କମିଶନରେଟ ପୁଲିସକୁ ବଡ ସଫଳତା: ଗିରଫ ହେଲା ଇରାନୀ ଗ୍ୟାଙ୍ଗ, ୫ ବାଇକ୍‌ ୧୭ ସୁନା ଚେନ୍‌ ଜବତ

The Sakala Picture
Published On

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା । ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ, ୧୭ ଟି ସୁନା ଚେନ ସହ ରତ୍ନ ପଥର ଜବତ କରିଛି। ବୁଲା ବିକାଳୀ ବେଶରେ ଆସି ବିଭିନ୍ନ ସ୍ଥାନରେ ଲୁଟ କରିଥାନ୍ତି ଏହି ଗ୍ୟାଙ୍ଗ। ବିଭିନ୍ନ ଦୋକାନରେ ଗ୍ରାହକ ଭାବେ ଯାଇ କ୍ୟାସ କାଉଣ୍ଟରରେ ମାଲିକଙ୍କୁ ଅନ୍ୟ ମନସ୍କ କରାଇ କ୍ୟାସ କାଉଣ୍ଟରରୁ ଚୋରି […]

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା । ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ, ୧୭ ଟି ସୁନା ଚେନ ସହ ରତ୍ନ ପଥର ଜବତ କରିଛି। ବୁଲା ବିକାଳୀ ବେଶରେ ଆସି ବିଭିନ୍ନ ସ୍ଥାନରେ ଲୁଟ କରିଥାନ୍ତି ଏହି ଗ୍ୟାଙ୍ଗ। ବିଭିନ୍ନ ଦୋକାନରେ ଗ୍ରାହକ ଭାବେ ଯାଇ କ୍ୟାସ କାଉଣ୍ଟରରେ ମାଲିକଙ୍କୁ ଅନ୍ୟ ମନସ୍କ କରାଇ କ୍ୟାସ କାଉଣ୍ଟରରୁ ଚୋରି କରିଥାନ୍ତି। ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ବିଶେଷକରି ଏମାନେ ୨୦୨୨ ମସିହାରେ ସର୍ବାଧିକ କେସ କରିଛନ୍ତି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛୁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଗିରଫ ହୋଇଥିବା ୪ ଯୁବକ ନୂଆପଡାର ହୋଇଥିବା ବେଳେ ସେମାନଙ୍କ ନାଁ ଜାହିର ହୁସେନ, ସନୋଜ କୁମ୍ଭାର,କି ସମତ ଅଲି, ଓସିକନ୍ଦର ଅଲି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

07 Jan 2023 By The Sakala

କମିଶନରେଟ ପୁଲିସକୁ ବଡ ସଫଳତା: ଗିରଫ ହେଲା ଇରାନୀ ଗ୍ୟାଙ୍ଗ, ୫ ବାଇକ୍‌ ୧୭ ସୁନା ଚେନ୍‌ ଜବତ

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା । ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ, ୧୭ ଟି ସୁନା ଚେନ ସହ ରତ୍ନ ପଥର ଜବତ କରିଛି। ବୁଲା ବିକାଳୀ ବେଶରେ ଆସି ବିଭିନ୍ନ ସ୍ଥାନରେ ଲୁଟ କରିଥାନ୍ତି ଏହି ଗ୍ୟାଙ୍ଗ। ବିଭିନ୍ନ ଦୋକାନରେ ଗ୍ରାହକ ଭାବେ ଯାଇ କ୍ୟାସ କାଉଣ୍ଟରରେ ମାଲିକଙ୍କୁ ଅନ୍ୟ ମନସ୍କ କରାଇ କ୍ୟାସ କାଉଣ୍ଟରରୁ ଚୋରି କରିଥାନ୍ତି। ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଛି।

ବିଶେଷକରି ଏମାନେ ୨୦୨୨ ମସିହାରେ ସର୍ବାଧିକ କେସ କରିଛନ୍ତି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛୁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଗିରଫ ହୋଇଥିବା ୪ ଯୁବକ ନୂଆପଡାର ହୋଇଥିବା ବେଳେ ସେମାନଙ୍କ ନାଁ ଜାହିର ହୁସେନ, ସନୋଜ କୁମ୍ଭାର,କି ସମତ ଅଲି, ଓସିକନ୍ଦର ଅଲି ବୋଲି ଜଣାପଡ଼ିଛି।

https://www.thesakala.in/crime/a-big-success-for-the-commissionerate-police-the-iranian-group-was-arrested/article-17952
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର