ବାହୁବଳି-୨କୁ ଟପିଲା ଆଦିପୁରୁଷ

The Sakala Picture
Published On

ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଛି। ‘ବାହୁବଳୀ-୨’ ଠାରୁ ‘ଆଦିପୁରୁଷ’ର ବଜେଟ୍ ଅଧିକ ହେବ । କେବଳ ସେତିକି ନୁହେଁ ଭିଜୁଆଲ ଇଫେକ୍ଟସ୍ ମଧ୍ୟ ଏଥିରେ ‘ବାହୁବଳୀ-୨’ ଅପେକ୍ଷା ଅଧିକ ବ୍ୟବହାର କରାଯାଇଛି। ‘ବାହୁବଳୀ-୨’ ରେ ୨୫୦୦ ଭିଜୁଆଲ ଇଫେକ୍ଟସର ସଟ୍ସ ଥିଲା। ହେଲେ ଆଦିପୁରୁଷରେ ମୋଟ୍ ୮୦୦୦ ଭିଜୁଆଲ ଇଫେକ୍ଟସ ସ ରହିବ | ଯାହାକି ବାହୁବଳୀଠାରୁ ତିନିଗୁଣା ଅଧିକ। ‘ଆଦିପୁରୁଷ’ରେ ପ୍ରଭାସ ରାମ ଭୂମିକାରେ ଓ କ୍ରିତି […]

ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଛି। ‘ବାହୁବଳୀ-୨’ ଠାରୁ ‘ଆଦିପୁରୁଷ’ର ବଜେଟ୍ ଅଧିକ ହେବ । କେବଳ ସେତିକି ନୁହେଁ ଭିଜୁଆଲ ଇଫେକ୍ଟସ୍ ମଧ୍ୟ ଏଥିରେ ‘ବାହୁବଳୀ-୨’ ଅପେକ୍ଷା ଅଧିକ ବ୍ୟବହାର କରାଯାଇଛି। ‘ବାହୁବଳୀ-୨’ ରେ ୨୫୦୦ ଭିଜୁଆଲ ଇଫେକ୍ଟସର ସଟ୍ସ ଥିଲା। ହେଲେ ଆଦିପୁରୁଷରେ ମୋଟ୍ ୮୦୦୦ ଭିଜୁଆଲ ଇଫେକ୍ଟସ ସ ରହିବ | ଯାହାକି ବାହୁବଳୀଠାରୁ ତିନିଗୁଣା ଅଧିକ। ‘ଆଦିପୁରୁଷ’ରେ ପ୍ରଭାସ ରାମ ଭୂମିକାରେ ଓ କ୍ରିତି ସାନନ୍ ସୀତା ଭୂମିକାରେ ନଜର ଆସିବେ।
ଏଥିରେ ରାବଣ ଭୂମିକାରେ ନଜର ଆସିବେ ସୈଫ୍ ଅଲ୍ଲୀ ଖାନ୍।

ନିସିଂହ ଲକ୍ଷଣ ଭୂମିକାରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫିଲ୍ମର ବଜେଟ୍ ୪୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଫିଲ୍ମଟି ଏକାସାଙ୍ଗରେ ଅନେକ ଭାଷାରେ ରିଲିଜ୍ କରାଯିବ । ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଓମ୍ ରାୱତ୍। ମୁମ୍ବାଇରେ ଏହାର ଜୋର୍‌ସୋର୍‌ରେ ସୁଟିଂ ଚାଲିଥିବାବେଳେ ଏଥିରେ ବ୍ରେକ୍ ଲଗାଇଥିଲା କରୋନା ଦ୍ବିତୀୟ ଲହର। ଆଦିପୁରୁଷ ବ୍ୟତୀତ ପ୍ରଭାସ ସାଲାର, ରାଧେଶ୍ୟାମ୍ ଏବଂ ନାଗ ଅଶ୍ବିନୀଙ୍କ ଏକ ଫିଲ୍ମରେ କାମ କରିବ | ନାଗଅଶ୍ବିନ୍‌ଙ୍କ ଫିଲ୍ମରେ ପ୍ରଭାସଙ୍କ ନାୟିକା ସାଜିବେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍। ଉଭୟଙ୍କ ସହିତ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

17 Jun 2021 By The Sakala

ବାହୁବଳି-୨କୁ ଟପିଲା ଆଦିପୁରୁଷ

ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ରହିଛି। ‘ବାହୁବଳୀ-୨’ ଠାରୁ ‘ଆଦିପୁରୁଷ’ର ବଜେଟ୍ ଅଧିକ ହେବ । କେବଳ ସେତିକି ନୁହେଁ ଭିଜୁଆଲ ଇଫେକ୍ଟସ୍ ମଧ୍ୟ ଏଥିରେ ‘ବାହୁବଳୀ-୨’ ଅପେକ୍ଷା ଅଧିକ ବ୍ୟବହାର କରାଯାଇଛି। ‘ବାହୁବଳୀ-୨’ ରେ ୨୫୦୦ ଭିଜୁଆଲ ଇଫେକ୍ଟସର ସଟ୍ସ ଥିଲା। ହେଲେ ଆଦିପୁରୁଷରେ ମୋଟ୍ ୮୦୦୦ ଭିଜୁଆଲ ଇଫେକ୍ଟସ ସ ରହିବ | ଯାହାକି ବାହୁବଳୀଠାରୁ ତିନିଗୁଣା ଅଧିକ। ‘ଆଦିପୁରୁଷ’ରେ ପ୍ରଭାସ ରାମ ଭୂମିକାରେ ଓ କ୍ରିତି ସାନନ୍ ସୀତା ଭୂମିକାରେ ନଜର ଆସିବେ।
ଏଥିରେ ରାବଣ ଭୂମିକାରେ ନଜର ଆସିବେ ସୈଫ୍ ଅଲ୍ଲୀ ଖାନ୍।

ନିସିଂହ ଲକ୍ଷଣ ଭୂମିକାରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫିଲ୍ମର ବଜେଟ୍ ୪୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଫିଲ୍ମଟି ଏକାସାଙ୍ଗରେ ଅନେକ ଭାଷାରେ ରିଲିଜ୍ କରାଯିବ । ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଓମ୍ ରାୱତ୍। ମୁମ୍ବାଇରେ ଏହାର ଜୋର୍‌ସୋର୍‌ରେ ସୁଟିଂ ଚାଲିଥିବାବେଳେ ଏଥିରେ ବ୍ରେକ୍ ଲଗାଇଥିଲା କରୋନା ଦ୍ବିତୀୟ ଲହର। ଆଦିପୁରୁଷ ବ୍ୟତୀତ ପ୍ରଭାସ ସାଲାର, ରାଧେଶ୍ୟାମ୍ ଏବଂ ନାଗ ଅଶ୍ବିନୀଙ୍କ ଏକ ଫିଲ୍ମରେ କାମ କରିବ | ନାଗଅଶ୍ବିନ୍‌ଙ୍କ ଫିଲ୍ମରେ ପ୍ରଭାସଙ୍କ ନାୟିକା ସାଜିବେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍। ଉଭୟଙ୍କ ସହିତ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର