ସ୍ବାମୀ – ସ୍ତ୍ରୀ କରୁଥିଲେ ବ୍ରାଉନସୁଗର ବେପାର, ସାଧା ପୋଷାକରେ ଗରାଖ ସାଜି ମାଡି ବସିଲା ପୁଲିସ

The Sakala Picture
Published On

ବାରଙ୍ଗ: ସାଧା ପୋଷାକରେ ବ୍ରାଉନସୁଗର ବେପାରୀଙ୍କୁ ମାଡି ବସିଲା ପୁଲିସ । ମଞ୍ଚେଶ୍ବର ଥାନା ପଦ୍ମ କେଶରୀପୁର ଗାଁରୁ ୪୦ ପୁଡିଆ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୁଲିସ । ଦୁଇ ଅଭିଯୁକ୍ତ ହେଲେ ସ୍ବାମା-ସ୍ତ୍ରୀ । ସ୍ବାମୀର ନାଁ ପରିମଳ ଦାସ ଓ ସ୍ତ୍ରୀର ନାଁ ଝୁନୁ ଦାସ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ,  ବିଶେଷ ସୂତ୍ରରୁ ଖବର ପାଇ ମଞ୍ଚେଶ୍ବର ପୁଲିସର ଏକ ଟିମ ଆଜି ଅପରାହ୍ନରେ […]

ବାରଙ୍ଗ: ସାଧା ପୋଷାକରେ ବ୍ରାଉନସୁଗର ବେପାରୀଙ୍କୁ ମାଡି ବସିଲା ପୁଲିସ । ମଞ୍ଚେଶ୍ବର ଥାନା ପଦ୍ମ କେଶରୀପୁର ଗାଁରୁ ୪୦ ପୁଡିଆ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୁଲିସ । ଦୁଇ ଅଭିଯୁକ୍ତ ହେଲେ ସ୍ବାମା-ସ୍ତ୍ରୀ । ସ୍ବାମୀର ନାଁ ପରିମଳ ଦାସ ଓ ସ୍ତ୍ରୀର ନାଁ ଝୁନୁ ଦାସ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

ସୂଚନା ଅନୁଯାୟୀ,  ବିଶେଷ ସୂତ୍ରରୁ ଖବର ପାଇ ମଞ୍ଚେଶ୍ବର ପୁଲିସର ଏକ ଟିମ ଆଜି ଅପରାହ୍ନରେ ସାଧା ଡ୍ରେସ ପିନ୍ଧି ପଦ୍ମକେଶରୀ ପୁର ଗାଁର ଝୁନୁଙ୍କ ଘରେ ପହଞ୍ଚି ଥିଲା । ଦୁଇ ପୁଡିଆ ବ୍ରାଉନସୁଗାର ମାଗିବାରୁ ଝୁନୁ ଏବଂ ତାଙ୍କ ସ୍ବାମୀ ପରିମଳ ଦାସ ଏକ ହଜାର ଟଙ୍କା ମାଗିଥିଲେ । ଏକ ହଜାର ଟଙ୍କା ସାଧା ପୋଷାକ ଧାରୀ ପୋଲିସ ଝୁନୁ ହାତକୁ ବଢାଇ ଦେଲା ପରେ ଝୁନୁ ଏବଂ ତାଙ୍କ ସ୍ବାମୀ ଦୁଇ ପୁଡିଆ ବ୍ରାଉନ ସୁଗାର ପୋଲିସ ହାତକୁ ବଢାଇ ଦେଇଥିଲେ । ସଙ୍ଗେସଙ୍ଗେ ପୁଲିସ୍ଘର ଭିତରେ ପସି ଝୁନୁ ରଖି ଥିବା ୪୦ ପୁଡିଆ ବ୍ରାଉନସୁଗରକୁ ଠାବ କରିବା ସହିତ ସେଗୁଡିକୁ ଜବତ କରିଛି। ତେବେ ସ୍ବାମୀ ପରିମଳ ଓ ଝୁନୁଙ୍କୁ ପୁଲିସ  ଗିରଫ କରିଥିବା ବେଳେ ବ୍ରାଉନସୁଗାର ଏଜେଣ୍ଟ ନିଳାଦ୍ରୀବିହାରରେ ରହୁଥିବା (ନିଳ ) ନାମକ ଯୁବକକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

15 Feb 2022 By The Sakala

ସ୍ବାମୀ – ସ୍ତ୍ରୀ କରୁଥିଲେ ବ୍ରାଉନସୁଗର ବେପାର, ସାଧା ପୋଷାକରେ ଗରାଖ ସାଜି ମାଡି ବସିଲା ପୁଲିସ

ବାରଙ୍ଗ: ସାଧା ପୋଷାକରେ ବ୍ରାଉନସୁଗର ବେପାରୀଙ୍କୁ ମାଡି ବସିଲା ପୁଲିସ । ମଞ୍ଚେଶ୍ବର ଥାନା ପଦ୍ମ କେଶରୀପୁର ଗାଁରୁ ୪୦ ପୁଡିଆ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୁଲିସ । ଦୁଇ ଅଭିଯୁକ୍ତ ହେଲେ ସ୍ବାମା-ସ୍ତ୍ରୀ । ସ୍ବାମୀର ନାଁ ପରିମଳ ଦାସ ଓ ସ୍ତ୍ରୀର ନାଁ ଝୁନୁ ଦାସ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ବିଶେଷ ସୂତ୍ରରୁ ଖବର ପାଇ ମଞ୍ଚେଶ୍ବର ପୁଲିସର ଏକ ଟିମ ଆଜି ଅପରାହ୍ନରେ ସାଧା ଡ୍ରେସ ପିନ୍ଧି ପଦ୍ମକେଶରୀ ପୁର ଗାଁର ଝୁନୁଙ୍କ ଘରେ ପହଞ୍ଚି ଥିଲା । ଦୁଇ ପୁଡିଆ ବ୍ରାଉନସୁଗାର ମାଗିବାରୁ ଝୁନୁ ଏବଂ ତାଙ୍କ ସ୍ବାମୀ ପରିମଳ ଦାସ ଏକ ହଜାର ଟଙ୍କା ମାଗିଥିଲେ । ଏକ ହଜାର ଟଙ୍କା ସାଧା ପୋଷାକ ଧାରୀ ପୋଲିସ ଝୁନୁ ହାତକୁ ବଢାଇ ଦେଲା ପରେ ଝୁନୁ ଏବଂ ତାଙ୍କ ସ୍ବାମୀ ଦୁଇ ପୁଡିଆ ବ୍ରାଉନ ସୁଗାର ପୋଲିସ ହାତକୁ ବଢାଇ ଦେଇଥିଲେ । ସଙ୍ଗେସଙ୍ଗେ ପୁଲିସ୍ଘର ଭିତରେ ପସି ଝୁନୁ ରଖି ଥିବା ୪୦ ପୁଡିଆ ବ୍ରାଉନସୁଗରକୁ ଠାବ କରିବା ସହିତ ସେଗୁଡିକୁ ଜବତ କରିଛି। ତେବେ ସ୍ବାମୀ ପରିମଳ ଓ ଝୁନୁଙ୍କୁ ପୁଲିସ  ଗିରଫ କରିଥିବା ବେଳେ ବ୍ରାଉନସୁଗାର ଏଜେଣ୍ଟ ନିଳାଦ୍ରୀବିହାରରେ ରହୁଥିବା (ନିଳ ) ନାମକ ଯୁବକକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର