ମନୋରଞ୍ଜନ
ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା: ବନ୍ଧା ହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ
ଭୁବନେଶ୍ବର: ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜରଙ୍କ ନାଁ ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ହୋଇଥିବା ବେଳେ ଠିକା କର୍ମଚାରୀ ହଉଛନ୍ତି ସୁନିଲ ଘଡେଇ। ସୂଚନା ଅନୁଯାୟୀ, ଅର୍ଦ୍ଧେନ୍ଦୁ ଶେଖର ଓ ନ୍ତି ସୁନିଲ ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। […]
ଭୁବନେଶ୍ବର: ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜରଙ୍କ ନାଁ ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ହୋଇଥିବା ବେଳେ ଠିକା କର୍ମଚାରୀ ହଉଛନ୍ତି ସୁନିଲ ଘଡେଇ।
ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ସ୍ଲିପର ବସ୍ ଭିତରେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ
ସୂଚନା ଅନୁଯାୟୀ, ଅର୍ଦ୍ଧେନ୍ଦୁ ଶେଖର ଓ ନ୍ତି ସୁନିଲ ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣା ପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତ କାଲି ସହିଦନଗର ଥାନା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।






