ସେୟାର ବଜାରରେ ନୂଆ ରେକର୍ଡ, ପ୍ରଥମ ଥର ୫୨ ହଜାର ଉପରେ ସେନସେକ୍ସ

The Sakala Picture
Published On

ମୁମ୍ବାଇ : ସେୟାର ବଜାରରେ ଲଗାତର ଭାବେ ଉତ୍ସାହ ପରିଲକ୍ଷିତ ହେଉଛି । ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳ ୧୦ଟାରେ ପ୍ରାୟ ୪୧୬.୪୧ ଅଙ୍କ ବୃଦ୍ଧି ପାଇ ୫୧,୯୬୦.୭୧ ରହିଥିଲା । ଗତ କାରବାର ଦିନରେ ଏହା ୫୧,୫୪୪.୩୦ରେ ବନ୍ଦ ହୋଇଥିଲା । ସୋମବାର ଦିନ […]

ମୁମ୍ବାଇ : ସେୟାର ବଜାରରେ ଲଗାତର ଭାବେ ଉତ୍ସାହ ପରିଲକ୍ଷିତ ହେଉଛି । ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳ ୧୦ଟାରେ ପ୍ରାୟ ୪୧୬.୪୧ ଅଙ୍କ ବୃଦ୍ଧି ପାଇ ୫୧,୯୬୦.୭୧ ରହିଥିଲା । ଗତ କାରବାର ଦିନରେ ଏହା ୫୧,୫୪୪.୩୦ରେ ବନ୍ଦ ହୋଇଥିଲା । ସୋମବାର ଦିନ ଏହା ୫୧,୯୦୭.୭୫ ଅଙ୍କରେ ଖୋଲିଥିଲା । ଏହାସହ ପରେ ୫୨,୧୧୦.୭୪ ଟପିଥିଲା ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଇଣ୍ଡସିଣ୍ଡ୍ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, ଏଶବିଆଇ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ଆଦି ଲାଭରେ ଲହିଥିଲେ । ସବୁଠାରୁ ଅଧିକ ଲାବ ଇଣ୍ଡସିଣ୍ଡ୍ ବ୍ୟାଙ୍କ୍ କରିଛି । ବ୍ୟାଙ୍କର ସେୟାର ୨.୫୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା । ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୫୦ଟି କମ୍ପାନୀର ସୂଚକାଙ୍କ ବୃଦ୍ଧି ପାଇଛି । ସୋମବାର ନିଫ୍ଟି ୧୫,୨୭୦.୩୦ ଅଙ୍କରେ ଖୋଲିଥିଲା । ଏହା ୧୫,୩୧୪.୩୦ ଅଙ୍କରେ ପହଁଚିଥିଲା । ୫୦ କମ୍ପାନୀରୁ ୧୮ଟି ରେଡ୍ ଓ ୩୨ଟି ଗ୍ରୀନ୍ ଜୋନରେ ଥିଲେ ।ନିଫ୍ଟିରେ ସବୁଠାରୁ ଅଧିକ ଲାଭ ଇଣ୍ଡିସିଣ୍ଡ୍ ବ୍ୟାଙ୍କର ସେୟାରର ରହିଥିଲା । ସବୁଠାରୁ ଅଧିକ କ୍ଷତି ସହିଛି ଓଏନଜିସି । ଏହାର ସେୟାର ୧.୦୩ ପ୍ରତିଶତ ହ୍ରାସ ପାଇଥିଲା ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

15 Feb 2021 By The Sakala

ସେୟାର ବଜାରରେ ନୂଆ ରେକର୍ଡ, ପ୍ରଥମ ଥର ୫୨ ହଜାର ଉପରେ ସେନସେକ୍ସ

ମୁମ୍ବାଇ : ସେୟାର ବଜାରରେ ଲଗାତର ଭାବେ ଉତ୍ସାହ ପରିଲକ୍ଷିତ ହେଉଛି । ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳ ୧୦ଟାରେ ପ୍ରାୟ ୪୧୬.୪୧ ଅଙ୍କ ବୃଦ୍ଧି ପାଇ ୫୧,୯୬୦.୭୧ ରହିଥିଲା । ଗତ କାରବାର ଦିନରେ ଏହା ୫୧,୫୪୪.୩୦ରେ ବନ୍ଦ ହୋଇଥିଲା । ସୋମବାର ଦିନ ଏହା ୫୧,୯୦୭.୭୫ ଅଙ୍କରେ ଖୋଲିଥିଲା । ଏହାସହ ପରେ ୫୨,୧୧୦.୭୪ ଟପିଥିଲା ।

ଇଣ୍ଡସିଣ୍ଡ୍ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, ଏଶବିଆଇ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ଆଦି ଲାଭରେ ଲହିଥିଲେ । ସବୁଠାରୁ ଅଧିକ ଲାବ ଇଣ୍ଡସିଣ୍ଡ୍ ବ୍ୟାଙ୍କ୍ କରିଛି । ବ୍ୟାଙ୍କର ସେୟାର ୨.୫୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା । ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୫୦ଟି କମ୍ପାନୀର ସୂଚକାଙ୍କ ବୃଦ୍ଧି ପାଇଛି । ସୋମବାର ନିଫ୍ଟି ୧୫,୨୭୦.୩୦ ଅଙ୍କରେ ଖୋଲିଥିଲା । ଏହା ୧୫,୩୧୪.୩୦ ଅଙ୍କରେ ପହଁଚିଥିଲା । ୫୦ କମ୍ପାନୀରୁ ୧୮ଟି ରେଡ୍ ଓ ୩୨ଟି ଗ୍ରୀନ୍ ଜୋନରେ ଥିଲେ ।ନିଫ୍ଟିରେ ସବୁଠାରୁ ଅଧିକ ଲାଭ ଇଣ୍ଡିସିଣ୍ଡ୍ ବ୍ୟାଙ୍କର ସେୟାରର ରହିଥିଲା । ସବୁଠାରୁ ଅଧିକ କ୍ଷତି ସହିଛି ଓଏନଜିସି । ଏହାର ସେୟାର ୧.୦୩ ପ୍ରତିଶତ ହ୍ରାସ ପାଇଥିଲା ।

https://www.thesakala.in/business/a-new-record-in-the-stock-market-the-sensex-over-52000-for-the-first-time/article-24
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp