୭ ଦିନରେ ୭୦୦ କୋଟି ଆୟ କଲାଣି ରାଜମୌଲିଙ୍କ ଚଳଚ୍ଚିତ୍ର RRR

The Sakala Picture
Published On

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ.ଏସ. ରାଜମୌଲିଙ୍କ ଚଳଚ୍ଚିତ୍ର ଆରଆରଆର ଦିନକୁ ଦିନ ଅନେକ ରେକର୍ଡ ଭାଙ୍ଗିଚାଲିଛି। ଏହି ଫିଲ୍ମ ୭ ଦିନରେ ୭୦୦ କୋଟି ଟଙ୍କା ଆୟ କରିଛି । ଏହାପରେ ରାଜମୌଲିଙ୍କ ଅନ୍ୟ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ରାଜମୌଲି ବଲିଉଡର ଗର୍ବକୁ ଭାଙ୍ଗି ଦେଇଛନ୍ତି। ତାଙ୍କର ତିନୋଟି ଫିଲ୍ମ ସମସ୍ତ ରେକର୍ଡକୁ ଅତିକ୍ରମ କରିଯାଇଛି। ଏହା ପୂର୍ବରୁ ରାଜମୌଲିଙ୍କ ବାହୁବଳୀ ରେକର୍ଡ ଆୟ କରିଥିଲା । କରୋନା କାଳରେ ସୂର୍ଯ୍ୟବଂଶୀ ଏବଂ ୮୩ […]

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ.ଏସ. ରାଜମୌଲିଙ୍କ ଚଳଚ୍ଚିତ୍ର ଆରଆରଆର ଦିନକୁ ଦିନ ଅନେକ ରେକର୍ଡ ଭାଙ୍ଗିଚାଲିଛି। ଏହି ଫିଲ୍ମ ୭ ଦିନରେ ୭୦୦ କୋଟି ଟଙ୍କା ଆୟ କରିଛି । ଏହାପରେ ରାଜମୌଲିଙ୍କ ଅନ୍ୟ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ରାଜମୌଲି ବଲିଉଡର ଗର୍ବକୁ ଭାଙ୍ଗି ଦେଇଛନ୍ତି। ତାଙ୍କର ତିନୋଟି ଫିଲ୍ମ ସମସ୍ତ ରେକର୍ଡକୁ ଅତିକ୍ରମ କରିଯାଇଛି। ଏହା ପୂର୍ବରୁ ରାଜମୌଲିଙ୍କ ବାହୁବଳୀ ରେକର୍ଡ ଆୟ କରିଥିଲା । କରୋନା କାଳରେ ସୂର୍ଯ୍ୟବଂଶୀ ଏବଂ ୮୩ ଭଳି ବଲିଉଡ ଚଳଚ୍ଚିତ୍ର ୩୦୦ କୋଟି ଟପି ପାରି ନଥିବାବେଳେ ଆରଆରିଆର ଅନେକ ରେକର୍ଡ କାଏମ କରିଛି ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

05 Apr 2022 By The Sakala

୭ ଦିନରେ ୭୦୦ କୋଟି ଆୟ କଲାଣି ରାଜମୌଲିଙ୍କ ଚଳଚ୍ଚିତ୍ର RRR

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ.ଏସ. ରାଜମୌଲିଙ୍କ ଚଳଚ୍ଚିତ୍ର ଆରଆରଆର ଦିନକୁ ଦିନ ଅନେକ ରେକର୍ଡ ଭାଙ୍ଗିଚାଲିଛି। ଏହି ଫିଲ୍ମ ୭ ଦିନରେ ୭୦୦ କୋଟି ଟଙ୍କା ଆୟ କରିଛି । ଏହାପରେ ରାଜମୌଲିଙ୍କ ଅନ୍ୟ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ରାଜମୌଲି ବଲିଉଡର ଗର୍ବକୁ ଭାଙ୍ଗି ଦେଇଛନ୍ତି। ତାଙ୍କର ତିନୋଟି ଫିଲ୍ମ ସମସ୍ତ ରେକର୍ଡକୁ ଅତିକ୍ରମ କରିଯାଇଛି। ଏହା ପୂର୍ବରୁ ରାଜମୌଲିଙ୍କ ବାହୁବଳୀ ରେକର୍ଡ ଆୟ କରିଥିଲା । କରୋନା କାଳରେ ସୂର୍ଯ୍ୟବଂଶୀ ଏବଂ ୮୩ ଭଳି ବଲିଉଡ ଚଳଚ୍ଚିତ୍ର ୩୦୦ କୋଟି ଟପି ପାରି ନଥିବାବେଳେ ଆରଆରିଆର ଅନେକ ରେକର୍ଡ କାଏମ କରିଛି ।

https://www.thesakala.in/entertainment/rrr-income-700-crore-in-7-days/article-10523
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp