ଷ୍ଟ୍ରୋକ୍‌ ପୂର୍ବବର୍ତ୍ତୀ ସୂଚନା ଦେବ ମୋବାଇଲ୍‌ ଆପ୍‌

The Sakala Picture
Published On

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଏହାର ଲକ୍ଷଣଗୁଡ଼ିକ ଜଣାପଡ଼ିଗଲେ, ତା’ ପାଇଁ ସଠିକ୍‌ ଚିକିତ୍ସା କରାଯାଇ ପାରନ୍ତା। ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଏକ ନୂଆ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାର ନାମ ରଖାଯାଇଛି ଫାଷ୍ଟ୍‌.ଏଆଇ। ଏହାଦ୍ବାରା ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ ବହୁ ପୂର୍ବରୁ ଜଣାପଡ଼ିବ ଏବଂ ଚିକିତ୍ସା ସମ୍ପର୍କିତ ସୂଚନା ମଧ୍ୟ ମିଳିବ। ବୈଜ୍ଞାନିକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ […]

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଏହାର ଲକ୍ଷଣଗୁଡ଼ିକ ଜଣାପଡ଼ିଗଲେ, ତା’ ପାଇଁ ସଠିକ୍‌ ଚିକିତ୍ସା କରାଯାଇ ପାରନ୍ତା। ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଏକ ନୂଆ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାର ନାମ ରଖାଯାଇଛି ଫାଷ୍ଟ୍‌.ଏଆଇ। ଏହାଦ୍ବାରା ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ ବହୁ ପୂର୍ବରୁ ଜଣାପଡ଼ିବ ଏବଂ ଚିକିତ୍ସା ସମ୍ପର୍କିତ ସୂଚନା ମଧ୍ୟ ମିଳିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ବୈଜ୍ଞାନିକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଆପ୍‌, ଲର୍ଣ୍ଣିଂ ଆଲ୍‌ଗୋରିଦିମ୍‌ କୌଶଳର ଉପଯୋଗ କରି ଚେହେରାର ଭାବଭଙ୍ଗୀ, ହାତ ସ୍ନାୟୁର ଦୁର୍ବଳତା ଏବଂ କଥାଶୈଳୀକୁ ଲକ୍ଷ୍ୟ କରି ଷ୍ଟ୍ରୋକ୍‌ର ସୂଚନା ଦେଇଥାଏ। ଏହି ଆପ୍‌ ଚେହେରାର ୬୮ ପ୍ରକାର ଭାବଭଙ୍ଗୀ ସମ୍ପର୍କରେ ଜାଣିପାରିବ। ଏଥିପାଇଁ ଆପ୍‌ ଦ୍ବାରା ବ୍ୟକ୍ତିର ଚେହେରାର ଏକ ଭିଡିଓ ପ୍ରସ୍ତୁତ ହୋଇଥାଏ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନ୍ୟୁାରୋଲୋଜିଷ୍ଟ୍‌ଙ୍କ କହିବା ଅନୁସାରେ ଏହି ଆପ୍‌ ଦ୍ବାରା ତୀବ୍ର ଷ୍ଟୋକ୍‌ର ପୂର୍ବ ସୂଚନା ମଧ୍ୟ ମିଳିପାରିବ। ଏହି ଆପ୍‌କୁ ୨୭୦ ଜଣ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଥÒଲା। ତେଣୁ ଷ୍ଟ୍ରୋକ୍‌ ନହେବା ପାଇଁ ସେମାନେ ଚିକିତ୍ସିତ ହୋଇଥିଲେ। ଷ୍ଟ୍ରୋକ୍‌ ହେବା ପୂର୍ବରୁ ଚେହେରାର ଲକ୍ଷଣକୁ ଏହି ଆପ୍‌ ଦ୍ବାରା ୧୦୦% ଠିକ୍‌ ଚିହ୍ନଟ କରାଯାଇ ଥିବାବେଳେ ଦୁଇ-ତୃତୀୟାଂଶରୁ ଅଧିକ ଲୋକଙ୍କ ହାତ ସ୍ନାୟୁର ଦୁର୍ବଳତାକୁ ଦର୍ଶାଯାଇଥÒଲା।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

10 Feb 2023 By The Sakala

ଷ୍ଟ୍ରୋକ୍‌ ପୂର୍ବବର୍ତ୍ତୀ ସୂଚନା ଦେବ ମୋବାଇଲ୍‌ ଆପ୍‌

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଏହାର ଲକ୍ଷଣଗୁଡ଼ିକ ଜଣାପଡ଼ିଗଲେ, ତା’ ପାଇଁ ସଠିକ୍‌ ଚିକିତ୍ସା କରାଯାଇ ପାରନ୍ତା। ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଏକ ନୂଆ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାର ନାମ ରଖାଯାଇଛି ଫାଷ୍ଟ୍‌.ଏଆଇ। ଏହାଦ୍ବାରା ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ ବହୁ ପୂର୍ବରୁ ଜଣାପଡ଼ିବ ଏବଂ ଚିକିତ୍ସା ସମ୍ପର୍କିତ ସୂଚନା ମଧ୍ୟ ମିଳିବ।

ବୈଜ୍ଞାନିକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଆପ୍‌, ଲର୍ଣ୍ଣିଂ ଆଲ୍‌ଗୋରିଦିମ୍‌ କୌଶଳର ଉପଯୋଗ କରି ଚେହେରାର ଭାବଭଙ୍ଗୀ, ହାତ ସ୍ନାୟୁର ଦୁର୍ବଳତା ଏବଂ କଥାଶୈଳୀକୁ ଲକ୍ଷ୍ୟ କରି ଷ୍ଟ୍ରୋକ୍‌ର ସୂଚନା ଦେଇଥାଏ। ଏହି ଆପ୍‌ ଚେହେରାର ୬୮ ପ୍ରକାର ଭାବଭଙ୍ଗୀ ସମ୍ପର୍କରେ ଜାଣିପାରିବ। ଏଥିପାଇଁ ଆପ୍‌ ଦ୍ବାରା ବ୍ୟକ୍ତିର ଚେହେରାର ଏକ ଭିଡିଓ ପ୍ରସ୍ତୁତ ହୋଇଥାଏ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନ୍ୟୁାରୋଲୋଜିଷ୍ଟ୍‌ଙ୍କ କହିବା ଅନୁସାରେ ଏହି ଆପ୍‌ ଦ୍ବାରା ତୀବ୍ର ଷ୍ଟୋକ୍‌ର ପୂର୍ବ ସୂଚନା ମଧ୍ୟ ମିଳିପାରିବ। ଏହି ଆପ୍‌କୁ ୨୭୦ ଜଣ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଥÒଲା। ତେଣୁ ଷ୍ଟ୍ରୋକ୍‌ ନହେବା ପାଇଁ ସେମାନେ ଚିକିତ୍ସିତ ହୋଇଥିଲେ। ଷ୍ଟ୍ରୋକ୍‌ ହେବା ପୂର୍ବରୁ ଚେହେରାର ଲକ୍ଷଣକୁ ଏହି ଆପ୍‌ ଦ୍ବାରା ୧୦୦% ଠିକ୍‌ ଚିହ୍ନଟ କରାଯାଇ ଥିବାବେଳେ ଦୁଇ-ତୃତୀୟାଂଶରୁ ଅଧିକ ଲୋକଙ୍କ ହାତ ସ୍ନାୟୁର ଦୁର୍ବଳତାକୁ ଦର୍ଶାଯାଇଥÒଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp