ସୋମବାର ରାଶିଫଳ ( ୧୩ – ୦୬ – ୨୦୨୨ )

The Sakala Picture
Published On

ମେଷ: ଜଟିଳ ସ୍ଥିତିରୁ ସହଜରେ ବାହାରି ଆସିବେ। କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ। ଅର୍ଥ ଆଗମନର ସୂଚନା ପାଇେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ। ବୃଷ: ଭାଗ୍ୟ ଉଜ୍ଜ୍ବଳ ରହିବ। ନିଜ ଭଲ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ବଦଳିଥିବା ପରିସ୍ଥିତିରର ସାମ୍ନା କରିବେ। ଶତ୍ରୁମାନେ ଦୂରେଇ ରହିବେ। ମିଥୁନ: ନିଜର ବିଚାର ଅନୁସାରେ ଭଲମନ୍ଦ ପରଖି ଦେଖନ୍ତୁ। ବାଧ୍ୟବାଧକତାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଭବିଷ୍ୟତ ପାଇଁ […]

ମେଷ: ଜଟିଳ ସ୍ଥିତିରୁ ସହଜରେ ବାହାରି ଆସିବେ। କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ। ଅର୍ଥ ଆଗମନର ସୂଚନା ପାଇେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

ବୃଷ: ଭାଗ୍ୟ ଉଜ୍ଜ୍ବଳ ରହିବ। ନିଜ ଭଲ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ବଦଳିଥିବା ପରିସ୍ଥିତିରର ସାମ୍ନା କରିବେ। ଶତ୍ରୁମାନେ ଦୂରେଇ ରହିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ନିଜର ବିଚାର ଅନୁସାରେ ଭଲମନ୍ଦ ପରଖି ଦେଖନ୍ତୁ। ବାଧ୍ୟବାଧକତାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

କର୍କଟ: ମାନସିକ ଚିନ୍ତାରେ ରହିବେ। ବିଭିନ୍ନ ଦିଗରୁ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଦୀର୍ଘଦିନର ସମସ୍ୟାରୁ ମୁକ୍ତି ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ।

ସିଂହ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି।

କନ୍ୟା: ପାରିବାରିକ ବୁଝାମଣା ସଠିକ୍‌ ରହିବ। ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ବ୍ୟବସାୟରେ ଲାଭବାନ ହେବେ। ମହିଳାମାନେ ନିଜକୁ ଅବହେଳିତ ମନେ କରିବେ।

ତୁଳା: ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ପାଲଟିପାରେ । ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ। ଭବିଷ୍ୟତ ପାଇଁ ଯୋଜନା ପାଇଁ ଉଚିତ ସମୟ ପାଇବେ।

ବିଛା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ସମାଜରେ ଉଚ୍ଚ ସମ୍ମାନ ପାଇବେ। ଉଚ୍ଚଅଧିକାରୀଙ୍କ ସହଯୋଗ ପାଇପାରନ୍ତି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ଅର୍ଥ କାରବାର ସମୟରେ ସାବଧାନ ରୁହନ୍ତୁ। ମହିଳାମାନେ କର୍ମତତ୍ପର ରହିବେ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର: ପରିବାର ସହ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

କୁମ୍ଭ: ଅଧିକ ପରିଶ୍ରମ କରି ଅସୁସ୍ଥ ମନେ କରିବେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ବିଭିନ୍ନ ଉପାୟରେ ଅର୍ଥାଗମ ହେବ। ଗୃହ କ୍ରୟ ପାଇଁ ମନ ବଳାଇ ପାରନ୍ତି।

ମୀନ: ଆନନ୍ଦ ଉଲ୍ଲାସ ସହ କାର୍ଯ୍ୟ କରିବେ। ସହଜରେ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଆର୍ଥିକସ୍ଥିତି ସୁଦୃଢ଼ ରହିବ।

13 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp