ଆରପାରିରେ ‘କେଜିଏଫ-୨’ର ଅଭିନେତା ମୋହନ ଜୁନେଜା

The Sakala Picture
Published On

ବେଙ୍ଗାଲୁରୁ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । କେଜିଏଫ୍ ଚାପ୍ଟର ୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ […]

ବେଙ୍ଗାଲୁରୁ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । କେଜିଏଫ୍ ଚାପ୍ଟର ୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କର ଆକସ୍ମିକ ଦେହାନ୍ତ କର୍ଣ୍ଣାଟକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି ।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ | ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଆହୁରି ପଢ଼ନ୍ତୁ: 'ହୈ ଜୱାନୀ ତୋ ଇସ୍କ ହୋନା ହୈ' : ୯୦ ଦଶକର ପୁରୁଣା କମେଡିରେ ଫସିଗଲେ ବରୁଣ ଧୱନ, ଦର୍ଶକ ନିରାଶ!

07 May 2022 By The Sakala

ଆରପାରିରେ ‘କେଜିଏଫ-୨’ର ଅଭିନେତା ମୋହନ ଜୁନେଜା

ବେଙ୍ଗାଲୁରୁ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । କେଜିଏଫ୍ ଚାପ୍ଟର ୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କର ଆକସ୍ମିକ ଦେହାନ୍ତ କର୍ଣ୍ଣାଟକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି ।

ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ | ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର