ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଓ ସରଳ ଉପାୟ….

The Sakala Picture
Published On

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ ସେଗୁଡ଼ିକ ସମ୍ପର୍କରେ ଜାଣିବା… -ଅବସାଦ ଦୂର କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ହେଉଛି ସୁନିଦ୍ରା। ସୁନିଦ୍ରା ଯୋଗୁଁ ହରମୋନ୍‌ର ସ୍ତର ନିୟନ୍ତ୍ରଣରେ ରହିବା ସହିତ […]

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ ସେଗୁଡ଼ିକ ସମ୍ପର୍କରେ ଜାଣିବା…

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ଅବସାଦ ଦୂର କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ହେଉଛି ସୁନିଦ୍ରା। ସୁନିଦ୍ରା ଯୋଗୁଁ ହରମୋନ୍‌ର ସ୍ତର ନିୟନ୍ତ୍ରଣରେ ରହିବା ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଦରକାର।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-ନିଜ ଜୀବନଚର୍ଯ୍ୟାର ପ୍ଲାନିଙ୍ଗ୍‌ କରନ୍ତୁ। ନିଜେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ। ଏହାଦ୍ବାରା ଦ୍ବନ୍ଦ୍ବ ଓ ଚାପଗ୍ରସ୍ତ ସ୍ଥିତି ଉପୁଜିବ ନାହିଁ।

-ଯୋଗ, ଧ୍ୟାନ ଓ ପ୍ରାଣାୟାମ କରନ୍ତୁ। ନିଜ ନିଃଶ୍ବାସ ପ୍ରଶ୍ବାସ ଉପରେ ଧ୍ୟାନ ଦିଅନ୍ତୁ।

-ଭୁଲ୍‌ ଖାଦ୍ୟ ଅବସାଦର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ ଅବସାଦରୁ ଦୂର ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଦୂଷିତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ନିଜକୁ ପସନ୍ଦ ହେଉଥିବା କାମ ପାଇଁ ସମୟ ବାହାର କରନ୍ତୁ। ଏହାଦ୍ବାରା ମନ ଖୁସି ରହିଥାଏ, ଯାହାଦ୍ବାରା ମସ୍ତିଷ୍କ ଆପେ ଆପେ ଅବସାଦମୁକ୍ତ ରହିଥାଏ।

-ନିୟମିତ ବ୍ୟାୟାମ କରିବା ଦ୍ବାରା ମାନସିକ ଓ ଶାରୀରିକ ସୁସ୍ଥତା ଆସିଥାଏ। ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଷ୍ଟ୍ରେସ୍‌ ହରମୋନ୍‌ର ସ୍ତର କମ୍‌ ହୋଇଥାଏ।

-ଅବସାଦ ସମୟରେ ନିଜର ଭାବନାକୁ ସାଙ୍ଗସାଥୀ କିମ୍ବା ପରିବାରର ସଦସ୍ୟଙ୍କ ସହିତ ସେୟାର୍‌ କରନ୍ତୁ। ଅବସାଦ ଦୂର କରିବା ପାଇଁ ଏହା ଏକ ଭଲ ବିକଳ୍ପ।

05 Sep 2022 By The Sakala

ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଓ ସରଳ ଉପାୟ….

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ ସେଗୁଡ଼ିକ ସମ୍ପର୍କରେ ଜାଣିବା…

-ଅବସାଦ ଦୂର କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ହେଉଛି ସୁନିଦ୍ରା। ସୁନିଦ୍ରା ଯୋଗୁଁ ହରମୋନ୍‌ର ସ୍ତର ନିୟନ୍ତ୍ରଣରେ ରହିବା ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଦରକାର।

-ନିଜ ଜୀବନଚର୍ଯ୍ୟାର ପ୍ଲାନିଙ୍ଗ୍‌ କରନ୍ତୁ। ନିଜେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ। ଏହାଦ୍ବାରା ଦ୍ବନ୍ଦ୍ବ ଓ ଚାପଗ୍ରସ୍ତ ସ୍ଥିତି ଉପୁଜିବ ନାହିଁ।

-ଯୋଗ, ଧ୍ୟାନ ଓ ପ୍ରାଣାୟାମ କରନ୍ତୁ। ନିଜ ନିଃଶ୍ବାସ ପ୍ରଶ୍ବାସ ଉପରେ ଧ୍ୟାନ ଦିଅନ୍ତୁ।

-ଭୁଲ୍‌ ଖାଦ୍ୟ ଅବସାଦର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ ଅବସାଦରୁ ଦୂର ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଦୂଷିତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ନିଜକୁ ପସନ୍ଦ ହେଉଥିବା କାମ ପାଇଁ ସମୟ ବାହାର କରନ୍ତୁ। ଏହାଦ୍ବାରା ମନ ଖୁସି ରହିଥାଏ, ଯାହାଦ୍ବାରା ମସ୍ତିଷ୍କ ଆପେ ଆପେ ଅବସାଦମୁକ୍ତ ରହିଥାଏ।

-ନିୟମିତ ବ୍ୟାୟାମ କରିବା ଦ୍ବାରା ମାନସିକ ଓ ଶାରୀରିକ ସୁସ୍ଥତା ଆସିଥାଏ। ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଷ୍ଟ୍ରେସ୍‌ ହରମୋନ୍‌ର ସ୍ତର କମ୍‌ ହୋଇଥାଏ।

-ଅବସାଦ ସମୟରେ ନିଜର ଭାବନାକୁ ସାଙ୍ଗସାଥୀ କିମ୍ବା ପରିବାରର ସଦସ୍ୟଙ୍କ ସହିତ ସେୟାର୍‌ କରନ୍ତୁ। ଅବସାଦ ଦୂର କରିବା ପାଇଁ ଏହା ଏକ ଭଲ ବିକଳ୍ପ।

https://www.thesakala.in/health/easy-and-simple-way-to-get-freee-of-depression/article-14723
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp