କ୍ୟାଟ୍ରିନା-ବିକିଙ୍କ ନିର୍ବନ୍ଧ ଶେଷ

The Sakala Picture
Published On

ଗତ କିଛିଦିନ ହେବ ଅଭିନେତା ବିକି କୌଶଳ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ଦୀପାବଳିରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ବିକି ଓ କ୍ୟାଟ୍ରିନା ସେମାନଙ୍କ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ। ବିକି ତାଙ୍କ ବାପା, […]

ଗତ କିଛିଦିନ ହେବ ଅଭିନେତା ବିକି କୌଶଳ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ଦୀପାବଳିରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି। ନେଇ ନିର୍ଦ୍ଦେଶକ କବୀର ଖାନ୍ଙ୍କ ଘରେ ବିକି କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥିଲା ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ବିକି  କ୍ୟାଟ୍ରିନା ସେମାନଙ୍କ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ। ବିକି ତାଙ୍କ ବାପା, ମାଆ ଭାଇ ସନିଙ୍କ ସହ ଆସିଥିବା ବେଳେ କ୍ୟାଟ୍ରିନାଙ୍କୁ ତାଙ୍କ ମାସୁଜେନ ଭଉଣୀ ଇସାବେଳଙ୍କ ସହ ଦେଖିବାକୁ ମିଳିଥିଲା ଦୀପାବଳିକୁ ଶୁଭ ତିଥି ବିଚାରିଭୟଙ୍କ ପରିବାର ଏହି ଦିନ ସେମାନଙ୍କର ନିର୍ବିଦ୍ଧ କରାଇଛନ୍ତି

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସେହିପରି ଗଣମାଧ୍ୟମ ଫଟୋଗ୍ରାଫରକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ବିକି କ୍ୟାଟ୍ରିନା ଅଲଗା ଅଲଗା ଅସି ନିର୍ବନ୍ଧରେ ପହଞ୍ଚିଥିଲେ ଅବଶ୍ୟ ଦୁହିଁଙ୍କ ନିର୍ବନ୍ଧ ଫଟୋ ଏଯାଏଁ ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ନାହିଁ ମାତ୍ର ସେମାନେ ନିଜର ଦୀପାବଳି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ବିକି ସେରୱାନ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଗୋଲାପି ଶାଢ଼ିରେ ନଜର ଆସିଛନ୍ତି ସେହିପରି ଏବେ ଦୁହିଁଙ୍କ ବାହାଘରର ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ବିଦେଶରେ ଡେଷ୍ଟିନେସନ୍ ୱେଡିଂ ଯୋଜନା କରିଥିବା ବିକି କ୍ଯାଟ୍ରିନା ଆସନ୍ତା ମାସରେ ଅର୍ଥାତ ଡିସେମ୍ବରରେ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp