ଖାଉଟି ଅଦାଲତଙ୍କ ଆଦେଶକୁ ଅବମାନନା, ଫ୍ଲିପକାର୍ଟ ସିଇଓଙ୍କ ନାମରେ ଜାରିହେଲା ଗିରଫ ପରୱାନା

The Sakala Picture
Published On

କଟକ: ଖାଉଟି ଅଦାଲତଙ୍କ ଆଦେଶକୁ ଅବମାନନା କରିବା ଫ୍ଲିପକାର୍ଟ ସିଇଓଙ ମହଙ୍ଗା ପଡ଼ିଛି। ଫ୍ଲିପକାର୍ଟ ସିଇଓ କ୍ରିଷ୍ଣାମୃତିଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। କ୍ରିଷ୍ଣାମୃତିଙ୍କୁ ଆଣି ୧୧.୧୨.୨୩ରିଖ ଦିନ ଅଦାଲତ ହାଜର କରିବାକୁ କର୍ଣ୍ଣାଟକ ବେଲେନଦୂର ଥାନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। । ଭଙ୍ଗା ଖଟ ବିକ୍ରି ଅଭିଯୋଗରେ କଂପାନୀକୁ ୪୯,୯୦୦ ହାଜର ଜରିମାନା କରିଥିଲେ କୋର୍ଟ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

13 Nov 2023 By The Sakala

ଖାଉଟି ଅଦାଲତଙ୍କ ଆଦେଶକୁ ଅବମାନନା, ଫ୍ଲିପକାର୍ଟ ସିଇଓଙ୍କ ନାମରେ ଜାରିହେଲା ଗିରଫ ପରୱାନା

କଟକ: ଖାଉଟି ଅଦାଲତଙ୍କ ଆଦେଶକୁ ଅବମାନନା କରିବା ଫ୍ଲିପକାର୍ଟ ସିଇଓଙ ମହଙ୍ଗା ପଡ଼ିଛି। ଫ୍ଲିପକାର୍ଟ ସିଇଓ କ୍ରିଷ୍ଣାମୃତିଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। କ୍ରିଷ୍ଣାମୃତିଙ୍କୁ ଆଣି ୧୧.୧୨.୨୩ରିଖ ଦିନ ଅଦାଲତ ହାଜର କରିବାକୁ କର୍ଣ୍ଣାଟକ ବେଲେନଦୂର ଥାନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। । ଭଙ୍ଗା ଖଟ ବିକ୍ରି ଅଭିଯୋଗରେ କଂପାନୀକୁ ୪୯,୯୦୦ ହାଜର ଜରିମାନା କରିଥିଲେ କୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର