ମଙ୍ଗଳବାର ରାଶିଫଳ ( ୧୯- ୧୦ -୨୦୨୧ )

The Sakala Picture
Published On

ମେଷ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ସାଂସାରିକ ଭୁଲ ବୁଝାମଣା ରହିବ। ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍ ବୃଷ: ଆର୍ଥିକ ଯୋଜନା ଫଳପ୍ରସୂ ହେବ | ରାଜନୀତିରେ ପ୍ରଭାବଶାଳୀ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ […]

ମେଷ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ସାଂସାରିକ ଭୁଲ ବୁଝାମଣା ରହିବ। ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

ବୃଷ: ଆର୍ଥିକ ଯୋଜନା ଫଳପ୍ରସୂ ହେବ | ରାଜନୀତିରେ ପ୍ରଭାବଶାଳୀ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ ସବୁଜ

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମିଥୁନ: କର୍ମକ୍ଷେତ୍ରରେ ପରିସର ଅଭିବୃଦ୍ଧି ହେବ। ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ମହିଳା ଯଶକୀର୍ତ୍ତି ପାଇବେ । ବାଣିଜ୍ୟରେ ଉଚ୍ଚଫଳ ପାଇବେ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

କର୍କଟ: ପରିଶ୍ରମର ଫଳ ପାଇବେ। ଧର୍ମାଦି କାର୍ଯ୍ୟରେ ମନ ରହିବ। । ରାଜନୀତିରେ ସମ୍ମାନିତ ହେବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ —ହଳଦିଆ

ସିଂହ : କୌଣସି ବିଷୟକୁ ନେଇ ବ୍ୟଥ୍ତ ରହିବେ । ରାଜଦଣ୍ଡ ଭୋଗ କରିବାର ସମ୍ଭାବନା ରହୁଛି । ଚାକିରିରେ ଅପଦସ୍ତ ହୋଇପାରନ୍ତି । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ଭ୍ରମରେ ପଡିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

କନ୍ୟା : କର୍ମକ୍ଷେତ୍ରରେ ଆତ୍ମ ସନ୍ତୋଷ ପ୍ରାପ୍ତି ଓ ଉଚ୍ଚାଭିଳାଷୀ ହେବେ । ସାଂସାରିକ ହସଖୁସିର ଆସର ଜମିପାରେ। ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟ ପ୍ରସାର ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲଭର୍

ତୁଳା: ଦିନଟି କର୍ମତତ୍ପର ରହିବେ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ମହିଳା ପରିଶ୍ରମୀ ହେବେ । ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ଧଳା

ବିଛା : ଗୁରୁଜନଙ୍କ ସହଯୋଗ ପାଇବେ । ସନ୍ତାନ ସନ୍ତତିଙ୍କୁ ନେଇ ଖୁସିରେ ରହିବେ । ଚାକିରିରେ ଧନ ସମ୍ମାନ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲିଭର୍

ଧନୁ: କର୍ମକ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବ । ରାଜନୀତିରେ ଅସହଯୋଗ ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ରହିବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ଗୋଲାପି

ମକର : ବିଭିନ୍ନ ଉପାୟରେ ଆୟ ହେବ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ଚାକିରିରେ ସ୍ଵାଧୀନତା ରହିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଅଧୟନ ପ୍ରିୟ ହେବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

କୁମ୍ଭ : ଅର୍ଥପ୍ରାପ୍ତି ସହ କାର୍ଯ୍ୟ ସଫଳ ହେବ । ପଡୋଶୀଙ୍କ ସହଯୋଗ ପାଇବେ । ଚାକିରିରେ ସୁଚରୁରୂପେ କାର୍ଯ୍ୟ ତୁଲାଇବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ମୀନ ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ । ଚାକିରିରେ ପ୍ରଶଂସା ପାଇବେ । ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଉଚ୍ଚଫଳ ପାଇବେ। ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

19 Oct 2021 By The Sakala

https://www.thesakala.in/horoscope/19th-oct-2021-tuesday-rasiphala/article-6199
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp