ଶୁକ୍ରବାର ରାଶିଫଳ ( ୧୬–୦୯–୨୦୨୨ )

The Sakala Picture
Published On

ମେଷ:ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ। ବୃଷ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି। ମିଥୁନ: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗମାନଙ୍କ ପାଇଁ ଅଡ଼ୁଆରେ ପଡ଼ିଯାଇପାରନ୍ତି […]

ମେଷ:ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୨-୦୪-୨୦୨୬)

ବୃଷ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୨୩-୦୪-୨୦୨୬)

ମିଥୁନ: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗମାନଙ୍କ ପାଇଁ ଅଡ଼ୁଆରେ ପଡ଼ିଯାଇପାରନ୍ତି । ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୪-୦୪-୨୦୨୬ )

କର୍କଟ: ବିଶ୍ବାସର ପାତ୍ର ହେବେ। ଦୀର୍ଘଦିନର ଆଶା ପୂରଣ ହେବ। ବ୍ୟବସାୟରେ ଲାଭବାନ ହେବେ। ନୂତନ ଲୋକଙ୍କ ସହ ସାକ୍ଷାତ କରି ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ସିଂହ: ଅକସ୍ମାତ୍‌ ଭାବେ ଜୀବନରେ କୌଣସି ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

କନ୍ୟା: ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ତୁଳା: ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଶତ୍ରୁମାନଙ୍କ କୁଟଚକ୍ରନ୍ତର ଶିକାର ହୋଇପାରନ୍ତି। ଭ୍ରମଣରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। କ୍ୟାରିୟରରେ ନୂତନ ମୋଡ଼ ଆସିପାରେ।

ବିଛା: ସମୟ ଅନୁସାରେ କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

ଧନୁ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

ମକର: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗମାନଙ୍କ ପାଇଁ ଅଡ଼ୁଆରେ ପଡ଼ିଯାଇପାରନ୍ତି । ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି।

କୁମ୍ଭ: ବିଶ୍ବାସର ପାତ୍ର ହେବେ। ଦୀର୍ଘଦିନର ଆଶା ପୂରଣ ହେବ। ସନ୍ତାନଙ୍କଠାରୁ ଶୁଭ ଖବର ପାଇପାରନ୍ତି। ନୂତନ ଲୋକଙ୍କ ସହ ସାକ୍ଷାତ କରି ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମୀନ: ଅକସ୍ମାତ୍‌ ଜୀବନରେ କୌଣସି ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

16 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp