ଚାକିରି ଛାଡିବେ ଏଲନ୍ ମସ୍କ

The Sakala Picture
Published On

ୱାଶିଂଟନ୍‌ : ବିଲିୟୋନେଯର ଏଲନ୍ ମସ୍କ ପୁଣି ଥରେ ତାଙ୍କ ଫଲୋଅରଙ୍କୁ ଚିନ୍ତାରେ ପକେଇଛନ୍ତି। ଏଥର ମସ୍କ ଚାକିରୀ ଛାଡି ‘ଇନଫ୍ଲୁଏନସର’ ହେବାକୁ ବିଚାର କରୁଥିବା କହିଛନ୍ତି। ତେବେ ଏ ବାବଦରେ ସେ ତାଙ୍କ ଫଲୋଅରଙ୍କ ରାୟ ଚାହିଁବା ଏବେ ଅନେକଙ୍କୁ ଅଡୁଆରେ ପକାଇ ଦେଇଛି। ବିଗତ ଦିନରେ ସେ ତାଙ୍କ ସେୟାର ନେଇ ଫଲୋଅରଙ୍କ ରାୟ ଚାହିଁଥିଲେ। ଆମେରିକା ସରକାରଙ୍କ ନୀତିରେ ତାଙ୍କ ସେୟାରର କଣ କରାଯିବା ଉଚିତ ବୋଲି ଟ୍ୱିର୍ଟରେ ଲୋକଙ୍କ ପରାମର୍ଶ ମାଗିଥିବା […]

ୱାଶିଂଟନ୍‌ : ବିଲିୟୋନେଯର ଏଲନ୍ ମସ୍କ ପୁଣି ଥରେ ତାଙ୍କ ଫଲୋଅରଙ୍କୁ ଚିନ୍ତାରେ ପକେଇଛନ୍ତି। ଏଥର ମସ୍କ ଚାକିରୀ ଛାଡି ‘ଇନଫ୍ଲୁଏନସର’ ହେବାକୁ ବିଚାର କରୁଥିବା କହିଛନ୍ତି। ତେବେ ଏ ବାବଦରେ ସେ ତାଙ୍କ ଫଲୋଅରଙ୍କ ରାୟ ଚାହିଁବା ଏବେ ଅନେକଙ୍କୁ ଅଡୁଆରେ ପକାଇ ଦେଇଛି। ବିଗତ ଦିନରେ ସେ ତାଙ୍କ ସେୟାର ନେଇ ଫଲୋଅରଙ୍କ ରାୟ ଚାହିଁଥିଲେ। ଆମେରିକା ସରକାରଙ୍କ ନୀତିରେ ତାଙ୍କ ସେୟାରର କଣ କରାଯିବା ଉଚିତ ବୋଲି ଟ୍ୱିର୍ଟରେ ଲୋକଙ୍କ ପରାମର୍ଶ ମାଗିଥିବା ବେଳେ ସେହି ଅନୁରୂପ କାମ ବି କରିଥିଲେ। ଏମିତିରେ ବି ମସ୍କ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵର ଅଧିକାରୀ। ତାଙ୍କର ଗୋଟିଏ ଟ୍ଵିଟ୍ ବିଶ୍ବର ସେୟାର ବଜାରକୁ ପ୍ରଭାବିତ କରିପାରୁଥିବାବେଳେ କେବେ କେବେ ବିଟ୍‌ କଏନର ମୂଲ୍ୟ ବଢେଇ ଦେଇପାରୁଛି। ଏଥିରେ ସେ ଫୁଲଟାଇମ ଇନଫ୍ଲୁଏନସର ହୋଇ କରିବେ କ’ଣ ବୋଲି ଲୋକେ ଚିନ୍ତାରେ ପଡିଛନ୍ତି। ଏ ବାବଦେ ଟେସ୍‌ଲା ସିଇଓଙ୍କ ନୂଆ ଟ୍ୱିଟ ପୋଷ୍ଟ ହେବାର ମାତ୍ର କିଛି ମିନିଟ୍‌ରେ ଭାଇରାଲ ହୋଇଯାଇଛି। ଲୋକେ ହଜାର ହଜାର ପରାମର୍ଶ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

11 Dec 2021 By The Sakala

ଚାକିରି ଛାଡିବେ ଏଲନ୍ ମସ୍କ

ୱାଶିଂଟନ୍‌ : ବିଲିୟୋନେଯର ଏଲନ୍ ମସ୍କ ପୁଣି ଥରେ ତାଙ୍କ ଫଲୋଅରଙ୍କୁ ଚିନ୍ତାରେ ପକେଇଛନ୍ତି। ଏଥର ମସ୍କ ଚାକିରୀ ଛାଡି ‘ଇନଫ୍ଲୁଏନସର’ ହେବାକୁ ବିଚାର କରୁଥିବା କହିଛନ୍ତି। ତେବେ ଏ ବାବଦରେ ସେ ତାଙ୍କ ଫଲୋଅରଙ୍କ ରାୟ ଚାହିଁବା ଏବେ ଅନେକଙ୍କୁ ଅଡୁଆରେ ପକାଇ ଦେଇଛି। ବିଗତ ଦିନରେ ସେ ତାଙ୍କ ସେୟାର ନେଇ ଫଲୋଅରଙ୍କ ରାୟ ଚାହିଁଥିଲେ। ଆମେରିକା ସରକାରଙ୍କ ନୀତିରେ ତାଙ୍କ ସେୟାରର କଣ କରାଯିବା ଉଚିତ ବୋଲି ଟ୍ୱିର୍ଟରେ ଲୋକଙ୍କ ପରାମର୍ଶ ମାଗିଥିବା ବେଳେ ସେହି ଅନୁରୂପ କାମ ବି କରିଥିଲେ। ଏମିତିରେ ବି ମସ୍କ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵର ଅଧିକାରୀ। ତାଙ୍କର ଗୋଟିଏ ଟ୍ଵିଟ୍ ବିଶ୍ବର ସେୟାର ବଜାରକୁ ପ୍ରଭାବିତ କରିପାରୁଥିବାବେଳେ କେବେ କେବେ ବିଟ୍‌ କଏନର ମୂଲ୍ୟ ବଢେଇ ଦେଇପାରୁଛି। ଏଥିରେ ସେ ଫୁଲଟାଇମ ଇନଫ୍ଲୁଏନସର ହୋଇ କରିବେ କ’ଣ ବୋଲି ଲୋକେ ଚିନ୍ତାରେ ପଡିଛନ୍ତି। ଏ ବାବଦେ ଟେସ୍‌ଲା ସିଇଓଙ୍କ ନୂଆ ଟ୍ୱିଟ ପୋଷ୍ଟ ହେବାର ମାତ୍ର କିଛି ମିନିଟ୍‌ରେ ଭାଇରାଲ ହୋଇଯାଇଛି। ଲୋକେ ହଜାର ହଜାର ପରାମର୍ଶ ଦେଉଛନ୍ତି।

https://www.thesakala.in/business/ellen-musk-will-retire/article-7509
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp