ଲୁହା ବାସନରେ ବିଷାକ୍ତ ହୁଏ ଏହି ଖାଦ୍ୟ ….

The Sakala Picture
Published On

ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ତେଣୁ ଲୁହା ବାସନରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧ଄ ପାଏ। ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ। ହେଲେ ଏମିତି କିଛି ପରିବା ରହିଛି ଯାହାକୁ ଲୁହା ପାତ୍ରରେ ବନାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ପାଳଙ୍ଗ: ପାଳଙ୍ଗରେ ପ୍ରଚୁର ମାତ୍ରାରେ ଅକ୍‌ଜାଲିକ୍‌ ଏସିଡ୍‌ ଥାଏ। ଏହାକୁ ଲୁହା କଡ଼ାଇରେ ରାନ୍ଧିବା ଦ୍ବାରା ଲୁହା ସହ ପ୍ରତିକ୍ରିୟା ହୋଇଥାଏ। ଯାହାଫଳରେ ପାଳଙ୍ଗର […]

ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ତେଣୁ ଲୁହା ବାସନରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧ଄ ପାଏ। ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ। ହେଲେ ଏମିତି କିଛି ପରିବା ରହିଛି ଯାହାକୁ ଲୁହା ପାତ୍ରରେ ବନାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ପାଳଙ୍ଗ: ପାଳଙ୍ଗରେ ପ୍ରଚୁର ମାତ୍ରାରେ ଅକ୍‌ଜାଲିକ୍‌ ଏସିଡ୍‌ ଥାଏ। ଏହାକୁ ଲୁହା କଡ଼ାଇରେ ରାନ୍ଧିବା ଦ୍ବାରା ଲୁହା ସହ ପ୍ରତିକ୍ରିୟା ହୋଇଥାଏ। ଯାହାଫଳରେ ପାଳଙ୍ଗର ରଙ୍ଗ କଳା ହୋଇଥାଏ। ଏଥିରୁ ପୋଷଣସ୍ତର କମିଯାଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ବିଟ୍‌: ବିଟ୍‌ରେ ଲୌହସାର ମାତ୍ରା ଅଧିକ ଥାଏ। ତେଣୁ ବିଟ୍‌କୁ ଲୁହା କଡାଇରେ ରାନ୍ଧିବା ଦ୍ବାରା ଅତିରିକ୍ତ ଲୌହସାର ସହ ପ୍ରତିକ୍ରିୟା ହୋଇପାରେ। ଏହାଦ୍ବାରା ଖାଦ୍ୟର ସ୍ବାଦ ଏବଂ ରଙ୍ଗ ଖରାପ ହୋଇଥାଏ। ଯାହାଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହାକୁ ଧ୍ୟାନ ଦେବା ଆବଶ୍ୟକ।

ଲେମ୍ବୁ ଏବଂ ଟମାଟୋ: ଲୁହା ପାତ୍ରରେ ଲେମ୍ବୁ, ଟମାଟୋ, ଖଟା କିମ୍ବା ଅମ୍ଳଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ। କାରଣ ଏହା ଲୁହା ସହିତ ପ୍ରତିକ୍ରିୟା ହୋଇ ପାଚନତନ୍ତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍‌ ନୁହେଁ।

ଲୁହା ପାତ୍ରରେ ଅଧିକ ସମୟ ଧରି କ୍ଷୀର ଫୁଟାଇବା ଅନୁଚିତ। ଏହା ପେଟ ଜନିତ ସମସ୍ୟା କରାଇପାରେ। ଲୁହା ବାସନରେ ବିନା ଅମ୍ଳ ଗୁଣ ଯୁକ୍ତ ଖାଦ୍ୟ କରିବାକୁ ଉପଯୋଗ କରିପାରିବେ।

15 Jun 2025 By The Sakala

ଲୁହା ବାସନରେ ବିଷାକ୍ତ ହୁଏ ଏହି ଖାଦ୍ୟ ….

ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ତେଣୁ ଲୁହା ବାସନରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧ଄ ପାଏ। ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ। ହେଲେ ଏମିତି କିଛି ପରିବା ରହିଛି ଯାହାକୁ ଲୁହା ପାତ୍ରରେ ବନାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ପାଳଙ୍ଗ: ପାଳଙ୍ଗରେ ପ୍ରଚୁର ମାତ୍ରାରେ ଅକ୍‌ଜାଲିକ୍‌ ଏସିଡ୍‌ ଥାଏ। ଏହାକୁ ଲୁହା କଡ଼ାଇରେ ରାନ୍ଧିବା ଦ୍ବାରା ଲୁହା ସହ ପ୍ରତିକ୍ରିୟା ହୋଇଥାଏ। ଯାହାଫଳରେ ପାଳଙ୍ଗର ରଙ୍ଗ କଳା ହୋଇଥାଏ। ଏଥିରୁ ପୋଷଣସ୍ତର କମିଯାଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ବିଟ୍‌: ବିଟ୍‌ରେ ଲୌହସାର ମାତ୍ରା ଅଧିକ ଥାଏ। ତେଣୁ ବିଟ୍‌କୁ ଲୁହା କଡାଇରେ ରାନ୍ଧିବା ଦ୍ବାରା ଅତିରିକ୍ତ ଲୌହସାର ସହ ପ୍ରତିକ୍ରିୟା ହୋଇପାରେ। ଏହାଦ୍ବାରା ଖାଦ୍ୟର ସ୍ବାଦ ଏବଂ ରଙ୍ଗ ଖରାପ ହୋଇଥାଏ। ଯାହାଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହାକୁ ଧ୍ୟାନ ଦେବା ଆବଶ୍ୟକ।

ଲେମ୍ବୁ ଏବଂ ଟମାଟୋ: ଲୁହା ପାତ୍ରରେ ଲେମ୍ବୁ, ଟମାଟୋ, ଖଟା କିମ୍ବା ଅମ୍ଳଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ। କାରଣ ଏହା ଲୁହା ସହିତ ପ୍ରତିକ୍ରିୟା ହୋଇ ପାଚନତନ୍ତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍‌ ନୁହେଁ।

ଲୁହା ପାତ୍ରରେ ଅଧିକ ସମୟ ଧରି କ୍ଷୀର ଫୁଟାଇବା ଅନୁଚିତ। ଏହା ପେଟ ଜନିତ ସମସ୍ୟା କରାଇପାରେ। ଲୁହା ବାସନରେ ବିନା ଅମ୍ଳ ଗୁଣ ଯୁକ୍ତ ଖାଦ୍ୟ କରିବାକୁ ଉପଯୋଗ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp