‘ଜି ଲେ ଜରା’ରେ ଏକାଠି ନଜର ଆସିବେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌

The Sakala Picture
Published On

ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀ ଏକାଠି କାମ କରିବେ। ଫରହାନ୍‌ ଏହି […]

ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀ ଏକାଠି କାମ କରିବେ। ଫରହାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏଥିରେ ଅଭିନୟ ମଧ୍ୟ କରିବେ। ତେବେ ଫିଲ୍ମ ପାଇଁ ଅନ୍ୟ ଜଣେ ହିରୋଙ୍କୁ ଫାଇନାଲ୍‌ କରାଯାଇ ନାହିଁ। ଭିକି ମଧ୍ୟ ଫିଲ୍ମରେ କାମ କରିବେ କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ତିନି ଅଭିନେତ୍ରୀଙ୍କ ରୋଡ୍‌ ଟ୍ରିପ୍‌ ଉପରେ ଫିଲ୍ମର କାହାଣୀ ଆଧାରିତ।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

12 Jan 2022 By The Sakala

‘ଜି ଲେ ଜରା’ରେ ଏକାଠି ନଜର ଆସିବେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀ ଏକାଠି କାମ କରିବେ। ଫରହାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏଥିରେ ଅଭିନୟ ମଧ୍ୟ କରିବେ। ତେବେ ଫିଲ୍ମ ପାଇଁ ଅନ୍ୟ ଜଣେ ହିରୋଙ୍କୁ ଫାଇନାଲ୍‌ କରାଯାଇ ନାହିଁ। ଭିକି ମଧ୍ୟ ଫିଲ୍ମରେ କାମ କରିବେ କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ତିନି ଅଭିନେତ୍ରୀଙ୍କ ରୋଡ୍‌ ଟ୍ରିପ୍‌ ଉପରେ ଫିଲ୍ମର କାହାଣୀ ଆଧାରିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର