ରାଜଧାନୀରୁ କଣ୍ଟ୍ରାକ୍ଟ କିଲର ଗିରଫ, ବ୍ଯବସାୟୀଙ୍କୁ ମାରିବା ପାଇଁ ନେଇଥିଲା ସୁପାରୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରୁ କଣ୍ଟ୍ରାକ୍ଟ କିଲରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ୨ଟି ବନ୍ଧୁକ ସହ ଗୁଳି ଜବତ ହୋଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ନେଇଥିଲା ସୁପାରୀ । ଖବର ପାଇ ଅଭିଯୁକ୍ତର ପିଛା କରିଥିଲା ପୁଲିସ । ଫାୟାରିଂ ବେଳେ ଜୀବନକୁ ବାଜି ଲଗାଇ କିଲରକୁ କାବୁ କରିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଇଆଇସି, ଏସ୍‌ଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ବ୍ୟବସାୟୀଙ୍କୁ ହାତ୍ୟା କରିବାକୁ କିଏ ଦେଇଥିଲା […]

ଭୁବନେଶ୍ୱର: ରାଜଧାନୀରୁ କଣ୍ଟ୍ରାକ୍ଟ କିଲରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ୨ଟି ବନ୍ଧୁକ ସହ ଗୁଳି ଜବତ ହୋଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ନେଇଥିଲା ସୁପାରୀ । ଖବର ପାଇ ଅଭିଯୁକ୍ତର ପିଛା କରିଥିଲା ପୁଲିସ । ଫାୟାରିଂ ବେଳେ ଜୀବନକୁ ବାଜି ଲଗାଇ କିଲରକୁ କାବୁ କରିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଇଆଇସି, ଏସ୍‌ଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ବ୍ୟବସାୟୀଙ୍କୁ ହାତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ  ସେନେଇ ତନାଘନା କରୁଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୨୦୧୬ରେ ବାରଙ୍ଗର ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

28 Nov 2021 By The Sakala

ରାଜଧାନୀରୁ କଣ୍ଟ୍ରାକ୍ଟ କିଲର ଗିରଫ, ବ୍ଯବସାୟୀଙ୍କୁ ମାରିବା ପାଇଁ ନେଇଥିଲା ସୁପାରୀ

ଭୁବନେଶ୍ୱର: ରାଜଧାନୀରୁ କଣ୍ଟ୍ରାକ୍ଟ କିଲରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ୨ଟି ବନ୍ଧୁକ ସହ ଗୁଳି ଜବତ ହୋଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ନେଇଥିଲା ସୁପାରୀ । ଖବର ପାଇ ଅଭିଯୁକ୍ତର ପିଛା କରିଥିଲା ପୁଲିସ । ଫାୟାରିଂ ବେଳେ ଜୀବନକୁ ବାଜି ଲଗାଇ କିଲରକୁ କାବୁ କରିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଇଆଇସି, ଏସ୍‌ଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ବ୍ୟବସାୟୀଙ୍କୁ ହାତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ  ସେନେଇ ତନାଘନା କରୁଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୨୦୧୬ରେ ବାରଙ୍ଗର ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

https://www.thesakala.in/crime/contract-killer-arrested-from-bbsr/article-7197
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର