ମୁକ୍ତିଲାଭ କଲା ରସିଆ ଟୋକା

The Sakala Picture
Published On

ଭୁବନେଶ୍ବର: ଏନଜିଆର ମିକ୍ସ ( NGR MIX ) ପ୍ରଡକ୍ସନରେ ଶୁକ୍ରବାର ରସିଆ ଟୋକା ଗୀତ ମୁକ୍ତିଲାଭ କରିଛି। ଏହି ଗୀତରେ ସମ୍ବଲପୁରୀ ଭାଷାର ମିଶ୍ରଣ ଶୁଣିବାକୁ ମିଳୁଛି। ଏହି ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଡ୍ଯାନ୍ସ ଦେଖିବାକୁ ମିଳିଛି। ସୁରମୟୀଙ୍କ ତାଙ୍କ ସାଥୀଙ୍କ ସହ ଯିବ ବାଟରେ ଗାଡିଟି ଖରାପ ହୋଇଯାଇଛି। ଏହି ସମୟରେ ରାଜେଶ ବାଇକରେ ଆସି ପହଞ୍ଚିଛନ୍ତି। ସୁରମୟୀଙ୍କ ଗୀଡିଟିକୁ ରାଜେଶ ସଜାଡିବା […]

ଭୁବନେଶ୍ବର: ଏନଜିଆର ମିକ୍ସ ( NGR MIX ) ପ୍ରଡକ୍ସନରେ ଶୁକ୍ରବାର ରସିଆ ଟୋକା ଗୀତ ମୁକ୍ତିଲାଭ କରିଛି। ଏହି ଗୀତରେ ସମ୍ବଲପୁରୀ ଭାଷାର ମିଶ୍ରଣ ଶୁଣିବାକୁ ମିଳୁଛି। ଏହି ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଡ୍ଯାନ୍ସ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସୁରମୟୀଙ୍କ ତାଙ୍କ ସାଥୀଙ୍କ ସହ ଯିବ ବାଟରେ ଗାଡିଟି ଖରାପ ହୋଇଯାଇଛି। ଏହି ସମୟରେ ରାଜେଶ ବାଇକରେ ଆସି ପହଞ୍ଚିଛନ୍ତି। ସୁରମୟୀଙ୍କ ଗୀଡିଟିକୁ ରାଜେଶ ସଜାଡିବା ବେଳେ ଏହି ଡ୍ଯାନ୍ସଟି ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଏହି ରସିଆ ଟୋକା ସଙ୍ଗୀତର ଭାର ପ୍ରେମାନନ୍ଦ ସମ୍ଭାଳିଥିବା ବେଳେ। ମଣ୍ଟୁ ଛୁରିଆ ଓ ଅଶୀମା ପଣ୍ଡା ସଙ୍ଗୀତଟିକୁ ବୋଲିଛନ୍ତି। ଏହି ସଙ୍ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ଜବରଦସ୍ତ ଡ୍ଯନ୍ସ ଦେଖିବାକୁ ମିଳୁଛି । ଉକ୍ତ ଗୀତଟିକୁ କୋରିଅଗ୍ରାଫି ଓ ନିର୍ଦ୍ଦେଶନା ଦେଇଛନ୍ତି ଗୀରିସ ମହାନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ଏହି ସଙ୍ଗୀତଟି ଜିଓ ସାଭନ, ଆମାଜୋନ ପ୍ରାଇମ ମ୍ଯୁଜିକ , ୟୁଟୁବ –ମ୍ଯୁଜିକ, ହଙ୍ଗମା, ଟ୍ଯୁନ ସ୍ପଟିଫାୟରେ ଉପଲବ୍ଧ ଅଛି। ଦର୍ଶକମାନେ ଏହି ଗୀତଟିକୁ ଖୁବ ପସନ୍ଦ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp