ମହାରାଷ୍ଟ୍ର ନିର୍ବାଚନ: ୨୦ରେ ବନ୍ଦ ରହିବ ଷ୍ଟକ୍‌ ବଜାର କାରବାର

The Sakala Picture
Published On

ମୁମ୍ବଇ: ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁଁ ଷ୍ଟକ୍‌ ବଜାର ଛୁଟି ରହିବ। ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଏହି ଭୋଟ ଗ୍ରହଣ ହେବ। ଏଥିପାଇଁ ଷ୍ଟକ ବଜାରରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ସେହିଦିନ […]

ମୁମ୍ବଇ: ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁଁ ଷ୍ଟକ୍‌ ବଜାର ଛୁଟି ରହିବ। ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଏହି ଭୋଟ ଗ୍ରହଣ ହେବ। ଏଥିପାଇଁ ଷ୍ଟକ ବଜାରରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ସେହିଦିନ ମୁଦ୍ରା ବଜାର ଏବଂ କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ଛୁଟି ରହିବ। ଆର୍ଥିକ ରାଜଧାନୀ ମୁମ୍ବଇରେ ଷ୍ଟକ ବଜାର ବନ୍ଦ ରହୁଥିବାରୁ ଦେଶର ଅନ୍ୟ ଷ୍ଟକ ବଜାରରେ ମଧ୍ୟ କାରବାର ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

09 Nov 2024 By The Sakala

ମହାରାଷ୍ଟ୍ର ନିର୍ବାଚନ: ୨୦ରେ ବନ୍ଦ ରହିବ ଷ୍ଟକ୍‌ ବଜାର କାରବାର

ମୁମ୍ବଇ: ଚଳିତମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁଁ ଷ୍ଟକ୍‌ ବଜାର ଛୁଟି ରହିବ। ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଏହି ଭୋଟ ଗ୍ରହଣ ହେବ। ଏଥିପାଇଁ ଷ୍ଟକ ବଜାରରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ସେହିଦିନ ମୁଦ୍ରା ବଜାର ଏବଂ କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ଛୁଟି ରହିବ। ଆର୍ଥିକ ରାଜଧାନୀ ମୁମ୍ବଇରେ ଷ୍ଟକ ବଜାର ବନ୍ଦ ରହୁଥିବାରୁ ଦେଶର ଅନ୍ୟ ଷ୍ଟକ ବଜାରରେ ମଧ୍ୟ କାରବାର ବନ୍ଦ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp