ବ୍ଲକବଷ୍ଟର ଚଳଚ୍ଚିତ୍ର ‘RRR’ ର ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ

The Sakala Picture
Published On

ଓ୍ୱାଶିଂଟନ: ଏସଏସ ରାଜାମୌଲିଙ୍କ ବ୍ଲକବଷ୍ଟର ତଥା ଓସ୍କାର ବିଜୟୀ ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ ହୋଇଛି । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଷ୍ଟିଭେନସନଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫିଲ୍ମ RRRର ମୁଖ୍ୟ ଖଳନାୟକ ଅଭିନୟ କରିଥିବା ଷ୍ଟିଭେନସନ ନିଜ ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିଲେ। ଷ୍ଟିଭେନସନ ‘ଆର୍‌ଆର୍‌ଆର୍’ରେ […]

ଓ୍ୱାଶିଂଟନ: ଏସଏସ ରାଜାମୌଲିଙ୍କ ବ୍ଲକବଷ୍ଟର ତଥା ଓସ୍କାର ବିଜୟୀ ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ ହୋଇଛି । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଷ୍ଟିଭେନସନଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଫିଲ୍ମ RRRର ମୁଖ୍ୟ ଖଳନାୟକ ଅଭିନୟ କରିଥିବା ଷ୍ଟିଭେନସନ ନିଜ ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିଲେ। ଷ୍ଟିଭେନସନ ‘ଆର୍‌ଆର୍‌ଆର୍’ରେ ନେଗେଟିଭ୍ ଚରିତ୍ର ଗଭର୍ଣ୍ଣର ସ୍କଟ୍ ବକ୍ସଟନ୍ ଭୂମିକାରେ ଅଭିନୟ କରିଥିଲେ । ଏହାଛଡ଼ା ସେ ପନିଶର: ଓ୍ବାର୍ ଜୋନ୍, କିଙ୍ଗ୍ ଆର୍ଥର, ଥୋର୍ ଭଳି ‌‌ହଲିଉଡ୍ ଫିଲ୍ମରେ କାମ କରିଛନ୍ତି । ‘ରୋମ୍ ଭାଇକିଙ୍ଗ୍’ ଏବଂ ‘ଡେକ୍ସଟର’ ଭଳି ଟିଭି ଶୋ ମାଧ୍ୟମରେ ଷ୍ଟିଭେନସନ ଲୋକପ୍ରିୟତା ହାସଲ କରିଥିଲେ ।
ଷ୍ଟିଭେନସନଙ୍କ ପରଲୋକରେ ‘ଆର୍‌ଆର୍‌ଆର୍’ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଶୋକ ପ୍ରକାଶ କରିଛନ୍ତି ।

23 May 2023 By The Sakala

ବ୍ଲକବଷ୍ଟର ଚଳଚ୍ଚିତ୍ର ‘RRR’ ର ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ

ଓ୍ୱାଶିଂଟନ: ଏସଏସ ରାଜାମୌଲିଙ୍କ ବ୍ଲକବଷ୍ଟର ତଥା ଓସ୍କାର ବିଜୟୀ ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ ହୋଇଛି । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଷ୍ଟିଭେନସନଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଫିଲ୍ମ RRRର ମୁଖ୍ୟ ଖଳନାୟକ ଅଭିନୟ କରିଥିବା ଷ୍ଟିଭେନସନ ନିଜ ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିଲେ। ଷ୍ଟିଭେନସନ ‘ଆର୍‌ଆର୍‌ଆର୍’ରେ ନେଗେଟିଭ୍ ଚରିତ୍ର ଗଭର୍ଣ୍ଣର ସ୍କଟ୍ ବକ୍ସଟନ୍ ଭୂମିକାରେ ଅଭିନୟ କରିଥିଲେ । ଏହାଛଡ଼ା ସେ ପନିଶର: ଓ୍ବାର୍ ଜୋନ୍, କିଙ୍ଗ୍ ଆର୍ଥର, ଥୋର୍ ଭଳି ‌‌ହଲିଉଡ୍ ଫିଲ୍ମରେ କାମ କରିଛନ୍ତି । ‘ରୋମ୍ ଭାଇକିଙ୍ଗ୍’ ଏବଂ ‘ଡେକ୍ସଟର’ ଭଳି ଟିଭି ଶୋ ମାଧ୍ୟମରେ ଷ୍ଟିଭେନସନ ଲୋକପ୍ରିୟତା ହାସଲ କରିଥିଲେ ।
ଷ୍ଟିଭେନସନଙ୍କ ପରଲୋକରେ ‘ଆର୍‌ଆର୍‌ଆର୍’ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଶୋକ ପ୍ରକାଶ କରିଛନ୍ତି ।

https://www.thesakala.in/entertainment/blockbuster-movie-actor-ray-stevenson-passes-away/article-21911
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp