ଶନିବାର ରାଶିଫଳ ( ୨୨ – ୦୪ – ୨୦୨୩ )
ମେଷ : ଅଟକି ଥିବା ଧନ ପ୍ରାପ୍ତି ଯୋଗ ରହିଛି। ମାର୍କେଟିଂ ଦାୟିତ୍ବ ତୁଲାଇବାକୁ ପଡ଼ିବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ସାମାଜିକ ସମାରୋହ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୃଷ: ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନୂତନ ଅୟମାରମ୍ଭ ଯୋଗ ରହିଛି। ବିବାହ ପ୍ରସ୍ତାବ ଆସିବାରେ ବିଳମ୍ବ ହେବନି। ପରିବାରରେ ସୁଖ ସମୃଦ୍ଧି ବଢ଼ିବ। ମିଥୁନ: ଧନପ୍ରାପ୍ତି ଯୋଗ ରହିଛି। ଯୁବାବର୍ଗଙ୍କୁ ରୋଜଗାରର ନୂତନ ଅବସର ମିଳିବ। ପ୍ରେମ ବ୍ୟାପାରରେ ଆଗକୁ […]
ମେଷ : ଅଟକି ଥିବା ଧନ ପ୍ରାପ୍ତି ଯୋଗ ରହିଛି। ମାର୍କେଟିଂ ଦାୟିତ୍ବ ତୁଲାଇବାକୁ ପଡ଼ିବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ସାମାଜିକ ସମାରୋହ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ।
ବୃଷ: ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନୂତନ ଅୟମାରମ୍ଭ ଯୋଗ ରହିଛି। ବିବାହ ପ୍ରସ୍ତାବ ଆସିବାରେ ବିଳମ୍ବ ହେବନି। ପରିବାରରେ ସୁଖ ସମୃଦ୍ଧି ବଢ଼ିବ।
ମିଥୁନ: ଧନପ୍ରାପ୍ତି ଯୋଗ ରହିଛି। ଯୁବାବର୍ଗଙ୍କୁ ରୋଜଗାରର ନୂତନ ଅବସର ମିଳିବ। ପ୍ରେମ ବ୍ୟାପାରରେ ଆଗକୁ ବଢ଼ିବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦ୍ୟାର୍ଥୀମାନେ ଖେଳକୁଦରେ ବ୍ୟସ୍ତ ରହିବେ।
କର୍କଟ: ଆର୍ଥିକସ୍ଥିତି ମଜଭୁତ ହେବ। ବନ୍ଧୁ- ପରିଜନଙ୍କ ସହ ସାକ୍ଷାତ କରିବେ। ନବବିବାହିତ ବ୍ୟକ୍ତିଙ୍କ ପାଇଁ ସବୁଠୁ ଭଲ ସମୟ। ମଜାମସ୍ତିରେ ସମୟ ବିତିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦେବେ।
ସିଂହ: ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ଚାହୁଁଥିବା କାର୍ଯ୍ୟ ହାତକୁ ଆସିବ। ନୂତନ ବ୍ୟବସାୟ ଆରମ୍ଭ ହେବାର ଯୋଗ ରହିଛି। ମହିଳାମାନେ ହସଖୁସିରେ ସମୟ ବିତାଇବେ।
କନ୍ୟା: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ରହିବ। ପୂର୍ବରୁ ଥିବା ସମସ୍ୟାର ସମାଧାନ ହେବ। ବୁଝିବିଚାରି କଥା ହୁଅନ୍ତୁ। ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ରହିବେ।
ତୁଳା: ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ। ଚିନ୍ତାରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ନୂଆ କଥା ଘଟିବାର ଯୋଗ ରହିଛି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
ବିଛା: ବ୍ୟବସାୟିକ କାରଣରୁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଇଞ୍ଜିନିୟର, ମ୍ୟାନେଜମେଣ୍ଟ ତଥା ପ୍ରଶାସନ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଭଲ ସମୟ। ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି।
ଧନୁ: ଉଚ୍ଚଶିକ୍ଷା ସମ୍ପର୍କିତ କିଛି ଭଲ ଖବର ପାଇବେ। ବେରୋଜଗାରୀଙ୍କୁ ଚାକିରି ମିଳିବ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।
ମକର: ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟଟି ବହୁତ ଭଲ। କିଛି ଜରୁରି ସୂଚନା ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅତିଥି ସତ୍କାର ଯୋଗ ରହିଛି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ରହିବ।
କୁମ୍ଭ: ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ଉଚ୍ଚଶିକ୍ଷାରେ ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ବୈବାହିକ ଜୀବନ ମଧୁମୟ ହେବ। ସକାରାତ୍ମକ ଆଲୋଚନାରେ ଦିନଟି ବିତିବ।
ମୀନ: ସମସ୍ୟାରେ ପଡ଼ିପାରନ୍ତି। ବ୍ୟବସାୟରେ ବୁଝିବିଚାରି କାମ କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ। ଅଫିସରେ ଶାନ୍ତିପୂର୍ଣ୍ଣ ମାହୋଲ ରହିବ। କୌଣସି ମାମଲାରେ ଅଧିକ ଚିନ୍ତା କରିବା ଅନୁଚିତ।