ଅପେକ୍ଷାର ଅନ୍ତ, ଆଜି ନେଟଫ୍ଲିକ୍ସରେ ପ୍ରସାରିତ ହେବ ଲୋକପ୍ରିୟ ଥ୍ରୀଲର ୱେବ୍ ସିରିଜ୍ ‘ମନି ହିଷ୍ଟ’ର ଲାଷ୍ଟ ପାର୍ଟ

The Sakala Picture
Published On

ନେଟଫ୍ଲିକ୍ସର ଲୋକପ୍ରିୟ ଥ୍ରୀଲର ୱେବ୍ ସିରିଜ୍ ‘ମନି ହିଷ୍ଟ’ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପୁଣି ଥରେ ପ୍ରସ୍ତୁତ। ‘ମନି ହିଷ୍ଟ’ର ପଞ୍ଚମ ତଥା ଅନ୍ତିମ ପାର୍ଟ ଆଜି ଅର୍ଥାତ୍ ଡିସେମ୍ବର ୩ ରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ। ଏହା ସହିତ ପ୍ରଶଂସକଙ୍କ ଦୀର୍ଘ ଅପେକ୍ଷା ଶେଷ ହେବ। ଶେଷ ଭାଗରେ, ସବୁକିଛି ସ୍ପଷ୍ଟ ହୋଇଯିବ ଯେ ପ୍ରଫେସର ଏବଂ ତାଙ୍କ ଟିମ୍‌ ସହିତ କ’ଣ ହେଲା? ସେମାନେ ବ୍ୟାଙ୍କ ଅଫ୍ ସ୍ପେନରୁ ସୁନା ଚୋରି କରିବାରେ ସଫଳ […]

ନେଟଫ୍ଲିକ୍ସର ଲୋକପ୍ରିୟ ଥ୍ରୀଲର ୱେବ୍ ସିରିଜ୍ ‘ମନି ହିଷ୍ଟ’ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପୁଣି ଥରେ ପ୍ରସ୍ତୁତ। ‘ମନି ହିଷ୍ଟ’ର ପଞ୍ଚମ ତଥା ଅନ୍ତିମ ପାର୍ଟ ଆଜି ଅର୍ଥାତ୍ ଡିସେମ୍ବର ୩ ରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ। ଏହା ସହିତ ପ୍ରଶଂସକଙ୍କ ଦୀର୍ଘ ଅପେକ୍ଷା ଶେଷ ହେବ। ଶେଷ ଭାଗରେ, ସବୁକିଛି ସ୍ପଷ୍ଟ ହୋଇଯିବ ଯେ ପ୍ରଫେସର ଏବଂ ତାଙ୍କ ଟିମ୍‌ ସହିତ କ’ଣ ହେଲା? ସେମାନେ ବ୍ୟାଙ୍କ ଅଫ୍ ସ୍ପେନରୁ ସୁନା ଚୋରି କରିବାରେ ସଫଳ ହୋଇଥିଲେ ନା ସ୍ପେଶାଲ ଫୋର୍ସର ଟାର୍ଗେଟରେ ହୋଇଯାଇଥିଲେ । ଆପଣ ଆଜି ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ୧୦ ମିଲିୟନ ଡଲାର ଫି' ନେଇ ଜଷ୍ଟିନ ବିବର କଲେ 'ଅଳସୁଆ' ପ୍ରଦର୍ଶନ, ସମାଲୋଚନାର ଶିକାର

ଆଜି ଦ୍ବିପହର ୧.୩୦ରେ ନେଟଫ୍ଲିକ୍ସରେ ମନି ହିଷ୍ଟ’ର ପଞ୍ଚମ ତଥା ଅନ୍ତିମ ପାର୍ଟ ଷ୍ଟ୍ରିମ୍ ହେବ। ଯଦି ଆପଣଙ୍କର ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଅଛି, ତେବେ ଆପଣ ଆଜି ଦିନ ୧.୩୦ ପରେ ଯେ କୌଣସି ସମୟରେ ଏହାକୁ ଦେଖିପାରିବେ। ମନି ହିଷ୍ଟର ଅନ୍ତିମ ପାର୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଭାଗରେ ୫ ଟି ଏପିସୋଡ୍ ଥିଲା ଏବଂ ଶେଷ ଭାଗରେ ପାଞ୍ଚଟି ଏପିସୋଡ୍ ଅଛି । ଅନ୍ତିମ ପାର୍ଟର ପ୍ରଥମ ଭାଗ ସେପ୍ଟେମ୍ବର ୩ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ​।  ପ୍ରଫେସର ଏବଂ ତାଙ୍କ ଦଳର ଅବଶିଷ୍ଟ ସଦସ୍ୟମାନେ ବର୍ତ୍ତମାନ ବ୍ୟାଙ୍କ ଅଫ୍ ସ୍ପେନରେ ଅଛନ୍ତି। ପରବର୍ତ୍ତୀ ଘଟଣା ପାଇଁ ଆପଣଙ୍କୁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଶାହରୁଖ ଖାନଙ୍କ ପୂର୍ବତନ ବଡିଗାର୍ଡ ୟାସିନ୍ ଖାନଙ୍କ ବଡ଼ ଖୁଲାସା: ପ୍ରାଇଭେଟ୍ ଜେଟ୍‌ରେ ଯାତ୍ରା, ୮ଟି ପାସପୋର୍ଟ ଏବଂ ୫ ଷ୍ଟାର୍ ହୋଟେଲରେ ରହଣି

ଏହି ସିରିଜର ଅନ୍ତିମ ପାର୍ଟ ପାଇଁ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି ଯାହା ଗତ ସିଜନରେ ବହୁତ ମନୋରଞ୍ଜନ କରିଛି । ପ୍ରଫେସରଙ୍କ ଟିମ୍‌ ଏଥର କ’ଣ କଲେ  ଏବଂ ପ୍ରଫେସର ଏବଂ ଆଲିସିଆଙ୍କ ଲଢେଇର ଶେଷରେ କଣ ହେଲା ତାହା ଜାଣିବାକୁ ଦର୍ଶନ ବେଶ ଉତ୍ସାହିତ ଅଛନ୍ତି। ମନି ହିଷ୍ଟ ହେଉଛି ଏକ ସ୍ପାନିଶ୍ ଭାଷା ୱେବ୍ ସିରିଜ୍। ମନି ହିଷ୍ଟର ପଞ୍ଚମ ଭାଗରେ ଉର୍ସୁଲା କରବେରୋ, ଆଲଭାରୋ ମୋର୍ଟ, ଇଟିଜିଆର୍ ଇଟୁନୋ, ପେଡ୍ରୋ ଆଲୋନସୋ, ମିଗୁଏଲ୍ ହେରାନ୍, ଜେଇମ୍ ଲ୍ଲୋରେଣ୍ଟେ, ଏଷ୍ଟର୍ ଏସବୋ, ଏନ୍ରିକ୍ ଆର୍ସେ, ଡାର୍କୋ ପେରିକ୍, ହୋଭିକ୍ କେଚକାରିଆନ୍ ନଜର ଆସିବେ ।

03 Dec 2021 By The Sakala

ଅପେକ୍ଷାର ଅନ୍ତ, ଆଜି ନେଟଫ୍ଲିକ୍ସରେ ପ୍ରସାରିତ ହେବ ଲୋକପ୍ରିୟ ଥ୍ରୀଲର ୱେବ୍ ସିରିଜ୍ ‘ମନି ହିଷ୍ଟ’ର ଲାଷ୍ଟ ପାର୍ଟ

ନେଟଫ୍ଲିକ୍ସର ଲୋକପ୍ରିୟ ଥ୍ରୀଲର ୱେବ୍ ସିରିଜ୍ ‘ମନି ହିଷ୍ଟ’ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପୁଣି ଥରେ ପ୍ରସ୍ତୁତ। ‘ମନି ହିଷ୍ଟ’ର ପଞ୍ଚମ ତଥା ଅନ୍ତିମ ପାର୍ଟ ଆଜି ଅର୍ଥାତ୍ ଡିସେମ୍ବର ୩ ରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ। ଏହା ସହିତ ପ୍ରଶଂସକଙ୍କ ଦୀର୍ଘ ଅପେକ୍ଷା ଶେଷ ହେବ। ଶେଷ ଭାଗରେ, ସବୁକିଛି ସ୍ପଷ୍ଟ ହୋଇଯିବ ଯେ ପ୍ରଫେସର ଏବଂ ତାଙ୍କ ଟିମ୍‌ ସହିତ କ’ଣ ହେଲା? ସେମାନେ ବ୍ୟାଙ୍କ ଅଫ୍ ସ୍ପେନରୁ ସୁନା ଚୋରି କରିବାରେ ସଫଳ ହୋଇଥିଲେ ନା ସ୍ପେଶାଲ ଫୋର୍ସର ଟାର୍ଗେଟରେ ହୋଇଯାଇଥିଲେ । ଆପଣ ଆଜି ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବାକୁ ଯାଉଛନ୍ତି ।

ଆଜି ଦ୍ବିପହର ୧.୩୦ରେ ନେଟଫ୍ଲିକ୍ସରେ ମନି ହିଷ୍ଟ’ର ପଞ୍ଚମ ତଥା ଅନ୍ତିମ ପାର୍ଟ ଷ୍ଟ୍ରିମ୍ ହେବ। ଯଦି ଆପଣଙ୍କର ନେଟଫ୍ଲିକ୍ସ ସବସ୍କ୍ରିପସନ୍ ଅଛି, ତେବେ ଆପଣ ଆଜି ଦିନ ୧.୩୦ ପରେ ଯେ କୌଣସି ସମୟରେ ଏହାକୁ ଦେଖିପାରିବେ। ମନି ହିଷ୍ଟର ଅନ୍ତିମ ପାର୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଭାଗରେ ୫ ଟି ଏପିସୋଡ୍ ଥିଲା ଏବଂ ଶେଷ ଭାଗରେ ପାଞ୍ଚଟି ଏପିସୋଡ୍ ଅଛି । ଅନ୍ତିମ ପାର୍ଟର ପ୍ରଥମ ଭାଗ ସେପ୍ଟେମ୍ବର ୩ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ​।  ପ୍ରଫେସର ଏବଂ ତାଙ୍କ ଦଳର ଅବଶିଷ୍ଟ ସଦସ୍ୟମାନେ ବର୍ତ୍ତମାନ ବ୍ୟାଙ୍କ ଅଫ୍ ସ୍ପେନରେ ଅଛନ୍ତି। ପରବର୍ତ୍ତୀ ଘଟଣା ପାଇଁ ଆପଣଙ୍କୁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ଏହି ସିରିଜର ଅନ୍ତିମ ପାର୍ଟ ପାଇଁ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି ଯାହା ଗତ ସିଜନରେ ବହୁତ ମନୋରଞ୍ଜନ କରିଛି । ପ୍ରଫେସରଙ୍କ ଟିମ୍‌ ଏଥର କ’ଣ କଲେ  ଏବଂ ପ୍ରଫେସର ଏବଂ ଆଲିସିଆଙ୍କ ଲଢେଇର ଶେଷରେ କଣ ହେଲା ତାହା ଜାଣିବାକୁ ଦର୍ଶନ ବେଶ ଉତ୍ସାହିତ ଅଛନ୍ତି। ମନି ହିଷ୍ଟ ହେଉଛି ଏକ ସ୍ପାନିଶ୍ ଭାଷା ୱେବ୍ ସିରିଜ୍। ମନି ହିଷ୍ଟର ପଞ୍ଚମ ଭାଗରେ ଉର୍ସୁଲା କରବେରୋ, ଆଲଭାରୋ ମୋର୍ଟ, ଇଟିଜିଆର୍ ଇଟୁନୋ, ପେଡ୍ରୋ ଆଲୋନସୋ, ମିଗୁଏଲ୍ ହେରାନ୍, ଜେଇମ୍ ଲ୍ଲୋରେଣ୍ଟେ, ଏଷ୍ଟର୍ ଏସବୋ, ଏନ୍ରିକ୍ ଆର୍ସେ, ଡାର୍କୋ ପେରିକ୍, ହୋଭିକ୍ କେଚକାରିଆନ୍ ନଜର ଆସିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର