ବଦଳିବ ରିଟେଲ୍‌ ,ଏମ୍‌ଏସ୍‌ଏମ୍ଇ ଋଣ ନିୟମ, ଅକ୍ଟୋବର ପହିଲାରୁ ହେବ ଲାଗୁ

The Sakala Picture
Published On

ନୂଆଦିଲ୍ଲୀ : ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି। ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ପହିଲାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଋଣ ନିୟମରେ କିଛି ପରିବର୍ତ୍ତନ କରିବ। ଏହାପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ […]

ନୂଆଦିଲ୍ଲୀ : ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି। ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ପହିଲାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଋଣ ନିୟମରେ କିଛି ପରିବର୍ତ୍ତନ କରିବ। ଏହାପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି ଉପରେ ଲାଗୁ ହେବ। ଅକ୍ଟୋବର ପହିଲାରୁ ରିଟେଲ ଏବଂ ଏମ୍‌ଏସ୍‌ଏମ୍ଇ ଋଣ ନିୟମରେ ପରିବର୍ତ୍ତନ ହେବ। ଏହି ନିୟମ ଲାଗୁ ହେବା ପରେ ଋଣ ନେଉଥିବା ବ୍ୟକ୍ତିକୁ ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଋଣ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା (କେଏଫ୍‌ଏସ୍‌) ଦେବାକୁ ପଡ଼ିବ। ଆର୍‌ବିଆଇ ଅନ୍ତର୍ଗତ ସ୍ବାଧୀନ ଋଣ ନେଉଥିବା ଡିଜିଟାଲ ଋଣ ୟୁନିଟ୍‌ ଏବଂ ସ୍ୱଳ୍ପ ରାଶିର ଋଣ ସମ୍ବନ୍ଧୀୟ ସମସ୍ତ ଚୁକ୍ତି ବିଷୟରେ ସୂଚନା ପ୍ରଦାନ କରାଯିବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀରେ ପୁଣିଥରେ ଆମେରିକାର ଅବରୋଧ: ମଝି ସମୁଦ୍ରରେ ଫସି ରହିଛି ଅନେକ ଜାହାଜ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଆର୍‌ବିଆଇ ଅନ୍ତର୍ଗତ ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଉତ୍ପାଦକୁ ନେଇ ପାରଦର୍ଶିତା ବଜାୟ ରଖିବା ସହ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଜଣେ ବ୍ୟକ୍ତି ଜଣଙ୍କ ଋଣ ନେବା ସମୟରେ ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବ। ଏମ୍‌ଏସ୍‌ଏମ୍‌ଇ ମୁଦ୍ରା ଋଣ ଇତ୍ୟାଦି ରୁଣ ନାମରେ ବିଭିନ୍ନ ପ୍ରକାରର ଅଲଗା ଚାର୍ଜ ଲଗାଇ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ବିଗିଡ଼ୁଛି ସ୍ଥିତି: ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜରେ ଭାରତୀୟ ନାବିକଙ୍କୁ ମୁତୟନ ନକରିବାକୁ ଡିଜିଏମ୍ଏ ର ନିର୍ଦ୍ଦେଶ

17 Apr 2024 By The Sakala

ବଦଳିବ ରିଟେଲ୍‌ ,ଏମ୍‌ଏସ୍‌ଏମ୍ଇ ଋଣ ନିୟମ, ଅକ୍ଟୋବର ପହିଲାରୁ ହେବ ଲାଗୁ

ନୂଆଦିଲ୍ଲୀ : ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି। ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ପହିଲାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଋଣ ନିୟମରେ କିଛି ପରିବର୍ତ୍ତନ କରିବ। ଏହାପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି ଉପରେ ଲାଗୁ ହେବ। ଅକ୍ଟୋବର ପହିଲାରୁ ରିଟେଲ ଏବଂ ଏମ୍‌ଏସ୍‌ଏମ୍ଇ ଋଣ ନିୟମରେ ପରିବର୍ତ୍ତନ ହେବ। ଏହି ନିୟମ ଲାଗୁ ହେବା ପରେ ଋଣ ନେଉଥିବା ବ୍ୟକ୍ତିକୁ ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଋଣ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା (କେଏଫ୍‌ଏସ୍‌) ଦେବାକୁ ପଡ଼ିବ। ଆର୍‌ବିଆଇ ଅନ୍ତର୍ଗତ ସ୍ବାଧୀନ ଋଣ ନେଉଥିବା ଡିଜିଟାଲ ଋଣ ୟୁନିଟ୍‌ ଏବଂ ସ୍ୱଳ୍ପ ରାଶିର ଋଣ ସମ୍ବନ୍ଧୀୟ ସମସ୍ତ ଚୁକ୍ତି ବିଷୟରେ ସୂଚନା ପ୍ରଦାନ କରାଯିବା ବାଧ୍ୟତାମୂଳକ କରାଯାଇଛି।

ଆର୍‌ବିଆଇ ଅନ୍ତର୍ଗତ ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଉତ୍ପାଦକୁ ନେଇ ପାରଦର୍ଶିତା ବଜାୟ ରଖିବା ସହ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଜଣେ ବ୍ୟକ୍ତି ଜଣଙ୍କ ଋଣ ନେବା ସମୟରେ ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବ। ଏମ୍‌ଏସ୍‌ଏମ୍‌ଇ ମୁଦ୍ରା ଋଣ ଇତ୍ୟାଦି ରୁଣ ନାମରେ ବିଭିନ୍ନ ପ୍ରକାରର ଅଲଗା ଚାର୍ଜ ଲଗାଇ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର