ ପାଇବେ। ବାଲ୍ୟବନ୍ଧୁଙ୍କ ସହ ଭେଟ ହୋଇପାରେ। କର୍ମକ୍ଷେତ୍ରରୁ ମହତ୍ତ୍ବପୂର୍ଣ୍ଣ ସୂଚନା ପାଇପାରନ୍ତି। ସବୁ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।
ସିଂହ: ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ଅକସ୍ମାତ୍ ଖର୍ଚ୍ଚ ଆର୍ଥିକ ଚିନ୍ତାକୁ ବୃଦ୍ଧି କରିପାରେ। ମହିଳାମାନେ ଚଳଚଞ୍ଚଳ ରହିବେ।
କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ତୁଳା: ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ଉତ୍ସାହର ସହ କାର୍ଯ୍ୟକରି ସଫଳ ହେବେ। କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇବେ।
ବିଛା: ସମୟର ସଦୁପଯୋଗ କରିବେ। କ୍ୟାରିୟରରେ ଉନ୍ନତି ପାଇଁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ।
ଧନୁ: ଅଳ୍ପ ପରିଶ୍ରମ କରି ଭଲ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପରିବାର ସହ ଭଲ ସମୟ କଟାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଅନୁକୂଳ ସମୟ ରହିଛି।
ମକର: ଛୋଟ ଛୋଟ ଅସୁବିଧାରେ ପଡ଼ି ବ୍ୟସ୍ତ ରହିବେ। ନିଜ ବିଚାରବୁଦ୍ଧିରେ କାର୍ଯ୍ୟ କରି ସଫଳତା ପାଇବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।
କୁମ୍ଭ: ଦୈନନ୍ଦିନ କାର୍ଯ୍ୟକୁ ଭିନ୍ନ ଶୈଳୀରେ କରି ଉତ୍ସାହିତ ମନେ କରିବେ। ଆର୍ଥିକ ପରିସ୍ଥିତି ପାଇଁ ଖୁବ୍ ଜରୁରୀ କାମ ଅଟକି ଯାଇପାରେ। ସାଙ୍ଗସାଥୀଙ୍କ ସହ ମିଳାମିଶାରେ ମନ ପରିବର୍ତ୍ତନ ହୋଇପାରେ।
ମୀନ: ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବେ। ରଚନାତ୍ମକ କାର୍ଯ୍ୟରେ ସମୟ କଟାଇବେ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇବେ।