ପ୍ରକାଶ ପାଇଲା ସ୍ବତନ୍ତ୍ର OTET ରେଜଲ୍ଟ...

Deviprasad Mohanty Picture
Published On

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ। ମୋଟ ୭୨ ହଜାର ୪୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିମଧ୍ଯରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି। ପାସହାର ୬୬.୫୦ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସେପ୍ଟେମ୍ବର ୨୭ରେ ପରୀକ୍ଷା ହୋଇଥିଲା। ଦୁଇଟି ପତ୍ରରେ ହୋଇ ଥିଲା ପରୀକ୍ଷା। ପେପର-୧ ଓ ପେପର-୨ ପରୀକ୍ଷା ହୋଇଥିଲା। www.bseodisha.ac.in ୱେବସାଇଟକୁ ଯାଇ ନିଜର ମାର୍କ ଦେଖି ପାରିବେ ପରୀକ୍ଷାର୍ଥୀ।

ଆହୁରି ପଢ଼ନ୍ତୁ: Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

Join Us @ WhatsApp

About The Author

Google News
Join Us @ WhatsApp