ଜାଣନ୍ତୁ ଅନେକ ରୋଗର ମହୌଷଧି ଜାମୁକୋଳି କେଉଁମାନଙ୍କୁ ଖାଇବା ମନା….

The Sakala Picture
Published On

ଜାମୁକୋଳିରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଆୟୁର୍ବେଦ ଅନୁଯାୟୀ ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ। କିନ୍ତୁ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ। ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା। -ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ। ତେଣୁ ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ […]

ଜାମୁକୋଳିରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଆୟୁର୍ବେଦ ଅନୁଯାୟୀ ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ। କିନ୍ତୁ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ। ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ବର୍ଷା ଋତୁରେ ସାବଧାନ! ରାଜ୍ୟରେ ବଢ଼ୁଛି ଥଣ୍ଡା-ଜ୍ୱର ରୋଗୀଙ୍କ ସଂଖ୍ୟା

-ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ। ତେଣୁ ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ ଆକ୍ରାନ୍ତ, ସେମାନେ ଆଦୌ ଜାମୁକୋଳି ଖାଆନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ଓଜନ ସ୍ୱାଭାବିକ ଥିଲେ ମଧ୍ୟ ଆସିପାରେ ହାର୍ଟ ଆଟାକ! ନୂଆ ଗବେଷଣାରେ ପେଟ ଚର୍ବିକୁ ନେଇ ବଡ଼ ଖୁଲାସା

-ଜାମୁକୋଳି ରକ୍ତଚାପକୁ ନିୟନ୍ତ୍ରଣ କରେ। କିନ୍ତୁ ନିମ୍ନ ରକ୍ତଚାପ ରୋଗୀମାନେ ଜାମୁକୋଳି ଖାଇବା ଉଚିତ ନୁହେଁ। କାରଣ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଜାମୁକୋଳିକୁ ବିଭିନ୍ନ ଉପାୟରେ ରୋଗୀଙ୍କୁ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ବିଳମ୍ବିତ ରାତିରେ ଖାଇବାର ଅଭ୍ୟାସ ରୋଗ ନା ଆଉ କିଛି? ଜାଣନ୍ତୁ କ'ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

-ଜାମୁକୋଳିରେ ଭିଟାମିନ୍‌ ‘ସି’ର ପରିମାଣ ଭରପୂର ଥୁବାରୁ, ଏହାର ଅଧୁକ ସେବନ ଦ୍ବାରା ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ। ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଅତ୍ୟଧିକ ଜାମୁକୋଳି ଖାଇଲେ ବ୍ରଣ ସମସ୍ୟା ମଧ୍ୟ ଦେଖାେଦଇଥାଏ। ପୂର୍ବରୁ କୌଣସି ତ୍ବଚା ସମସ୍ୟାରେ ପୀଡ଼ିତ ବ୍ୟକ୍ତି କମ୍ ପରିମାଣରେ ଏହାକୁ ଖାଇପାରିବେ।

24 Jul 2022 By The Sakala

ଜାଣନ୍ତୁ ଅନେକ ରୋଗର ମହୌଷଧି ଜାମୁକୋଳି କେଉଁମାନଙ୍କୁ ଖାଇବା ମନା….

ଜାମୁକୋଳିରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଆୟୁର୍ବେଦ ଅନୁଯାୟୀ ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ। କିନ୍ତୁ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ। ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା।

-ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ। ତେଣୁ ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ ଆକ୍ରାନ୍ତ, ସେମାନେ ଆଦୌ ଜାମୁକୋଳି ଖାଆନ୍ତୁ ନାହିଁ।

-ଜାମୁକୋଳି ରକ୍ତଚାପକୁ ନିୟନ୍ତ୍ରଣ କରେ। କିନ୍ତୁ ନିମ୍ନ ରକ୍ତଚାପ ରୋଗୀମାନେ ଜାମୁକୋଳି ଖାଇବା ଉଚିତ ନୁହେଁ। କାରଣ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଜାମୁକୋଳିକୁ ବିଭିନ୍ନ ଉପାୟରେ ରୋଗୀଙ୍କୁ ଦିଆଯାଇଥାଏ।

-ଜାମୁକୋଳିରେ ଭିଟାମିନ୍‌ ‘ସି’ର ପରିମାଣ ଭରପୂର ଥୁବାରୁ, ଏହାର ଅଧୁକ ସେବନ ଦ୍ବାରା ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ। ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଅତ୍ୟଧିକ ଜାମୁକୋଳି ଖାଇଲେ ବ୍ରଣ ସମସ୍ୟା ମଧ୍ୟ ଦେଖାେଦଇଥାଏ। ପୂର୍ବରୁ କୌଣସି ତ୍ବଚା ସମସ୍ୟାରେ ପୀଡ଼ିତ ବ୍ୟକ୍ତି କମ୍ ପରିମାଣରେ ଏହାକୁ ଖାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp