ନାକରୁ ରକ୍ତ ପଡିବା ସମସ୍ୟା ଦୂର କରିବା ପାଇଁ ଜାଣନ୍ତୁ ଉପଚାର

The Sakala Picture
Published On

ଗରମଦିନ ଆସିଲେ, ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ ନାକରୁ ରକ୍ତ ପଡ଼ିବା ଏକ ବଡ଼ ସମସ୍ୟା। ଏହା ଉଭୟ ପିଲା ଓ ବଡ଼ମାନଙ୍କଠାରେ ଦେଖାଯାଏ। ଏହାର ଶୀଘ୍ର ଉପଚାର କରିଦେବା ଜରୁରି। ନାକରୁ ରକ୍ତ ପଡ଼ିବା ସମସ୍ୟା ଦୂର କରିବା ପାଇଁ କେତେକ ଘରୋଇ ଉପାୟ ଜାଣି ରଖିବା ଉଚିତ। –ବାହାରକୁ ଯିବା ସମୟରେ ମୁହଁକୁ ସୂତା କପଡ଼ାରେ ଘୋଡ଼େଇ ରଖନ୍ତୁ। –ନାକରୁ ରକ୍ତ ବାହାରୁଥିବା ବ୍ୟକ୍ତିକୁ ଶୁଆଇ ଦେଇ ତାଙ୍କ ମୁଣ୍ଡରେ […]

ଗରମଦିନ ଆସିଲେ, ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ ନାକରୁ ରକ୍ତ ପଡ଼ିବା ଏକ ବଡ଼ ସମସ୍ୟା। ଏହା ଉଭୟ ପିଲା ଓ ବଡ଼ମାନଙ୍କଠାରେ ଦେଖାଯାଏ। ଏହାର ଶୀଘ୍ର ଉପଚାର କରିଦେବା ଜରୁରି। ନାକରୁ ରକ୍ତ ପଡ଼ିବା ସମସ୍ୟା ଦୂର କରିବା ପାଇଁ କେତେକ ଘରୋଇ ଉପାୟ ଜାଣି ରଖିବା ଉଚିତ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ବାହାରକୁ ଯିବା ସମୟରେ ମୁହଁକୁ ସୂତା କପଡ଼ାରେ ଘୋଡ଼େଇ ରଖନ୍ତୁ।

ନାକରୁ ରକ୍ତ ବାହାରୁଥିବା ବ୍ୟକ୍ତିକୁ ଶୁଆଇ ଦେଇ ତାଙ୍କ ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ। ଏହା ସହିତ କପଡ଼ାରେ କିଛି ଖଣ୍ଡ ବରଫକୁ ନେଇ ରୋଗୀର ନାକ ଉପରେ ରଖନ୍ତୁ।

ପିଆଜ ରସର ଦୁଇବୁନ୍ଦା ନେଇ ନାକରେ ପକାନ୍ତୁ।

ନାକରୁ ରକ୍ତ ପଡ଼ୁଥିବା ସମୟରେ ନାକ ପରିବର୍ତ୍ତେ ପାଟି ଦ୍ବାରା ନିଃଶ୍ବାସ ନେବା ଉଚିତ।

ନାକର ଦୁଇ ପୁଡ଼ାରେ ଦୁଇଟୋପା ସୋରିଷ ତେଲ ପକାଇବା ଦ୍ବାରା ରୋଗୀକୁ ଆରାମ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp