ନିୟମ ଭାଙ୍ଗିଲା ଏସ୍‌ବିଆଇ, ୧ କୋଟି ଜରିମାନା ଲଗାଇଲା ଆରବିଆଇ

The Sakala Picture
Published On

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting by commercial banks and select FIs) ଥିବା ନିର୍ଦ୍ଦେଶନାମାକୁ ପାଳନ ନକରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗୁ […]

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting by commercial banks and select FIs) ଥିବା ନିର୍ଦ୍ଦେଶନାମାକୁ ପାଳନ ନକରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଏହି ୧ କୋଟି ଜରିମାନା ହୋଇଛି। ବ୍ୟାଙ୍କ ଏବଂ ଗ୍ରାହକ ମାନଙ୍କ କାରବାର ସହିତ ଏହାର କୌଣସି ସମ୍ପର୍କ ନାହିଁ।

18 Oct 2021 By The Sakala

ନିୟମ ଭାଙ୍ଗିଲା ଏସ୍‌ବିଆଇ, ୧ କୋଟି ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting by commercial banks and select FIs) ଥିବା ନିର୍ଦ୍ଦେଶନାମାକୁ ପାଳନ ନକରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।

ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଏହି ୧ କୋଟି ଜରିମାନା ହୋଇଛି। ବ୍ୟାଙ୍କ ଏବଂ ଗ୍ରାହକ ମାନଙ୍କ କାରବାର ସହିତ ଏହାର କୌଣସି ସମ୍ପର୍କ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp