୪୪ ହଜାର ରେଳ ବଗିରେ ଲାଗିବ କ୍ୟାମେରା, ମାସ୍କ ପିନ୍ଧିଥିଲେ ବି ଅପରାଧିଙ୍କୁ ଚିହ୍ନଟ କରିବ ଇମେଜ୍‌ କ୍ରପିଂ ଟୁଲ୍‌

The Sakala Picture
Published On

ନୂଆଦିଲ୍ଲୀ : ଏବେ ଟ୍ରେନ୍‌ ବିମାନବନ୍ଦର ଭଳି ହାଇଟେକ୍‌ ହେବାକୁ ଯାଉଛି। ରେଳବାଇ ୪୪ ହଜାର ବଗିରେ ମୁହଁ ଚିହ୍ନଟ କରିପାରୁଥିବା ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଏହା ଅଧିନରେ ସେଣ୍ଟ୍ରାଲ ରେଳବାଇ, ପଶ୍ଚିମ ରେଳବାଇ, ପୂର୍ବ ରେଳବାଇ ସହିତ ଅନ୍ୟ ରେଳମାର୍ଗରେ ଚାଲୁଥିବା ଟ୍ରେନ୍‌ରେ କ୍ୟାମେରା ଲଗାଯିବ। ୩୮ ହଜାରରୁ ଅଧିକ ବଗିରେ ୮ଟି ଲେଖାଏଁ କ୍ୟାମେରା, ୨୭୦୦ ବଗିରେ ୫ଟି ଲେଖାଏଁ, ୨ ହଜାର ବଗିରେ […]

ନୂଆଦିଲ୍ଲୀ : ଏବେ ଟ୍ରେନ୍‌ ବିମାନବନ୍ଦର ଭଳି ହାଇଟେକ୍‌ ହେବାକୁ ଯାଉଛି। ରେଳବାଇ ୪୪ ହଜାର ବଗିରେ ମୁହଁ ଚିହ୍ନଟ କରିପାରୁଥିବା ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଏହା ଅଧିନରେ ସେଣ୍ଟ୍ରାଲ ରେଳବାଇ, ପଶ୍ଚିମ ରେଳବାଇ, ପୂର୍ବ ରେଳବାଇ ସହିତ ଅନ୍ୟ ରେଳମାର୍ଗରେ ଚାଲୁଥିବା ଟ୍ରେନ୍‌ରେ କ୍ୟାମେରା ଲଗାଯିବ। ୩୮ ହଜାରରୁ ଅଧିକ ବଗିରେ ୮ଟି ଲେଖାଏଁ କ୍ୟାମେରା, ୨୭୦୦ ବଗିରେ ୫ଟି ଲେଖାଏଁ, ୨ ହଜାର ବଗିରେ ୪ଟି ଲେଖାଏଁ ଏବଂ ୯୬୦ ବଗିରେ ୬ଟି ଲେଖାଏଁ କ୍ୟାମେରା ଲାଗିବ। ଏହା ଲାଗିବା ପରେ ଆପରାଧିକ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ଟେଣ୍ଡର ସର୍ତ୍ତ ଅନୁଯାୟୀ ଲାଗିବାକୁ ଥିବା କ୍ୟାମେରାରେ ‘ଇମେଜ କ୍ରପିଂ ଟୁଲ୍‌’ ରହିବା ଜରୁରୀ। କାରଣ ଏହା ମାସ୍କ, ଚଷମା, ସ୍କାର୍ଫ ପିନ୍ଧା ଅପରାଧୀଙ୍କୁ ମଧ୍ୟ ଚିହ୍ନଟ କରିଦେବ। ଫେସ ରିକଗନେସନ କ୍ୟାମେରା ଉଠାଇଥିବା ଫଟୋକୁ ରିୟଲ ଟାଇମ (ବାସ୍ତବ ସମୟ)ରେ ଅପରାଧିଙ୍କ ଡାଟାବେସ୍‌ ସହ ସଂଯୋଗ କରାଯିବ। ଏହା ଦ୍ବାରା ଫଟୋ ଚିହ୍ନଟ କରିବାରେ ସହାୟକ ହେବ। ଫେସ ମାସ୍କ ଲାଗିଥିଲେ ବି ୯୫ ପ୍ରତିଶତ ପର୍ଯ୍ୟନ୍ତ ଚିହ୍ନଟ କରିହେବ।

04 Mar 2024 By The Sakala

୪୪ ହଜାର ରେଳ ବଗିରେ ଲାଗିବ କ୍ୟାମେରା, ମାସ୍କ ପିନ୍ଧିଥିଲେ ବି ଅପରାଧିଙ୍କୁ ଚିହ୍ନଟ କରିବ ଇମେଜ୍‌ କ୍ରପିଂ ଟୁଲ୍‌

ନୂଆଦିଲ୍ଲୀ : ଏବେ ଟ୍ରେନ୍‌ ବିମାନବନ୍ଦର ଭଳି ହାଇଟେକ୍‌ ହେବାକୁ ଯାଉଛି। ରେଳବାଇ ୪୪ ହଜାର ବଗିରେ ମୁହଁ ଚିହ୍ନଟ କରିପାରୁଥିବା ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଏହା ଅଧିନରେ ସେଣ୍ଟ୍ରାଲ ରେଳବାଇ, ପଶ୍ଚିମ ରେଳବାଇ, ପୂର୍ବ ରେଳବାଇ ସହିତ ଅନ୍ୟ ରେଳମାର୍ଗରେ ଚାଲୁଥିବା ଟ୍ରେନ୍‌ରେ କ୍ୟାମେରା ଲଗାଯିବ। ୩୮ ହଜାରରୁ ଅଧିକ ବଗିରେ ୮ଟି ଲେଖାଏଁ କ୍ୟାମେରା, ୨୭୦୦ ବଗିରେ ୫ଟି ଲେଖାଏଁ, ୨ ହଜାର ବଗିରେ ୪ଟି ଲେଖାଏଁ ଏବଂ ୯୬୦ ବଗିରେ ୬ଟି ଲେଖାଏଁ କ୍ୟାମେରା ଲାଗିବ। ଏହା ଲାଗିବା ପରେ ଆପରାଧିକ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଟେଣ୍ଡର ସର୍ତ୍ତ ଅନୁଯାୟୀ ଲାଗିବାକୁ ଥିବା କ୍ୟାମେରାରେ ‘ଇମେଜ କ୍ରପିଂ ଟୁଲ୍‌’ ରହିବା ଜରୁରୀ। କାରଣ ଏହା ମାସ୍କ, ଚଷମା, ସ୍କାର୍ଫ ପିନ୍ଧା ଅପରାଧୀଙ୍କୁ ମଧ୍ୟ ଚିହ୍ନଟ କରିଦେବ। ଫେସ ରିକଗନେସନ କ୍ୟାମେରା ଉଠାଇଥିବା ଫଟୋକୁ ରିୟଲ ଟାଇମ (ବାସ୍ତବ ସମୟ)ରେ ଅପରାଧିଙ୍କ ଡାଟାବେସ୍‌ ସହ ସଂଯୋଗ କରାଯିବ। ଏହା ଦ୍ବାରା ଫଟୋ ଚିହ୍ନଟ କରିବାରେ ସହାୟକ ହେବ। ଫେସ ମାସ୍କ ଲାଗିଥିଲେ ବି ୯୫ ପ୍ରତିଶତ ପର୍ଯ୍ୟନ୍ତ ଚିହ୍ନଟ କରିହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp