‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା

The Sakala Picture
Published On

ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି । ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ […]

ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।

ଆହୁରି ପଢ଼ନ୍ତୁ: ଗଣେଶ ପୂଜାରେ ରିଲିଜ୍ ହେବ ତିନୋଟି ଓଡ଼ିଆ ସିନେମା: 'ଦାହାନ୍', 'ଦଣ୍ଡକାଳୀ' ଏବଂ 'ଯଦି' ମଧ୍ୟରେ କଡ଼ା ଟକ୍କର

ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp