ଜାଣନ୍ତୁ କିସ୍‌ମିସ୍‌ର ଲାଭଦାୟକ ଗୁଣ….

The Sakala Picture
Published On

କିସ୍‌ମିସ୍‌ରେ ଭିଟାମିନ୍ ବି ୬, ଆଇରନ୍, ପୋଟାସିୟମ୍, କପର, ମାଙ୍ଗାନିଜ୍ ଓ ଅନେକ ପୋଷକତତ୍ତ୍ୱ ଭରି ରହିଥାଏ। ତେଣୁ ପ୍ରତ୍ୟେକ ଦିନ ନିଜ ଡାଏଟ୍‌ରେ କିସ୍‌ମିସ୍‌କୁ ସାମିଲ୍ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଅନେକ ରୋଗ ଭଲ ହୋଇଥାଏ। ତେବେ କିସ୍‌ମିସ୍‌ର ଲାଭଦାୟକ ଗୁଣଗୁଡ଼ିକ ହେଉଛି- -କିସ୍‌ମିସ୍‌ରେ ଏଲ୍‌କାଲାଇନ୍ ନାମକ ଏକ ପୋଷକ ତତ୍ତ୍ବ ରହିଥାଏ, ଯାହା ଏସିଡିଟି ଦୂର କରେ । ତେଣୁ ଏସିଡିଟି ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଏହାକୁ […]

କିସ୍‌ମିସ୍‌ରେ ଭିଟାମିନ୍ ବି ୬, ଆଇରନ୍, ପୋଟାସିୟମ୍, କପର, ମାଙ୍ଗାନିଜ୍ ଓ ଅନେକ ପୋଷକତତ୍ତ୍ୱ ଭରି ରହିଥାଏ। ତେଣୁ ପ୍ରତ୍ୟେକ ଦିନ ନିଜ ଡାଏଟ୍‌ରେ କିସ୍‌ମିସ୍‌କୁ ସାମିଲ୍ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଅନେକ ରୋଗ ଭଲ ହୋଇଥାଏ। ତେବେ କିସ୍‌ମିସ୍‌ର ଲାଭଦାୟକ ଗୁଣଗୁଡ଼ିକ ହେଉଛି-

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

-କିସ୍‌ମିସ୍‌ରେ ଏଲ୍‌କାଲାଇନ୍ ନାମକ ଏକ ପୋଷକ ତତ୍ତ୍ବ ରହିଥାଏ, ଯାହା ଏସିଡିଟି ଦୂର କରେ । ତେଣୁ ଏସିଡିଟି ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

-କିସ୍‌ମିସ୍‌ରେ ନ୍ୟାଚୁରାଲ୍ ସୁଗାର୍ ଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇ ସ୍ଫୁର୍ତ୍ତି ଆଣିଥାଏ। କିସ୍‌ମିସ୍‌ରେ କୋଲେଷ୍ଟ୍ରଲ୍‌ର ମାତ୍ରା କମ୍ ଏବଂ ଫାଇବର୍‌ର ମାତ୍ରା ଅଧିକ ଥିବାରୁ ଏହା ହୃଦ୍‌ରୋଗ ଦୂର କରିବା ପାଇଁ ଲାଭଦାୟକ ।

-କୋଷ୍ଠକାଠିନ୍ୟ ଓ ହଜମ ସମସ୍ୟା ଥିଲେ ପ୍ରତିଦିନ ୩ରୁ ୪ଟି କିସ୍‌ମିସ୍‌ ଖାଇବା ଉଚିତ। ରାତିରେ ଏହାକୁ ପାଣିରେ ବତୁରାଇ ସକାଳୁ ଖାଲିପେଟରେ ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ। ପାଚନତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ। 

-ମେଦବହୁଳତା କମ୍ କରିବାକୁ ଚାହୁଁଥିଲେ କିସ୍‌ମିସ୍‌ ଖାଆନ୍ତୁ। ଏଥିରେ ଥିବା ପ୍ରିବାୟୋଟିକ୍ ଓ ଡାଇଟ୍ରି ଫାଇବର୍‌ ଚର୍ବି ହ୍ରାସ କରେ। ବତୁରା କିସ୍‌ମିସ୍‌ ସହିତ ସେହି ବତୁରା ପାଣି ପିଅନ୍ତୁ ।

– କିସ୍‌ମିସ୍‌ରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଆଣ୍ଟିଅକ୍ସିଡେଣ୍ଟ୍ ଓ ଅନେକ ପ୍ରକାର ଭିଟାମିନ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହା ଫଳରେ କୌଣସି ସଂକ୍ରମଣର ଆଶଙ୍କା କମ୍ ଥାଏ ।

–  ଓରାଲ୍ ହେଲ୍‌ଥ ପାଇଁ ମଧ୍ୟ କିସ୍‌ମିସ୍ ବେଶ୍ ଲାଭଦାୟକ।

26 Dec 2021 By The Sakala

ଜାଣନ୍ତୁ କିସ୍‌ମିସ୍‌ର ଲାଭଦାୟକ ଗୁଣ….

କିସ୍‌ମିସ୍‌ରେ ଭିଟାମିନ୍ ବି ୬, ଆଇରନ୍, ପୋଟାସିୟମ୍, କପର, ମାଙ୍ଗାନିଜ୍ ଓ ଅନେକ ପୋଷକତତ୍ତ୍ୱ ଭରି ରହିଥାଏ। ତେଣୁ ପ୍ରତ୍ୟେକ ଦିନ ନିଜ ଡାଏଟ୍‌ରେ କିସ୍‌ମିସ୍‌କୁ ସାମିଲ୍ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଅନେକ ରୋଗ ଭଲ ହୋଇଥାଏ। ତେବେ କିସ୍‌ମିସ୍‌ର ଲାଭଦାୟକ ଗୁଣଗୁଡ଼ିକ ହେଉଛି-

-କିସ୍‌ମିସ୍‌ରେ ଏଲ୍‌କାଲାଇନ୍ ନାମକ ଏକ ପୋଷକ ତତ୍ତ୍ବ ରହିଥାଏ, ଯାହା ଏସିଡିଟି ଦୂର କରେ । ତେଣୁ ଏସିଡିଟି ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

-କିସ୍‌ମିସ୍‌ରେ ନ୍ୟାଚୁରାଲ୍ ସୁଗାର୍ ଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇ ସ୍ଫୁର୍ତ୍ତି ଆଣିଥାଏ। କିସ୍‌ମିସ୍‌ରେ କୋଲେଷ୍ଟ୍ରଲ୍‌ର ମାତ୍ରା କମ୍ ଏବଂ ଫାଇବର୍‌ର ମାତ୍ରା ଅଧିକ ଥିବାରୁ ଏହା ହୃଦ୍‌ରୋଗ ଦୂର କରିବା ପାଇଁ ଲାଭଦାୟକ ।

-କୋଷ୍ଠକାଠିନ୍ୟ ଓ ହଜମ ସମସ୍ୟା ଥିଲେ ପ୍ରତିଦିନ ୩ରୁ ୪ଟି କିସ୍‌ମିସ୍‌ ଖାଇବା ଉଚିତ। ରାତିରେ ଏହାକୁ ପାଣିରେ ବତୁରାଇ ସକାଳୁ ଖାଲିପେଟରେ ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ। ପାଚନତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ। 

-ମେଦବହୁଳତା କମ୍ କରିବାକୁ ଚାହୁଁଥିଲେ କିସ୍‌ମିସ୍‌ ଖାଆନ୍ତୁ। ଏଥିରେ ଥିବା ପ୍ରିବାୟୋଟିକ୍ ଓ ଡାଇଟ୍ରି ଫାଇବର୍‌ ଚର୍ବି ହ୍ରାସ କରେ। ବତୁରା କିସ୍‌ମିସ୍‌ ସହିତ ସେହି ବତୁରା ପାଣି ପିଅନ୍ତୁ ।

– କିସ୍‌ମିସ୍‌ରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଆଣ୍ଟିଅକ୍ସିଡେଣ୍ଟ୍ ଓ ଅନେକ ପ୍ରକାର ଭିଟାମିନ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହା ଫଳରେ କୌଣସି ସଂକ୍ରମଣର ଆଶଙ୍କା କମ୍ ଥାଏ ।

–  ଓରାଲ୍ ହେଲ୍‌ଥ ପାଇଁ ମଧ୍ୟ କିସ୍‌ମିସ୍ ବେଶ୍ ଲାଭଦାୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp