‘ଭୁଲଭୁଲୈୟା-୨’ ଟ୍ରେଲର୍‌ ଦେଖି ଦର୍ଶକେ ମନେପକାଇଲେ ଅକ୍ଷୟଙ୍କୁ

The Sakala Picture
Published On

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ୍‌, କିଆରା ଆଡଭାନି ଓ ତବୁଙ୍କ ଅଭିନୀତ ‘ଭୁଲଭୁଲୈୟା-୨’ର ଟ୍ରେଲର୍‌ ନିକଟରେ ଲଞ୍ଚ କରାଯାଇଛି। ଏହା ଦର୍ଶକଙ୍କୁ ପସନ୍ଦ ଆସିଛି। ଟ୍ରେଲର୍ ଜାରି ହେବା ପରେ ଦର୍ଶକେ ଫିଲ୍ମର ମୂଳ ଅଭିନେତା ଅକ୍ଷୟ କୁମାରଙ୍କୁ ମନେ ପକାଇଛନ୍ତି। ଏପରିକି ଟ୍ରୋଲର୍ସ କାର୍ତ୍ତିକଙ୍କୁ ମୂଳ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। କିଛି ଟ୍ରୋଲର୍ସ ଅକ୍ଷୟ କୁମାର ହିଁ ଭଲ ଅଭିନୟ କରିଥିବା କଥା କହିଛନ୍ତି। ଏକ […]

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ୍‌, କିଆରା ଆଡଭାନି ଓ ତବୁଙ୍କ ଅଭିନୀତ ‘ଭୁଲଭୁଲୈୟା-୨’ର ଟ୍ରେଲର୍‌ ନିକଟରେ ଲଞ୍ଚ କରାଯାଇଛି। ଏହା ଦର୍ଶକଙ୍କୁ ପସନ୍ଦ ଆସିଛି। ଟ୍ରେଲର୍ ଜାରି ହେବା ପରେ ଦର୍ଶକେ ଫିଲ୍ମର ମୂଳ ଅଭିନେତା ଅକ୍ଷୟ କୁମାରଙ୍କୁ ମନେ ପକାଇଛନ୍ତି। ଏପରିକି ଟ୍ରୋଲର୍ସ କାର୍ତ୍ତିକଙ୍କୁ ମୂଳ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। କିଛି ଟ୍ରୋଲର୍ସ ଅକ୍ଷୟ କୁମାର ହିଁ ଭଲ ଅଭିନୟ କରିଥିବା କଥା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କାର୍ତ୍ତିକଙ୍କୁ ଏସମ୍ପର୍କରେ ପଚାରାଯିବାରୁ ସେ କହିଥିଲେ, ‘ଅକ୍ଷୟଙ୍କ ଭୂମିକା ସହ ମୁଁ ମୋର ଭୂମିକାକୁ ତୁଳନା କରିପାରିବି ନାହିଁ।

ଆହୁରି ପଢ଼ନ୍ତୁ: ନକାରାତ୍ମକ ରିଭ୍ୟୁ ସତ୍ତ୍ୱେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ମାଇକେଲ ଜ୍ୟାକସନଙ୍କ ବାୟୋପିକ୍, ଦର୍ଶକଙ୍କ ମିଳିଲା ବିପୁଳ ସମର୍ଥନ

ଅକ୍ଷୟ ଜଣେ ବଡ଼ ଅଭିନେତା, ଏପରି କରିବା ଉଚିତ୍‌ ନୁହେଁ। ‘ଭୁଲ୍‌ ଭୁଲୈୟା’ରେ ତାଙ୍କ ଅଭିନୟ ମୋତେ ଭଲ ଲାଗିଥିଲା। ତାଙ୍କୁ ଦେଖିକି ମୁଁ ବଡ଼ ହୋଇଛି। ତେଣୁ ଭଲ ହେବ, ତାଙ୍କ ସହ ମୋର ତୁଳନା କରା ନ ଯାଉ। ଏଥିରେ ଆମେ ନୂଆ କିଛି କରିବା ପାଇଁ ଯୋଜନା କରିଛୁ। ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ ବୋଲି ଆଶା ରଖିଛୁ। ତୁଳନା ହେବା ସ୍ବାଭାବିକ, କିନ୍ତୁ ଫିଲ୍ମ ରିଲିଜ୍‌ ପରେ ଦର୍ଶକେ ଏକ ଅଲଗା ଫିଲ୍ମ ଭଳି ଏହାକୁ ମନେ ରଖିବେ। ଏଠାରେ ପ୍ରକାଶ ଥାଉ କି, ‘ଭୁଲ୍‌ ଭୁଲୈୟା-୨’ ୨୦ମେ’ ୨୦୨୨ରେ ରିଲିଜ୍‌ ହେବ।

ଆହୁରି ପଢ଼ନ୍ତୁ: ହରିୟାଣୀ ଅଭିନେତ୍ରୀ ଦିବ୍ୟାଙ୍କା ସିରୋହୀଙ୍କ ୩୦ ବର୍ଷ ବୟସରେ ପରଲୋକ, ଭାଇରାଲ୍ ହେଉଛି 'ଶିବ ମୋତେ ସାଥୀରେ ନେଇଯାଅ' ପୋଷ୍ଟ

28 Apr 2022 By The Sakala

‘ଭୁଲଭୁଲୈୟା-୨’ ଟ୍ରେଲର୍‌ ଦେଖି ଦର୍ଶକେ ମନେପକାଇଲେ ଅକ୍ଷୟଙ୍କୁ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ୍‌, କିଆରା ଆଡଭାନି ଓ ତବୁଙ୍କ ଅଭିନୀତ ‘ଭୁଲଭୁଲୈୟା-୨’ର ଟ୍ରେଲର୍‌ ନିକଟରେ ଲଞ୍ଚ କରାଯାଇଛି। ଏହା ଦର୍ଶକଙ୍କୁ ପସନ୍ଦ ଆସିଛି। ଟ୍ରେଲର୍ ଜାରି ହେବା ପରେ ଦର୍ଶକେ ଫିଲ୍ମର ମୂଳ ଅଭିନେତା ଅକ୍ଷୟ କୁମାରଙ୍କୁ ମନେ ପକାଇଛନ୍ତି। ଏପରିକି ଟ୍ରୋଲର୍ସ କାର୍ତ୍ତିକଙ୍କୁ ମୂଳ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। କିଛି ଟ୍ରୋଲର୍ସ ଅକ୍ଷୟ କୁମାର ହିଁ ଭଲ ଅଭିନୟ କରିଥିବା କଥା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କାର୍ତ୍ତିକଙ୍କୁ ଏସମ୍ପର୍କରେ ପଚାରାଯିବାରୁ ସେ କହିଥିଲେ, ‘ଅକ୍ଷୟଙ୍କ ଭୂମିକା ସହ ମୁଁ ମୋର ଭୂମିକାକୁ ତୁଳନା କରିପାରିବି ନାହିଁ।

ଅକ୍ଷୟ ଜଣେ ବଡ଼ ଅଭିନେତା, ଏପରି କରିବା ଉଚିତ୍‌ ନୁହେଁ। ‘ଭୁଲ୍‌ ଭୁଲୈୟା’ରେ ତାଙ୍କ ଅଭିନୟ ମୋତେ ଭଲ ଲାଗିଥିଲା। ତାଙ୍କୁ ଦେଖିକି ମୁଁ ବଡ଼ ହୋଇଛି। ତେଣୁ ଭଲ ହେବ, ତାଙ୍କ ସହ ମୋର ତୁଳନା କରା ନ ଯାଉ। ଏଥିରେ ଆମେ ନୂଆ କିଛି କରିବା ପାଇଁ ଯୋଜନା କରିଛୁ। ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ ବୋଲି ଆଶା ରଖିଛୁ। ତୁଳନା ହେବା ସ୍ବାଭାବିକ, କିନ୍ତୁ ଫିଲ୍ମ ରିଲିଜ୍‌ ପରେ ଦର୍ଶକେ ଏକ ଅଲଗା ଫିଲ୍ମ ଭଳି ଏହାକୁ ମନେ ରଖିବେ। ଏଠାରେ ପ୍ରକାଶ ଥାଉ କି, ‘ଭୁଲ୍‌ ଭୁଲୈୟା-୨’ ୨୦ମେ’ ୨୦୨୨ରେ ରିଲିଜ୍‌ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର