ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ […]

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି। ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତ୍’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ | ପ୍ରଭାସଙ୍କ ଫିଲ୍ମି ଗ୍ରାଫ୍କୁ ଦେଖିଲେ ଦୀପିକା ବହୁତ କମ୍ ଫିସ୍ ନେଉଛନ୍ତି ବୋଲି ଜଣାପଡୁଛି। ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

16 Jun 2021 By The Sakala

ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି। ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତ୍’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ | ପ୍ରଭାସଙ୍କ ଫିଲ୍ମି ଗ୍ରାଫ୍କୁ ଦେଖିଲେ ଦୀପିକା ବହୁତ କମ୍ ଫିସ୍ ନେଉଛନ୍ତି ବୋଲି ଜଣାପଡୁଛି। ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର