ଜିଓ’ର ନୂଆ ୧ ଟଙ୍କିଆ ପ୍ୟାକ୍‌, ମାସେ ପର୍ଯ୍ୟନ୍ତ ମିଳିବ ଏହି ସବୁ ସୁବିଧା….

The Sakala Picture
Published On

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । କିଛି ଦିନ ପୂର୍ବେ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ରିଲିଆନ୍ସ ଜିଓ ଆଜି ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି । ଜିଓର ଏହି ନୂଆ ଶସ୍ତା ପ୍ଲାନର ଦାମ ମାତ୍ର ୧ ଟଙ୍କା। ଆଉ ଏଥିରେ ଗ୍ରାହକଙ୍କୁ ମିଳିବ ୩୦ ଦିନର ଭ୍ୟାଲିଡିଟି। ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ […]

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । କିଛି ଦିନ ପୂର୍ବେ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ରିଲିଆନ୍ସ ଜିଓ ଆଜି ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି । ଜିଓର ଏହି ନୂଆ ଶସ୍ତା ପ୍ଲାନର ଦାମ ମାତ୍ର ୧ ଟଙ୍କା। ଆଉ ଏଥିରେ ଗ୍ରାହକଙ୍କୁ ମିଳିବ ୩୦ ଦିନର ଭ୍ୟାଲିଡିଟି। ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଏହି ୧ ଟଙ୍କିଆ ଜିଓ ପ୍ଳାନ୍ ୧୦୦ ଏମବି ଡାଟା ସହ ଆସୁଛି । ଏହି ପ୍ଲାନର ବୈଧତା ୩୦ ଦିନ । ଏହାକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ପାଖାପାଖି ୧ ଜିବି ଡାଟା ମିଳିଯିବ । ଏହାର ଅର୍ଥ ଆପଣ କେବଳ ୧୦ ଟଙ୍କାରେ ୩୦ ଦିନ ପାଇଁ ୧ଜିବି ଡାଟା ପାଇପାରିବେ । ଏହା କମ୍ପାନୀର ୧୫ ଟଙ୍କିଆ ୧ଜିବି ୪ଜି ଡାଟା ଭାଉଚରରୁ ଉପଲବ୍ଧ କରାଯାଇପାରିବ । ଜିଓର ପ୍ଲାନ ଦର ବୃଦ୍ଧି ପରେ ଜିଓ ୧୫ ଟଙ୍କାରେ ୧ ଜିବି ଡାଟା ଦେଉଛି । ୧୦୦ ଏମବି ଡାଟା ଶେଷ ହେବା ପରେ ଏହାର ସ୍ପିଡ କମିଯାଇ ୬୪ କେବି ବିପିଏସ ହୋଇଯିବ । ଜିଓର ଟଙ୍କିକିଆ ପ୍ରିପେଡ ପ୍ଲାନ ଏବେ ଦେଶରେ ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ୍ । ଏହା ସ୍ୱଳ୍ପ ରୋଜଗାରକ୍ଷମ ଗ୍ରାହକଙ୍କୁ ସୁହାଇବା ଭଳି ପ୍ଲାନ୍ । ୧୦୦ ଏମବି ଡାଟାର ଏହି ପ୍ଲାନ୍ ଗ୍ରାହକଙ୍କୁ ୩୦ ଦିନ ପାଇଁ ଉପଲବ୍ଧ କରାଯାଉଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଅନ୍ୟପଟେ ଏହି ପ୍ଲାନ ‌ସେମାନଙ୍କ ପାଇଁ ଲାଭପ୍ରଦ ହେବ ଯେଉଁମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି। ଏହି ପ୍ଲାନ‌ରେ କୌଣସି କଲିଂ ଏବଂ ଏସଏମଏସର ସୁବିଧା ନାହିଁ । ୧ଟଙ୍କାର ଏହି ପ୍ଲାନ ୩୦ଦିନର ବୈଧତା ସହିତ ଆସୁଛି। ଏଥିରେ କେବଳ ୧୦୦ଏମବି ଡାଟା ରହିଛି । ଡାଟା ସରିବା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୦କେବିପିଏସକୁ ଖସିଯିବ ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

15 Dec 2021 By The Sakala

ଜିଓ’ର ନୂଆ ୧ ଟଙ୍କିଆ ପ୍ୟାକ୍‌, ମାସେ ପର୍ଯ୍ୟନ୍ତ ମିଳିବ ଏହି ସବୁ ସୁବିଧା….

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । କିଛି ଦିନ ପୂର୍ବେ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ରିଲିଆନ୍ସ ଜିଓ ଆଜି ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି । ଜିଓର ଏହି ନୂଆ ଶସ୍ତା ପ୍ଲାନର ଦାମ ମାତ୍ର ୧ ଟଙ୍କା। ଆଉ ଏଥିରେ ଗ୍ରାହକଙ୍କୁ ମିଳିବ ୩୦ ଦିନର ଭ୍ୟାଲିଡିଟି। ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି ।

ଏହି ୧ ଟଙ୍କିଆ ଜିଓ ପ୍ଳାନ୍ ୧୦୦ ଏମବି ଡାଟା ସହ ଆସୁଛି । ଏହି ପ୍ଲାନର ବୈଧତା ୩୦ ଦିନ । ଏହାକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ପାଖାପାଖି ୧ ଜିବି ଡାଟା ମିଳିଯିବ । ଏହାର ଅର୍ଥ ଆପଣ କେବଳ ୧୦ ଟଙ୍କାରେ ୩୦ ଦିନ ପାଇଁ ୧ଜିବି ଡାଟା ପାଇପାରିବେ । ଏହା କମ୍ପାନୀର ୧୫ ଟଙ୍କିଆ ୧ଜିବି ୪ଜି ଡାଟା ଭାଉଚରରୁ ଉପଲବ୍ଧ କରାଯାଇପାରିବ । ଜିଓର ପ୍ଲାନ ଦର ବୃଦ୍ଧି ପରେ ଜିଓ ୧୫ ଟଙ୍କାରେ ୧ ଜିବି ଡାଟା ଦେଉଛି । ୧୦୦ ଏମବି ଡାଟା ଶେଷ ହେବା ପରେ ଏହାର ସ୍ପିଡ କମିଯାଇ ୬୪ କେବି ବିପିଏସ ହୋଇଯିବ । ଜିଓର ଟଙ୍କିକିଆ ପ୍ରିପେଡ ପ୍ଲାନ ଏବେ ଦେଶରେ ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ୍ । ଏହା ସ୍ୱଳ୍ପ ରୋଜଗାରକ୍ଷମ ଗ୍ରାହକଙ୍କୁ ସୁହାଇବା ଭଳି ପ୍ଲାନ୍ । ୧୦୦ ଏମବି ଡାଟାର ଏହି ପ୍ଲାନ୍ ଗ୍ରାହକଙ୍କୁ ୩୦ ଦିନ ପାଇଁ ଉପଲବ୍ଧ କରାଯାଉଛି।

ଅନ୍ୟପଟେ ଏହି ପ୍ଲାନ ‌ସେମାନଙ୍କ ପାଇଁ ଲାଭପ୍ରଦ ହେବ ଯେଉଁମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି। ଏହି ପ୍ଲାନ‌ରେ କୌଣସି କଲିଂ ଏବଂ ଏସଏମଏସର ସୁବିଧା ନାହିଁ । ୧ଟଙ୍କାର ଏହି ପ୍ଲାନ ୩୦ଦିନର ବୈଧତା ସହିତ ଆସୁଛି। ଏଥିରେ କେବଳ ୧୦୦ଏମବି ଡାଟା ରହିଛି । ଡାଟା ସରିବା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୦କେବିପିଏସକୁ ଖସିଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp