ବଜାରକୁ ଆସୁଛି ଅଲ୍ଟୋଠାରୁ ଶସ୍ତା କାର୍ ନାନୋ ଇଭି : ଥରେ ଚାର୍ଜରେ ଦୌଡିବା ୩୦୦ କିମି

The Sakala Picture
Published On

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍ କାର୍। ଚାଇନାର କାର ମେକର୍ କମ୍ପାନୀ ଓବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି। ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍ କାର ସହ ଦ୍ବିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା। ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି। ଯାହାର ନାଁ ରଖୁଛି ନାନୋ ଇଭି। ଏହି କାର କେବଳ ସବୁଠାରୁ ଛୋଟ […]

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍ କାର୍। ଚାଇନାର କାର ମେକର୍ କମ୍ପାନୀ ଓବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି। ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍ କାର ସହ ଦ୍ବିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା। ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି। ଯାହାର ନାଁ ରଖୁଛି ନାନୋ ଇଭି। ଏହି କାର କେବଳ ସବୁଠାରୁ ଛୋଟ କାର, ତା ସହିତ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ମଧ୍ୟ ହୋଇପାରେ।

ଆହୁରି ପଢ଼ନ୍ତୁ: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା ! ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ

ନ୍ୟୁଜ୍ ଚାଇନାର ରିପୋର୍ଟ ଅନୁଯାୟୀ, ନାନୋ ଇଭି ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨.୩୦ ଲକ୍ଷ ଟଙ୍କା ରହିପାରେ। ଅର୍ଥାତ ଏହି କାରର ମୂଲ୍ୟ ଅଲ୍ଟୋ କାରଠାରୁ ମଧ୍ୟ କମ୍। କେବଳ ସେତିକି ନୁହେଁ ଚାଇନାରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଓବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଭିଠାରୁ ମଧ୍ୟ ଆହୁରି ଶସ୍ତାରେ ଉପଲବ୍ଧ ହେବ। ଏହି କାରରେ କେବଳ ୨ ଜଣ ବସିପାରିବେ । କାରର ଟର୍ଣ୍ଣିଙ୍ଗ ରେଡିଏସ୍ ୪ ମିଟରଠାରୁ ବି କମ । ନାନୋ ଇଭିର ଲମ୍ବ ୨୪୯୭ ମିଟର, ଚଉଡା ୧୫୨୬ ମିଟର ଏବଂ ଉଚ୍ଚତା ୧୬୧୬ ମିଟର । ଆକାରରେ ଏହା ଟାଟା ନାନୋଠାରୁ ମଧ୍ୟ ଛୋଟ ଟାଟା ନାନୋର ଲମ୍ବ ୩ ମିଟର ଥିଲା କିନ୍ତୁ ଏହା ତାଠାରୁ ମଧ୍ୟ କମ୍ ଏହାର ମାଇଲେଜ୍ ୩୦୦ କିମି ।

ଆହୁରି ପଢ଼ନ୍ତୁ: ଗୁଗଲର ବଡ଼ ଘୋଷଣା: ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ‘AI Plus’ ସବସ୍କ୍ରିପସନ

ନାନୋ ଇଭିର ସର୍ବାଧିକ ବେଗ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିଥିବାବେଳେ ଏଥିରେ ପି୬୭ ସାର୍ଟିଫାଏଡ୍ ୨୮ କେଡବ୍ଲ୍ୟୁଏଚ୍ ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି। ଏହି କାରକୁ ଥରେ ଚାର୍ଜ କଲେ ୩୦୫ କିଲୋମିଟର ଦୌଡିବ । ରିପୋର୍ଟ ମୁତାବକ ୨୨୦ ଭୋଲ୍ଟ ସକେଟ୍ ମାଧ୍ୟମରେ ଲାଗିବ। ସେହିଭଳି ୬.୬କେ ଡବ୍ଲ୍ୟୁଏସି ଚାର୍ଜରରେ ଚାର୍ଜ କଲେ ଏହା ମାତ୍ର ୪.୫ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ଏହା ବ୍ୟତୀତ ଏଥିରେ ରିଭସିଂ ପ୍ରେସର୍ ମନିଟରିଂ ସିଷ୍ଟମ୍, ଏସି, କି’ ଲେସ୍ ଏଣ୍ଟ୍ରି ସିଷ୍ଟମ୍, ଏଲ୍‌ଇଡି ହେଡ୍‌ ଲାଇଟ୍ସ ଏବଂ ୭ ଇଞ୍ଚର ଡିଜିଟାଲ ସ୍କ୍ରିନ୍ ରହିଛି।

ଆହୁରି ପଢ଼ନ୍ତୁ: LPG ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା: ଶେଷ ହେଉଛି e-KYC ଅବଧି, ନଚେତ୍ ମିଳିବନି ଗ୍ୟାସ ସିଲିଣ୍ଡର

02 Oct 2021 By The Sakala

ବଜାରକୁ ଆସୁଛି ଅଲ୍ଟୋଠାରୁ ଶସ୍ତା କାର୍ ନାନୋ ଇଭି : ଥରେ ଚାର୍ଜରେ ଦୌଡିବା ୩୦୦ କିମି

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍ କାର୍। ଚାଇନାର କାର ମେକର୍ କମ୍ପାନୀ ଓବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି। ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍ କାର ସହ ଦ୍ବିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା। ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି। ଯାହାର ନାଁ ରଖୁଛି ନାନୋ ଇଭି। ଏହି କାର କେବଳ ସବୁଠାରୁ ଛୋଟ କାର, ତା ସହିତ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ମଧ୍ୟ ହୋଇପାରେ।

ନ୍ୟୁଜ୍ ଚାଇନାର ରିପୋର୍ଟ ଅନୁଯାୟୀ, ନାନୋ ଇଭି ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨.୩୦ ଲକ୍ଷ ଟଙ୍କା ରହିପାରେ। ଅର୍ଥାତ ଏହି କାରର ମୂଲ୍ୟ ଅଲ୍ଟୋ କାରଠାରୁ ମଧ୍ୟ କମ୍। କେବଳ ସେତିକି ନୁହେଁ ଚାଇନାରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଓବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଭିଠାରୁ ମଧ୍ୟ ଆହୁରି ଶସ୍ତାରେ ଉପଲବ୍ଧ ହେବ। ଏହି କାରରେ କେବଳ ୨ ଜଣ ବସିପାରିବେ । କାରର ଟର୍ଣ୍ଣିଙ୍ଗ ରେଡିଏସ୍ ୪ ମିଟରଠାରୁ ବି କମ । ନାନୋ ଇଭିର ଲମ୍ବ ୨୪୯୭ ମିଟର, ଚଉଡା ୧୫୨୬ ମିଟର ଏବଂ ଉଚ୍ଚତା ୧୬୧୬ ମିଟର । ଆକାରରେ ଏହା ଟାଟା ନାନୋଠାରୁ ମଧ୍ୟ ଛୋଟ ଟାଟା ନାନୋର ଲମ୍ବ ୩ ମିଟର ଥିଲା କିନ୍ତୁ ଏହା ତାଠାରୁ ମଧ୍ୟ କମ୍ ଏହାର ମାଇଲେଜ୍ ୩୦୦ କିମି ।

ନାନୋ ଇଭିର ସର୍ବାଧିକ ବେଗ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିଥିବାବେଳେ ଏଥିରେ ପି୬୭ ସାର୍ଟିଫାଏଡ୍ ୨୮ କେଡବ୍ଲ୍ୟୁଏଚ୍ ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି। ଏହି କାରକୁ ଥରେ ଚାର୍ଜ କଲେ ୩୦୫ କିଲୋମିଟର ଦୌଡିବ । ରିପୋର୍ଟ ମୁତାବକ ୨୨୦ ଭୋଲ୍ଟ ସକେଟ୍ ମାଧ୍ୟମରେ ଲାଗିବ। ସେହିଭଳି ୬.୬କେ ଡବ୍ଲ୍ୟୁଏସି ଚାର୍ଜରରେ ଚାର୍ଜ କଲେ ଏହା ମାତ୍ର ୪.୫ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ଏହା ବ୍ୟତୀତ ଏଥିରେ ରିଭସିଂ ପ୍ରେସର୍ ମନିଟରିଂ ସିଷ୍ଟମ୍, ଏସି, କି’ ଲେସ୍ ଏଣ୍ଟ୍ରି ସିଷ୍ଟମ୍, ଏଲ୍‌ଇଡି ହେଡ୍‌ ଲାଇଟ୍ସ ଏବଂ ୭ ଇଞ୍ଚର ଡିଜିଟାଲ ସ୍କ୍ରିନ୍ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp