ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ରୁ ୧୭ ନିୟୁତ ପୋଷ୍ଟ ହଟିଲା

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ ହେତୁ ଫେସବୁକରେ ୧୧.୬ ମିଲିୟନ ପୋଷ୍ଟ ଡିଲିଟ କରିଛି ବୋଲି ମେଟା କହିଛି। ଏଥିସହିତ କମ୍ପାନୀ ଇନଷ୍ଟାଗ୍ରାମରୁ ୫.୪ ନିୟୁତ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ମାସରେ ଫେସବୁକରେ ୧୩ ଏବଂ ଇନଷ୍ଟାଗ୍ରାମରେ ୧୨ଟି ନୀତି […]

ନୂଆଦିଲ୍ଲୀ : ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ ହେତୁ ଫେସବୁକରେ ୧୧.୬ ମିଲିୟନ ପୋଷ୍ଟ ଡିଲିଟ କରିଛି ବୋଲି ମେଟା କହିଛି। ଏଥିସହିତ କମ୍ପାନୀ ଇନଷ୍ଟାଗ୍ରାମରୁ ୫.୪ ନିୟୁତ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ମାସରେ ଫେସବୁକରେ ୧୩ ଏବଂ ଇନଷ୍ଟାଗ୍ରାମରେ ୧୨ଟି ନୀତି ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ମେଟା କହିଛି ଯେ, ଏପ୍ରିଲ ମାସରେ ଭାରତୀୟ ଅଭିଯୋଗ ମେକାନିଜିମ ମାଧ୍ୟମରେ ଫେସବୁକରେ ୧୭,୧୨୪ଟି ଅଭିଯୋଗ ଆସିଛି, ସେଥିମଧ୍ୟରୁ ୯,୯୭୭ଟି ମାମଲା ସମାଧାନ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲରେ ନିଆଯାଇଥିବା କାର୍ଯ୍ୟର ମାସିକ ରିପୋର୍ଟ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

05 Jun 2024 By The Sakala

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ରୁ ୧୭ ନିୟୁତ ପୋଷ୍ଟ ହଟିଲା

ନୂଆଦିଲ୍ଲୀ : ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ ହେତୁ ଫେସବୁକରେ ୧୧.୬ ମିଲିୟନ ପୋଷ୍ଟ ଡିଲିଟ କରିଛି ବୋଲି ମେଟା କହିଛି। ଏଥିସହିତ କମ୍ପାନୀ ଇନଷ୍ଟାଗ୍ରାମରୁ ୫.୪ ନିୟୁତ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ମାସରେ ଫେସବୁକରେ ୧୩ ଏବଂ ଇନଷ୍ଟାଗ୍ରାମରେ ୧୨ଟି ନୀତି ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା।

ମେଟା କହିଛି ଯେ, ଏପ୍ରିଲ ମାସରେ ଭାରତୀୟ ଅଭିଯୋଗ ମେକାନିଜିମ ମାଧ୍ୟମରେ ଫେସବୁକରେ ୧୭,୧୨୪ଟି ଅଭିଯୋଗ ଆସିଛି, ସେଥିମଧ୍ୟରୁ ୯,୯୭୭ଟି ମାମଲା ସମାଧାନ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲରେ ନିଆଯାଇଥିବା କାର୍ଯ୍ୟର ମାସିକ ରିପୋର୍ଟ ପ୍ରକାଶ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp