ଅଧିକ ପ୍ରୋଟିନ୍‌ କ୍ଷତିକାରକ

The Sakala Picture
Published On

ଶରୀରରେ ପ୍ରୋଟିନ୍‌ର ଅଭାବ ହେଲେ ନାନାପ୍ରକାର ରୋଗ ଦେଖାଯାଏ। କିନ୍ତୁ ଠିକ୍ ଏହାର ବିପରୀତ ପରିସ୍ଥିତିରେ ଯଦି ଶରୀରରେ ପ୍ରୋଟିନ୍‌ ମାତ୍ରାଧିକ ରହେ, ତେବେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିସିନ୍‌ ପକ୍ଷରୁ କୁହାଯାଇଛି ଯେ, ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରରେ କିଲୋ ପ୍ରତି ୦.୮ ଗ୍ରାମ୍‌ ପ୍ରୋଟିନ୍ ରହିବା ଉଚିତ। ତେବେ ଅଧିକ ପ୍ରୋଟିନ୍‌ ଦ୍ବାରା ଶରୀରରେ ଅନେକ ପରିବର୍ତ୍ତନ ହୁଏ। ଯଥା – > ପାଟିରୁ ଦୁର୍ଗନ୍ଧ ବାହାରିବା। > […]

ଶରୀରରେ ପ୍ରୋଟିନ୍‌ର ଅଭାବ ହେଲେ ନାନାପ୍ରକାର ରୋଗ ଦେଖାଯାଏ। କିନ୍ତୁ ଠିକ୍ ଏହାର ବିପରୀତ ପରିସ୍ଥିତିରେ ଯଦି ଶରୀରରେ ପ୍ରୋଟିନ୍‌ ମାତ୍ରାଧିକ ରହେ, ତେବେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିସିନ୍‌ ପକ୍ଷରୁ କୁହାଯାଇଛି ଯେ, ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରରେ କିଲୋ ପ୍ରତି ୦.୮ ଗ୍ରାମ୍‌ ପ୍ରୋଟିନ୍ ରହିବା ଉଚିତ। ତେବେ ଅଧିକ ପ୍ରୋଟିନ୍‌ ଦ୍ବାରା ଶରୀରରେ ଅନେକ ପରିବର୍ତ୍ତନ ହୁଏ। ଯଥା –

ଆହୁରି ପଢ଼ନ୍ତୁ: କଦଳୀ ଖାଉଛନ୍ତି କି? ସାବଧାନ! ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଖାଇବାଠାରୁ ଦୂରେଇ ରୁହନ୍ତୁ

> ପାଟିରୁ ଦୁର୍ଗନ୍ଧ ବାହାରିବା।

ଆହୁରି ପଢ଼ନ୍ତୁ: ଭଲ ନିଦ ହେବା ସତ୍ତ୍ୱେ ବି କ୍ଳାନ୍ତ ଅନୁଭବ କରୁଛନ୍ତି କି? ମେଦବହୁଳତା ହୋଇପାରେ ଏହାର ମୁଖ୍ୟ କାରଣ

> ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କିଡ୍‌ନି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ।

> ରେଡ୍‌ ମିଟ୍‌ ଓ ଅଧିକ ପ୍ରୋଟିନ୍‌ ଯୁକ୍ତ ଦୁଗ୍ଧଜାତୀୟ ପଦାର୍ଥ ଅଧିକ ପରିମାଣରେ ଖାଇବା ଦ୍ବାରା ହୃଦରୋଗ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ।

> ମୋଟାପଣ ସମସ୍ୟା ଅଧିକ ହୁଏ।

> ପ୍ରୋଟିନ୍‌ର ପରିମାଣ ଅଧିକ ହେଲେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ।

> କ୍ୟାଲ୍‌ସିୟମ୍‌ର ପରିମାଣ କମ୍ ହୁଏ। ଯାହାଦ୍ବାରା ହାଡ଼ସମ୍ପର୍କୀୟ ବିଭିନ୍ନ ରୋଗ ଓ ଅଷ୍ଟିଓପୋରୋସିସ୍‌ ସମସ୍ୟା ସୃଷ୍ଟି ହୋଇପାରେ।

> ଅଧିକ ପ୍ରୋଟିନ୍‌ ଯୋଗୁଁ ବିଶେଷ ଭାବେ ପୁରୁଷମାନଙ୍କ କ୍ଷେତ୍ରରେ କ୍ୟାନ୍ସର୍‌ ଭଳି ମାରାତ୍ମକ ରୋଗର ଆଶଙ୍କା ଦେଖାଯାଏ।

> ଅନେକଙ୍କ କ୍ଷେତ୍ରରେ ପ୍ରୋଟିନ୍‌ ଯୋଗୁଁ ମୁଖବ୍ରଣ ସମସ୍ୟା ମଧ୍ୟ ସୃଷ୍ଟି ହୁଏ।

> ପ୍ରୋଟିନ୍‌ର ପରିମାଣ ଅଧÒକ ହେଲେ ଫାଇବର୍‌ର ପରିମାଣ କମ୍ ହୁଏ ଏବଂ ଏହାଦ୍ବାରା ହଜମକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

21 Jul 2021 By The Sakala

ଅଧିକ ପ୍ରୋଟିନ୍‌ କ୍ଷତିକାରକ

ଶରୀରରେ ପ୍ରୋଟିନ୍‌ର ଅଭାବ ହେଲେ ନାନାପ୍ରକାର ରୋଗ ଦେଖାଯାଏ। କିନ୍ତୁ ଠିକ୍ ଏହାର ବିପରୀତ ପରିସ୍ଥିତିରେ ଯଦି ଶରୀରରେ ପ୍ରୋଟିନ୍‌ ମାତ୍ରାଧିକ ରହେ, ତେବେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିସିନ୍‌ ପକ୍ଷରୁ କୁହାଯାଇଛି ଯେ, ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରରେ କିଲୋ ପ୍ରତି ୦.୮ ଗ୍ରାମ୍‌ ପ୍ରୋଟିନ୍ ରହିବା ଉଚିତ। ତେବେ ଅଧିକ ପ୍ରୋଟିନ୍‌ ଦ୍ବାରା ଶରୀରରେ ଅନେକ ପରିବର୍ତ୍ତନ ହୁଏ। ଯଥା –

> ପାଟିରୁ ଦୁର୍ଗନ୍ଧ ବାହାରିବା।

> ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କିଡ୍‌ନି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ।

> ରେଡ୍‌ ମିଟ୍‌ ଓ ଅଧିକ ପ୍ରୋଟିନ୍‌ ଯୁକ୍ତ ଦୁଗ୍ଧଜାତୀୟ ପଦାର୍ଥ ଅଧିକ ପରିମାଣରେ ଖାଇବା ଦ୍ବାରା ହୃଦରୋଗ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ।

> ମୋଟାପଣ ସମସ୍ୟା ଅଧିକ ହୁଏ।

> ପ୍ରୋଟିନ୍‌ର ପରିମାଣ ଅଧିକ ହେଲେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ।

> କ୍ୟାଲ୍‌ସିୟମ୍‌ର ପରିମାଣ କମ୍ ହୁଏ। ଯାହାଦ୍ବାରା ହାଡ଼ସମ୍ପର୍କୀୟ ବିଭିନ୍ନ ରୋଗ ଓ ଅଷ୍ଟିଓପୋରୋସିସ୍‌ ସମସ୍ୟା ସୃଷ୍ଟି ହୋଇପାରେ।

> ଅଧିକ ପ୍ରୋଟିନ୍‌ ଯୋଗୁଁ ବିଶେଷ ଭାବେ ପୁରୁଷମାନଙ୍କ କ୍ଷେତ୍ରରେ କ୍ୟାନ୍ସର୍‌ ଭଳି ମାରାତ୍ମକ ରୋଗର ଆଶଙ୍କା ଦେଖାଯାଏ।

> ଅନେକଙ୍କ କ୍ଷେତ୍ରରେ ପ୍ରୋଟିନ୍‌ ଯୋଗୁଁ ମୁଖବ୍ରଣ ସମସ୍ୟା ମଧ୍ୟ ସୃଷ୍ଟି ହୁଏ।

> ପ୍ରୋଟିନ୍‌ର ପରିମାଣ ଅଧÒକ ହେଲେ ଫାଇବର୍‌ର ପରିମାଣ କମ୍ ହୁଏ ଏବଂ ଏହାଦ୍ବାରା ହଜମକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp