ଶୁକ୍ରବାର ରାଶିଫଳ ( ୨୧ – ୦୪ – ୨୦୨୩ )

The Sakala Picture
Published On

ମେଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। କୌଣସି ସମସ୍ୟାକୁ ସାମ୍ନା କରିବେ। ଜଗିରଖି ଚଳନ୍ତୁ। ରୋଜଗାର ଭଲ ହେବ। ଧନପ୍ରାପ୍ତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ବୃଷ: ଚିନ୍ତାମୁକ୍ତ ରହିବେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ଦିନଟି ହସ ଖୁସିରେ ବିତିବ। କୌଣସି କାମକୁ ନେଇ ପରିବାର ଲୋକଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। […]

ମେଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। କୌଣସି ସମସ୍ୟାକୁ ସାମ୍ନା କରିବେ। ଜଗିରଖି ଚଳନ୍ତୁ। ରୋଜଗାର ଭଲ ହେବ। ଧନପ୍ରାପ୍ତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଚିନ୍ତାମୁକ୍ତ ରହିବେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ମିଥୁନ: ଦିନଟି ହସ ଖୁସିରେ ବିତିବ। କୌଣସି କାମକୁ ନେଇ ପରିବାର ଲୋକଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

କର୍କଟ: ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟୀଙ୍କୁ ଶୁଭଫଳ ମଳିବ। ଚାକିରିରେ ପଦୋନ୍ନତି ଆଶଙ୍କା ଅଛି। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଆର୍ଥିକ ସମସ୍ୟା ଦେଖା ଦେବ। ମାନ ସମ୍ମାନ ପ୍ରାପ୍ତି ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। କାମ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ପ୍ରେମ ଜୀବନରେ ସମସ୍ୟା ଅାସିବ। ଚିନ୍ତାଗ୍ରସ୍ତ ରହିବେ।

କନ୍ୟା: ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ନୂଆ ଯୋଜନା କରିବେ। ଅନ୍ୟର କଥାକୁ ଗୁରୁତ୍ବ ଦିଅନ୍ତୁ ନାହିଁ। ସମୟ ପୂର୍ବରୁ କାମ ଶେଷ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବିଛା: ନୂଆ କିଛି କାମ କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ଆୟ ବଢ଼ିବ। ପଡୋଶୀଙ୍କ ସହ ମତାନ୍ତର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ଦିନଟି ଖୁବ୍ ଭଲରେ ଅତିବାହିତ ହେବ। କାମକୁ ପ୍ରାଥମିକତା ଦେବେ। ପରିବାରର ଆବଶ୍ୟକତାକୁ ବୁଝିବେ। ବାଦବିବାଦଠୁ ଦୂରେଇ ରୁହନ୍ତୁ। ପ୍ରେମ ଜୀବନରେ ସମସ୍ୟା ଉପୁଜିବ।

ମକର: ମାନସିକ ଚିନ୍ତା ଧୀରେ ଧୀରେ ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନିୟମିତ ଯୋଗ, ବ୍ୟାୟାମ କରନ୍ତୁ। କାମରେ ଆଶାଜନକ ଫଳ ମିଳିବ ନାହିଁ। କୌଣସି ନୂଆ କାମ ମିଳିପାରେ।

କୁମ୍ଭ: ଦିନଟିରେ ସାମାନ୍ୟ ଫଳ ମିଳିବ। ଆୟ ଭଲ ରହିବ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ପରିବାରରେ ବିବାଦ ଉପୁଜିପାରେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ମୀନ: ଖୁସିରେ ରହିବେ। ଅଧିକ ପରିଶ୍ରମ କରିବାକୁ ହେବ। କୌଣସି କଥାକୁ ନେଇ ଚିନ୍ତାରେ ପଡ଼ିବେ। ସମୟ ପୂର୍ବରୁ କୌଣସି କାମ ଶେଷ ହେବ ନାହିଁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

21 Apr 2023 By The Sakala

https://www.thesakala.in/horoscope/21-april-2023-friday-rasiphala/article-20942
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp